• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

JAGAN-REDDY
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ।  ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍‍.ଏଲ୍‍. ନରସିଂହନ୍‍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମ୍‌କେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ […]

Santosh Gangwar PTI-1558986530
ଲୋକସଭାର କାମଚଳା ବାଚସ୍ପତି ହେଲେ ସନ୍ତୋଷ ଗଙ୍ଗୱାର୍‌

ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି। ସନ୍ତୋଷ ଗଙ୍ଗୱାର ହେଉଛନ୍ତି ଲୋକସଭାର ୧୭ତମ ବାଚସ୍ପତି। ସେ ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆଠ ଆଠଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗଙ୍ଗୱାର୍ ଜଣେ ଅନୁଭବୀ ନେତା। ଉତ୍ତରପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଛନ୍ତି।

p-3
ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ-ଦକ୍ଷିଣଆଫ୍ରିକା ମୁହାଁମୁହିଁ

ଲଣ୍ଡନ: ଆସନ୍ତାକାଲି କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍‌। ଉଭୟ ଦଳରେ ଏକାଧିକ […]

sona
ସଲମାନ୍‌ଙ୍କ ଫ୍ୟାନ୍‌ ସୋନାଙ୍କୁ ଦେଲେ ହତ୍ୟା ଧମକ

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍‌କୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଏହି ଟ୍ୱିଟ୍‌ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍‌ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍‌ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି […]

ferar
କନ୍ୟାକୁ ନେଇ ନନା ଫେରାର୍‌

ଭୋପାଲ: ମାତ୍ର ୧୬ ଦିନ ତଳେ ଯେଉଁ କନ୍ୟାର ବିବାହ କରାଇଥିଲେ, ତାଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଜଣେ ପଣ୍ଡିତ। ମଧ୍ୟପ୍ରଦେଶର ଅସଥ୍‌ ଗାଁରେ ଏମିତି ଘଟଣା ଘଟିଛି। କନ୍ୟା ପ୍ରିୟା (ଛଦ୍ମନାମ) ଗତ ୭ ତାରିଖ ଦିନ ବିବାହ କରିଥିଲେ। ଆଉ ୨୩ ତାରିଖ ଦିନ ସେହି ପଣ୍ଡିତଙ୍କ ସହ ଫେରାର ହୋଇଯାଇଛନ୍ତି, ଯିଏ ବିବାହର ସମସ୍ତ କର୍ମକାଣ୍ଡ କରାଇଥିଲେ। କନ୍ୟା ବାହାଘର ପରେ ବାପଘରକୁ ଯାଇ ସେଠାରୁ ହିଁ ଫେରାର ହୋଇଯାଇଥିଲେ। ବିନୋଦ ମହାରାଜ […]

mamata banerjee
ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି। ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ […]

chhavi_0
ପ୍ରସବ ସମୟର ଅନୁଭୂତି କହିଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଛବି ମିତ୍ତଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ମା’ ହେବା ଏକ ସୁନ୍ଦର ଅନୁଭବ। କିନ୍ତୁ ଦ୍ୱିତୀୟ ଥର ମା’ ହେବା ଅନୁଭବ ଛବିଙ୍କ ଲାଗି ବହୁତ ଭୟାନକ ଥିଲା ବୋଲି ସେ ବଖାଣିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସେବା ଓ ସାନ୍ତ୍ୱନା ରୋଗୀକୁ ଠିକ୍‌ କରି ଦେଇଥାଏ। କିନ୍ତୁ ଛବିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରି ପକାଇଥିବା ଓ ଏହା ଏକ ଦୁଃସ୍ୱପ୍ନ […]