ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ବିନା ଟିକେଟ୍ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ ପାଇଁ ବଡ଼ ଉପହାର ଦେବାକୁ ଚାହୁଁଛି। ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା […]
ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। ତେବେ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ଏବ […]
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]
ପୋର୍ଟ ଅଫ୍ ସ୍ପେନ୍: ଅଧିନାୟକ ବିରାଟ୍ କୋହଲିଙ୍କ ରେକର୍ଡ ୪୩ତମ ଶତକ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ଦିନିକିଆ ସିରିଜ୍କୁ ଟିମ୍ ଇଣ୍ଡିଆ ୨-୦ରେ କବ୍ଜା କରିଛି। ଦମ୍ଦାର ଶତକ ପାଇଁ ବିରାଟ୍ ମ୍ୟାନ୍ ଅଫ୍ଦି ମ୍ୟାଚ୍ ଓ ସିରିଜ୍ରେ ସବୁଠାରୁ ଅଧିକ ରନ୍ ହାସଲ କରିଥିବାରୁ ମ୍ୟାନ୍ ଅଫ୍ ଦି ସିରିଜ୍ ପାଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ଏହା ବିରାଟଙ୍କ କ୍ରମାଗତ ଦ୍ୱିତୀୟ ଶତକ। […]
ନୂଆଦିଲ୍ଲୀ: ଆଜି ୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ। କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ସଗର୍ବେ ଉଡ଼ୁଛି ତ୍ରିରଙ୍ଗା। ଦିଲ୍ଲୀ ଲାଲ୍କିଲ୍ଲାରେ ଆଜି ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି କୌଣସି ଅପ୍ରୀତିକରଣ ଘଟଣା ଏଡ଼ାଇବା ପାଇଁ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ […]
ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।
ଶ୍ରୀହରିକୋଟା: ପୃଥିବୀ କକ୍ଷ ପରିତ୍ୟାଗ କରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨। ଯୋଜନା ମୁତାବକ ଆଜି ଭୋର ୨ଟା ୨୧ ମିନିଟରେ ଇସ୍ରୋ ବୈଜ୍ଞାନିକମାନେ ଟ୍ରାନ୍ସ ଲୁନାର ଇଂଜେକସନ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଚନ୍ଦ୍ରଯାନ-୨ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ମୁହାଁ ହୋଇଛି। ଜୁଲାଇ ୨୨ରେ ଚନ୍ଦ୍ରଯାନ ୨ର ଉତ୍କ୍ଷେପଣ ପରେ ୫ଥର ଏହାର କକ୍ଷପଥରେ ପରିବର୍ତ୍ତନ ଅର୍ଥାତ୍ ଅର୍ବିଟ୍ ରେଂଜିଂ ମାନ୍ୟୁଭର କରାଯାଇଥିଲା। ଆଜି ସକାଳେ ଅତି ଜଟିଳ ମନେକରାଯାଉଥିବା […]
ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମନା। ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର F 16 ଫାଇଟର୍ ଜେଟ୍କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ। ଅଭିନନ୍ଦନଙ୍କ ବୀର, ସୌର ଏବଂ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ବାଲାକୋଟ୍ ଏୟାରଷ୍ଟାଇକ୍ […]
ମୁମ୍ବାଇ: ଗାୟକ ମିକା ସିଂହଙ୍କୁ ବଡ଼ ଝଟକା। ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏଏସ୍ଏନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଫିଲ୍ମ ପ୍ରଡକସନ୍ ହାଉସ୍, ମ୍ୟୁଜିକ୍ କମ୍ପାନୀ ଏବଂ ସମସ୍ତ କନ୍ସର୍ଟରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଖାଲି ଏତିକି ନୁହେଁ, ସିନେ ୱାକର୍ସ ଆସୋସିଏସନ୍ ମିକାଙ୍କୁ କୌଣସି ଫିଲ୍ମ କାମ ନଦେବାକୁ ପ୍ରଡକସନ୍ ହାଉସ୍କୁ ଚେତାଇ ଦେଇଛି। ଯଦି, କେହି ତାଙ୍କୁ କାମ ଦିଅନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି […]