ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ରବିବାର ଲର୍ଡ୍ସରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ପରେ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ନୂଆ ରାଙ୍କିଙ୍ଗରେ ଫାଇଦା ହୋଇଛି। ଏହି ରାଙ୍କିଙ୍ଗରେ ସେମିଫାଇନାଲ୍ ଓ ଫାଇନାଲ […]
ନୂଆଦିଲ୍ଲୀ: ନାଗପୁରରେ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର। ଆର୍ଏସ୍ଏସ୍ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ନାଗପୁର ନ ଯିବାକୁ କେତେକ କଂଗ୍ରେସ ନେତା ପ୍ରଣବଙ୍କୁ […]
ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ। ଏଣିକି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନଙ୍କୁ ସୁଇମ୍ ସୁଟ୍ ପିନ୍ଧିବା ଅାବଶ୍ୟକ ନାହିଁ । ପୂର୍ବତନ ମିସ ଅାମେରିକା ତଥା ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି […]
ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଯେଉଁଠି ଛକା ଓ ଚୌକାର ବର୍ଷା ହେଉଛି, ସେହିଠାରେ ଏଭଳି କିଛି ଘଟଣା ଘଟିଥାଏ, ତାହା ପ୍ରଶଂସକଙ୍କୁ ସ୍ତବ୍ଧ କରିଦିଏ। କିଛି ଏଭଳି ଖବର ଜମ୍ମୁ-କଶ୍ମୀରରୁ ଆସିଛି, ଯେଉଁଠାରେ ଏକ କ୍ରିକେଟ୍ ମ୍ୟାଚ୍ ବେଳେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲା ଓ ବଡ଼ଗାମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା, ଯେଉଁଥିରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବଲ୍ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ କ୍ରିକେଟର୍ […]
ନୂଆଦିଲ୍ଲୀ : ଧୋନିଙ୍କ ଅାୟରଲ୍ୟାଣ୍ଡ ଗସ୍ତକୁ ନେଇ ଉତ୍ସାହିତ ହୋଇପଡିଛି କ୍ରିକେଟ୍ ଅାୟାରଲ୍ୟାଣ୍ଡ I ଦର୍ଶକଙ୍କୁ ଆକର୍ଷିତ କରିବା ତଥା ଅଧିକ ଟିକେଟ ବିକ୍ରି ପାଇଁ ସେ ତାଙ୍କ ଅଫିସିଅାଲ ଟ୍ୱିଟର ପେଜରେ ଧୋନିଙ୍କ ଫଟୋ ପୋଷ୍ଟ କରିଛନ୍ତି I ଏଥିରେ ଲେଖାଯାଇଛି ‘ଏମଏସ ଧୋନି ଅାସୁଛନ୍ତି, ୨୭ ଜୁନରେ ମାଲହାଇଡ ଗ୍ରାଉଣ୍ଡରେ ଅାପଣମାନେ ତାଙ୍କ ଖେଳ ଦେଖିପାରିବେ I’ MS Dhoni is coming and you can see him play at Malahide […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ ନେଇ ଛିଡିଲା ଅଙ୍କ। ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ମନ୍ତ୍ରିମଣ୍ଡଳରେ ଜେଡିଏସର ୯ ଜଣ ବିଧାୟକ ସାମିଲ ହେବେ। କଂଗ୍ରେସ ଓ ଜେଡିଏସର ୩୨ ଜଣ ମନ୍ତ୍ରୀ ଆଜି ଶପଥ ନେବେ। କାହାକୁ କେଉଁ ବିଭାଗ ମିଳିବ ତାହା ଜଣାପଡିନାହିଁ। ଆଜି ଅପରାହ୍ନ ୨ଟା ବେଳେ ବିଧାନସଭାରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳ ଭାଗବଣ୍ଟାରେ କଂଗ୍ରେସର ୨୧ ବିଧାୟକ ଓ ଜେଡିଏସର ୧୧ ବିଧାୟକ ସାମିଲ ହେବେ ବୋଲି ଆଗରୁ […]
ଶିମଲା : ମଙ୍ଗଳବାର ହିମାଚଳ ପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଥର୍ମୋକୁଲ୍ ପ୍ଲେଟ୍ର ବ୍ୟବହାରରେ ରୋକ୍ ଲଗାଇଛନ୍ତି। କାରଣ ଏହା ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏହା ସହ ଅଫିସିଆଲ୍ ଫଙ୍କସନ ଗୁଡିକରେ ବହୁଳ ବ୍ୟବହାର ହେଉଥିବା ୧ଲିଟରରୁ କମ୍ ପାଣି ବୋତଲର ବ୍ୟବହାରକୁ ବାରଣ କରାଯାଇଛି। ସୁନ୍ଦରନଗର ସହରର ମଣ୍ଡି ଜିଲ୍ଲାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର କହିଛନ୍ତି , ପ୍ଲାଷ୍ଟିକ୍ […]
କୋଲକାତା: ଜଣେ ହୋଟେଲ ବ୍ୟବସାୟୀ ବିରିୟାନି ଖାଇଥିବା ଗ୍ରାହକଙ୍କୁ ପଇସା ମାଗିବାରୁ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି । ପୋଲିସର କହିବା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଛି ଏମିତି ଘଟଣା। ରବିବାର ରାତିରେ ଚାରି ଜଣ ଯୁବକ ଆସି ଏକ ହୋଟେଲରେ ବିରିୟାନି ମାଗିଥିଲେ I ବ୍ୟବସାୟୀ ଜଣଙ୍କ ଗୋଟିଏ ପ୍ଲେଟ୍ ବିରିୟାନି ପାଇଁ ଗ୍ରାହକଙ୍କୁ ୧୯୦ ଟଙ୍କା ମାଗିଥିଲେ। ଖାଇ ସାରିବା ପରେ ବିରିୟାନି ଦରକୁ ନେଇ ବ୍ୟବସାୟୀ ଓ ଯୁବକମାନଙ୍କ ମଧ୍ୟରେ […]
ମଞ୍ଚେଷ୍ଟର : ସେମିଫାଇନାଲରେ ହାରିବା ପରେ ବିଶ୍ୱକପ୍ରୁ ବିଦା ହୋଇଥିବା ଟିମ୍ ଇଣ୍ଡିଆ ଭାରତ ଫେରିପାରୁନି। ମ୍ୟାଚ୍ ପରେ ଭାରତ ଆସିବାକୁ ଚାହୁଁଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଫସି ରହିଛି। ଫାଇନାଲ୍ ନ ସରିବା ଯାଏ ଇଂଲଣ୍ଡରେ ରହିବାକୁ ବାଧ୍ୟ ହୋଇଛି ବିରାଟ ବାହିନୀ। ସେମିଫାଇନାଲରେ ହାରି ବିରାଟ ବାହିନୀ କେବଳ ଭାରତୀୟଙ୍କ ହୃଦୟ ଭାଙ୍ଗିନି ବରଂ ଟିମ୍ ଇଣ୍ଡିଆର ଲଜିଷ୍ଟିକ ମ୍ୟାନେଜରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର […]