• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

wasni
ବିଶ୍ୱର ଶ୍ରେଷ୍ଠ ବୋଲର କିଏ ?

ମେଲବର୍ଣ୍ଣ: ବିଶ୍ୱର ଦୁଇ ଶ୍ରେଷ୍ଠ ଅପସ୍ପିନର ହେଉଛନ୍ତି ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର ନେଥନ ଲାୟନ। ଏମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ଅପସ୍ପିନର କିଏ? ଏହାର ଉତ୍ତର ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ। ସେ କହିଛନ୍ତି, ଅଶ୍ୱିନ ନିଶ୍ଚିତ ଭାବେ ଜଣେ ଭଲ ବୋଲର। ହେଲେ ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ତୁଳନାରେ ଲାୟନ ବେଶ ଘାତକ। ସାରା ବିଶ୍ୱରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଛି। ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆ ପାଇଁ ୭ଟି […]

corona
କରୋନା ରୋଗୀ ଥରେ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣ ହେବ କି ?

ନୂଆଦିଲ୍ଲୀ: କୋଭିଡ୍-୧୯ ଭାଇରସ୍‌ ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। କରୋନାରୁ ଭଲ ହୋଇଥିବା ବ୍ୟକ୍ତି ପୁଣିଥରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି କି ? ଏହାର ଉତ୍ତର ଖୋଜିବା ପାଇଁ ଏକ ସର୍ଭେ ହୋଇଥିଲା। ଏହି ସର୍ଭେ ରିପୋର୍ଟରେ କଣ ନିଷ୍କର୍ସ ବାହାରିଲା ଆସନ୍ତୁ ଜାଣିବା। କରୋନା ଭାଇସର୍‌ ସମ୍ପର୍କରେ ଅନେକ ସମୟରେ ଗୋଟିଏ ତର୍କ ଶୁଣାଯାଏ। ତାହା ହେଲା କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଖରେ […]

pm-1
ମୁଖ୍ୟମନ୍ତ୍ରୀମାନଙ୍କଠାରୁ ପରାମର୍ଶ ଲୋଡ଼ିଲେ ମୋଦି; କହିଲେ ପରାମର୍ଶ ଦିଅନ୍ତୁ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଜାରି ରହିଥିବାବେଳେ ଆଗକୁ ଲକ୍‌ଡାଉନ୍ ବଢ଼ିବ ନା ନାହିଁ, ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ଏହି ଆଲୋଚନା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି। ଆପଣମାନେ ଯେ କୌଣସି ସମୟରେ ମୋତେ ପରାମର୍ଶ ଦେଇପାରିବେ। ବର୍ତ୍ତମାନ ସ୍ଥିତିରେ କାନ୍ଧକୁ କାନ୍ଧ ମିଶାଇ କରୋନା ବିରୋଧରେ ଲଢ଼େଇ […]

tata
ଏକାଠି ହେଲେ ଫ୍ଲିପ୍‌କାର୍ଟ ଓ ଟାଟା ପ୍ରଡକ୍ଟସ୍‌: ଲକ୍‌ଡାଉନ୍‌ ସମୟରେ ଗ୍ରାହକଙ୍କୁ ଯୋଗାଇବେ ଅତ୍ୟାବଶ୍ୟକୀୟ ସାମଗ୍ରୀ

ବେଙ୍ଗାଲୁରୁ: ଦେଶରେ କୋଭିଡ୍-୧୯ ଭଳି ବିପତ୍ତି ସମୟରେ ଦେଶବାସୀଙ୍କୁ ଖାଦ୍ୟ ଓ ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଟାଟା ପ୍ରଡକ୍ଟ ଓ ଇ- କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ସ୍ଥିତି ସାମ୍ଭାବ୍ୟ ବୃଦ୍ଧି ନେଇ ଏହି ଦୁଇ କମ୍ପାନୀ ମିଳିତ ହୋଇ ଗ୍ରାହକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିବା ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଫଳରେ ଦୁଇ କମ୍ପାନୀର ଆର୍ଥିକ ସ୍ଥିତିକୁ ମଜଭୁତ୍ ହେବା ସହିତ ସାମାଜିକ […]

fndi
ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍‌ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍‌ଡାଉନ୍‌ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି ହୋଇଛି। ଏହି ଅନୁସାରେ ଏଣିକି ମାଛ ଧରିବାକୁ ସମୁଦ୍ରକୁ ଯାଇପାରିବେ ମତ୍ସ୍ୟଜୀବୀ। ସେହିପରି ମାଛ ଚାଷ କରୁଥିବା ବ୍ୟକ୍ତି ମଧ୍ୟ ଏ […]

dharmendra
କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ରହିବ ଭାରତ

ନୂଆଦିଲ୍ଲୀ: କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ଭାରତ ଭଳି ତୈଳ କ୍ରୟ କରୁଥିବା ଦେଶର ସ୍ୱାର୍ଥ ପ୍ରତି ବି ବିଶ୍ୱ ସ୍ତରରେ ଦୃଷ୍ଟି ଦିଆଯିବା ଦରକାର। ଗତକାଲି ଜି-୨୦ ଉର୍ଜା ମନ୍ତ୍ରୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇ ଏହି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ସମ୍ମିଳନୀ […]

pm-modi
ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ କରୋନା ମୁକାବିଲା କି ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ଆଉ ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି। ତିନି ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ […]

sala
ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ଲକ୍ଷେ ଟପିଲା ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାର ୭୩୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୭ ହଜାର ୮୪୮ରେ ପହଞ୍ଚିଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୧୦୮ ଜଣଙ୍କ ଜୀବନ ଯାଇଛି। ବିଶ୍ୱରେ ଆମେରିକାରେ ସର୍ବାଧିକ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ […]

sachin
କରୋନା ମୁକାବିଲା ପାଇଁ ପୂର୍ବରୁ ୫୦ ଲକ୍ଷ ସହାୟତା ଦେଇଥିଲେ, ଏବେ ପୁଣି ଏକ ବଡ଼ ଘୋଷଣା କଲେ ସଚିନ୍‌

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଅଣ ସରକାରୀ ସଂଗଠନ (ଏନଜିଓ) ଅପନାଳୟ ଏ ସମ୍ବନ୍ଧରେ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ସଂଗଠନ ସଚିନଙ୍କୁ ଧନ୍ୟବାଦ ଜଣାଇ ଲେଖିଛି, […]