ନୂଆଦିଲ୍ଲୀ: ‘ଇଜ୍ ଅଫ୍ ଡୁଇଙ୍ଗ୍’ ବିଜ୍ନେସରେ ଭାରତ ଜବରଦସ୍ତ ଉନ୍ନତି କରିଛି। ବିଶ୍ୱ ବ୍ୟାଙ୍କ୍ ପ୍ରକାଶ କରିଥିବା ‘ଇଜ୍ ଅଫ୍ ଡୁଇଙ୍ଗ୍’ ବିଜ୍ନେସ୍ରେ ଭାରତ ୨୩ଟି ରାଙ୍କ୍ ଉପରକୁ ଉଠିଛି। ୨୦୧୭ରେ ଭାରତର ରାଙ୍କିଂ ୧୦୦ ଥିବା ବେଳେ ଚଳିତ ବର୍ଷ ଏହା ୭୭ତମ ସ୍ଥାନରେ ରହିଛି। ରାଙ୍କିଂରେ ଏତେ ଉପରକୁ ଲମ୍ଫ ମାରିବାରେ ଏହା ଭାରତର ରେକର୍ଡ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି। ୨୦୧୪ରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ବେଳେ ଭାରତ ଟପ୍ […]
ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ତେଣୁ ଅାସନ୍ତା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ତ୍ରୟ ମାସିକ ଅବଧି ପାଇଁ ଏହା ଲାଗୁ ହେବ। ଏହା ଫଳରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ନ୍ୟାସନାଲ ସେଭିଂ […]
ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ-FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟ ବ୍ୟସ୍ତତା କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରିଛନ୍ତି ଅନୁପମ। ତାଙ୍କର ଇଣ୍ଟର୍ନାସ୍ନାଲ୍ ଟିଭି ‘ଶୋ’ ପାଇଁ ଇସ୍ତଫା ଦେଇଥିବା ସେ ଟ୍ୱିଇଟ୍ କରିଛନ୍ତି । FTIIର ଚେୟାର୍ମ୍ୟାନ୍ ହିସାବରେ ଦାୟିତ୍ୱ ଅଧିକ ରହୁଥିବାରୁ ସେ ତାଙ୍କର ଟିଭି ‘ଶୋ’ ପାଇଁ ଫୋକସ୍ କରିପାରୁ ନଥିବାରୁ ସେ ପଦ ଛାଡ଼ିଛନ୍ତି। ପ୍ରକାଶ ଥାଉକି, […]