• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

modi
ହଙ୍ଗକଙ୍ଗରେ ମୋଦି ଲହର, ନମୋ ରେଷ୍ଟୁରାଣ୍ଟରେ ପାଳିତ ହେଲା ମୋଦିଙ୍କ ବିଜୟ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କର ଲୋକପ୍ରିୟତା ଦ୍ୱିଗୁଣିତ ହୋଇଛି। ଭାରତରେ ନୁହେଁ, ଭାରତ ବାହାରେ ବି। ହଙ୍ଗକଙ୍ଗ୍‌ରେ ମୋଦିଙ୍କ ବିଜୟ ଉତ୍ସବ ଯେପରି ପାଳନ କରାଯାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଙ୍ଗକଙ୍ଗ୍‌ରେ ଖୁବ୍‌ ଲୋକପ୍ରିୟ ମୋଦି । ଏଠାରେ ଏକ ସଡ଼କ ମଧ୍ୟ ମୋଦିଙ୍କ ନାମରେ ନାମିତ ହୋଇଛି। ଏହାର ନାମ ରଖାଯାଇଛି ନମୋ ସଡ଼କ(ମୋଦି ରୋଡ୍‌)। ସେତିକି ନୁହେଁ, ଏଠାରେ ନରେନ୍ଦ୍ର ମୋଦିଙ୍କ ନାମରେ […]

10
ରାଜ୍ୟ ସଂଗ୍ରହାଳୟରେ ଶୋଭାପାଉଛି କଳ୍ପନା ଦାଶଙ୍କ ପୋଷାକ

ଭୁବନେଶ୍ୱର: ଏଭେରେଷ୍ଟ ପର୍ବତରେ ପ୍ରାଣ ହାରିଥିବା ପର୍ବତ ରାଣୀ କଳ୍ପନା ଦାଶଙ୍କ ମରଶରୀର ଏଯାଏଁ ଓଡ଼ିଶା ଫେରିପାରିନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ରାଜ୍ୟ ସଂଗ୍ରହାଳୟରେ କଳ୍ପନାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେ ସବୁ ଆଜି ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ ସେ ରାଜ୍ୟ ସଂଗ୍ରାହଳୟକୁ ୨୦୧୭ […]

sona_salman
ସଲମାନ୍‌ ବିଷାକ୍ତ ପୁରୁଷ: ସୋନା ମହାପାତ୍ର

ମୁମ୍ୱାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏଥର ସୋନା ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍‌କୁ ସମାଲୋଚନା କରିଛନ୍ତି। ଏମିତିକି ସେ ସଲମାନଙ୍କୁ ବିଷାକ୍ତ ପୁରୁଷତ୍ୱ ବୋଲି କହିବାକୁ ବି ପଛାଇ ନାହାନ୍ତି। ପୁଣିଥରେ ସୋନା ସଲମାନ୍‌ଙ୍କୁ ଟ୍ୱିଟର୍‌ରେ ଟାର୍ଗେଟ୍‌ କରିଛନ୍ତି। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଏହି ଟ୍ୱିଟ  ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ […]

salman
ସଲମାନ୍‌ଙ୍କ ଖୁଲାସା, ଆଜିଯାଏଁ କାହିଁକି ରହିଛନ୍ତି ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚ୍‌ଲର୍‌ ଭାବେ ଜଣାଶୁଣା ସଲମାନ୍‌ ଖାନ୍‌। ଭାଇଜାନ୍‌ ସଲ୍‌ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍‌ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି। କେବଳ ବଲିଉଡ୍‌ ନୁହେଁ, ସାରା ଦୁନିଆ ମଧ୍ୟ ତାଙ୍କ ବାହାଘର କେବେ ହେବ ସେହି ଦିନକୁ ଚାହିଁ ବସିଛନ୍ତି। ଏବେ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ସଲ୍‌ମାନ୍‌ ଏହି […]