• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mask
ମାସ୍କ ପିନ୍ଧିବା ନେଇ କଣ କହୁଛି ସର୍ଭେ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ୍ ଆରମ୍ଭରୁ ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଆସୁସ୍ଥ ଲୋକମାନେ କିମ୍ବା କରୋନା ଲକ୍ଷଣ ଥିବା ଲୋକ ବା ତାଙ୍କ ଚିକିତ୍ସା ତାଙ୍କ ଦେଖାରେଖା କରୁଥିବା ଲୋକମାନେ ହିଁ ମାସ୍କ ପିନ୍ଧିବା ଦରକାର। କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବାକୁ ନେଇ କଥା ଏବେ ବଦଳି ଯାଇଛି। ଆମେରିକାରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ କୋଭିଡ୍ ଭାଇରସ୍ ଛିଙ୍କିବା ଦ୍ୱାରା ୬ରୁ ୮ ମିଟର ଦୂର ପର୍ଯ୍ୟନ୍ତ ଯାଇପାରେ। […]

pregent
ଗର୍ଭବତୀ ମହିଳା କରୋନା ଭାଇରସ ଠାରୁ ସୁରକ୍ଷିତ ରହିବେ କିପରି

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ପ୍ରଭାବ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବ୍ୟାପିଛି ଯେ ଏହାର ପ୍ରଭାବରୁ କୌଣସି ବ୍ୟକ୍ତି, ବୃଦ୍ଧ ଏବଂ ଶିଶୁ ବର୍ତ୍ତି ପାରିନାହାନ୍ତି। ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳାମାନେ ନିଜ ପିଲା ବିଷୟରେ ଚିନ୍ତା କରିବା ସ୍ୱାଭାବିକ। କରୋନା ଭାଇରସ ସହ ଜଡିତ ସମସ୍ତ ଭୟ ଦୂର କରିବାକୁ WHO ଦ୍ୱାରା ପ୍ରୟାସ କରାଯାଉଛି। ତେବେ ଆସନ୍ତୁ ଜାଣିବା କୋଭିଡ-୧୯ର ପ୍ରଭାବରୁ ଗର୍ଭବତୀ ମହିଳାମାନେ କିପରି ନିଜର ଯତ୍ନ ନେବେ… ଏପର୍ଯ୍ୟନ୍ତ […]

delhi
କରୋନା ମୁକାବିଲା ପାଇଁ ୫ସୁତ୍ରୀ ମହାପ୍ଲାନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସର ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ ୫୨୫ଟି କରୋନା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩୨୯ ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଯାହାକୁ ୫ସୁତ୍ରୀ ମହାପ୍ଲାନ ନାମରେ ନାମିତ କରାଯାଇଛି। ଏହି ମହାପ୍ଲାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି […]

uttarpradesh
କରୋନା ଭୟରେ ମେଡିକାଲ ଛାଡ଼ି ପଳାଇଲା ରୋଗୀ

ଉତ୍ତରପ୍ରଦେଶ: ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ମଧ୍ୟ ଲୋକେ ସ଼ଚେତନ ହେଉ ନାହାନ୍ତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାଗପାତରୁ ଆସିଛି। ଜଣେ କରୋନା ପଜିଟିଭ୍ ରୋଗୀ ମେଡିକାଲରୁ ଖସି ପଳାଇଛି। ନେପାଳର ଏହି ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ତିନି ଦିନ ପୂର୍ବରୁ ପଜିଟିଭ ଆସିବା ପରେ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଗଲା। । ସୋମବାର ରାତିରେ ସେ ଖସି ପଳାଇଥିଲେ। ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, […]

homemade mask
ଘର ତିଆରି ମାସ୍କକୁ ସଫା କରିବେ କିପରି?

ଭୁବନେଶ୍ୱର: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ତିଆରି ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବା ଅନୁଯାୟୀ, ମାସ୍କକୁ ନିୟମିତ ପରିଷ୍କାର କରିବା ଦ୍ୱାରା ଏହା ପ୍ରଭାବଶାଳୀ ହୋଇଥାଏ। ମାସ୍କକୁ ସଫା ରଖିବା ଦ୍ୱାରା ଆପଣମାନେ ଭାଇରସଠୁ ରକ୍ଷା ପାଇପାରିବେ। ସେଥିପାଇଁ ଘରେ ତିଆରି ମାସ୍କକୁ ପ୍ରତିଦିନ ସଫା କରିବା ଅତ୍ୟନ୍ତ ଜରୁରୀ। ଡିସପୋଜେବଲ୍ ସର୍ଜିକାଲ୍ ମାସ୍କ ଧୋଇବା ସମ୍ଭବ ନୁହେଁ । କାରଣ ଏହାକୁ […]

tiger
ମଣିଷ ପରେ ବାଘକୁ ହେଲା କରୋନା

ନୂଆଦିଲ୍ଲୀ:ମାରାତ୍ମକ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରୁ ଚିନ୍ତା ବଢ଼ାଇବାରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଜଙ୍ଗଲୀ ପଶୁଙ୍କୁ ସଂକ୍ରମିତ ହେବା ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକାର ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ବାଘୁଣୀ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୱାଇଲ୍ଡ ଲାଇଫ୍ କନଞ୍ଜରଭେସନ ସୋସାଇଟିର ବ୍ରୋନକ୍ସ ‘ଜୁ’ କହିବା ଅନୁଯାୟୀ, ଚାରି ବର୍ଷିୟା ବାଘୁଣୀ ନାଦିଆର ଶୁଖିଲା କାଶ ହେଉଛି ଏବଂ ସଂକ୍ରମିତ ହେବା ପରେ ଏହାକୁ ନଜରରେ […]

ayarland
କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବେ ଏଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରଡକର (Leo Varadkar)ଙ୍କ ନିଷ୍ପତ୍ତି ବାସ୍ତବିକ ହୃଦୟସ୍ପର୍ଶୀ। ଏହି ଭାଇରସ ସଂକ୍ରମଣର ଭୟ ସବୁଠାରୁ ବେଶି ଡାକ୍ତରାଙ୍କ ପାଖରେ ଥିବାବେଳେ  ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଡାକ୍ତର ଭାବେ କରୋନା ରୋଗୀଙ୍କ ସେବା କରିବେ ବୋଲି ନିଷ୍ପତ୍ତି […]

kit
ଏପ୍ରିଲ ୮ ସୁଦ୍ଧା ମିଳିବ ୭ ଲକ୍ଷ କରୋନା ଟେଷ୍ଟିଂ କିଟ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିର୍ଦ୍ଦେଶ ଦେଇଛି। କିଟ୍ ସଂଖ୍ୟା ଅଧିକ ଆବଶ୍ୟକତା ରହିଥିବାରୁ କେନ୍ଦ୍ର ସରକାର ଏବେ ଆଇସିଏମଆରକୁ ଏପ୍ରିଲ ୮ ତାରିଖ ସୁଦ୍ଧା ୭ ଲକ୍ଷ କରୋନା କିଟ୍ ଯୋଗାଇ ଦେବେ। ପର୍ଯ୍ୟାୟ କ୍ରମେ ସରକାର ଟେଷ୍ଟିଂ କିଟ୍ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କିଟ୍ ସରକାର ଆଇସିଏମଆରକୁ ଯୋଗାଇବେ […]

karim morani
ବଲିଉଡ ନିର୍ଦ୍ଦେଶକଙ୍କ ଝିଅ କରୋନା ଆକ୍ରାନ୍ତ

ମୁମ୍ୱାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କ ଝିଅ ଶଜା ମୋରାନି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି।  ରିପୋର୍ଟ ଦେଖିବା ପରେ ପୂରା ପରିବାର  ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଶାହାରୁଖ ଖାନ୍‌ଙ୍କ ସହ ଘନିଷ୍ଠ ଥିବା କରିମ ମୋରାନି ଏ ନେଇ ଚିନ୍ତାରେ ଥିବା ଜଣାପଡିଛି। କରିମ ତାଙ୍କ ପୁରା ପରିବାର ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ସେଠାରେ ବଲିଉଡର ଅନେକ କଳାକାରମାନେ ମଧ୍ୟ ରୁହନ୍ତି। ଜୁହୁ […]

modi-Deepavali-1
ଏପ୍ରିଲ୍‌ରେ ଦୀପାବଳି: ଦୀପ ଓ ଫ୍ଲାସ୍ ଲାଇଟ୍‌ରେ ଉଜ୍ଜ୍ୱଳ ହେଲା ସାରା ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ଅନ୍ଧାରକୁ ଦୂରେଇ ଦେବା ପାଇଁ ଆଜି ସାରା ଦେଶ ଅଦିନରେ ଦୀପାବଳି ପାଳନ କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍‌ କ୍ରମେ ସାରା ଦେଶ ଘରର ବତୀ ବନ୍ଦ କରି ଦୀପ, ଟର୍ଚ୍ଚ ଓ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍ ଜାଳି ଏକଜୁଟତା ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି, ରାଷ୍ଟ୍ରପତି, ଲୋକସଭା ସ୍ପିକର, ଉପରାଷ୍ଟ୍ରପତି ଆଦି ବହୁ ନେତା ଓ ମନ୍ତ୍ରୀ ଦୀପ ଜାଳିଛନ୍ତି। ରାତି ୯ଟା ହେବା କ୍ଷଣି ଲୋକ ଘରର ସବୁ ଲାଇଟ୍ […]

rugby
ଆଇସୋଲେସନ ନିୟମ ଭାଙ୍ଗି ଦୁଇ ଲୋକପ୍ରିୟ ରଗବୀ ଖେଳାଳି ଗିରଫ

ପ୍ୟାରିସ: ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ରଗବୀ ଖେଲାଳି ଗିରଫ ହୋଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଖେଳାଳି ଦ୍ୱୟ ନିୟମ ଭଙ୍ଗ କରିଥିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ଦୃଢ଼ ନିନ୍ଦା କରିଛି। ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ […]

ନଗୂୋବ
ରୋହିତ, ବିରାଟଙ୍କ ଆହ୍ୱାନ: ଆଜି ରାତି ୯ ରେ ସମସ୍ତେ ଏକାଠି ହୁଅ

ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀଙ୍କ ଲାଇଟ୍ ଅଫ୍ ଆହ୍ୱାନକୁ ସମର୍ଥନ କରି ଦେଶବାସୀଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଭାରତର ଏକତା ଓ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ଉଭୟ କ୍ରିକେଟର ଦେଶବାସୀଙ୍କ ସମତେ ଟିମ୍ ଇଣ୍ଡିଆକୁ ଆହ୍ୱାନ ଦେଇଛନ୍ତି। ଏନେଇ ବିରାଟ୍ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ […]

diya
କାଲି ଲାଇଟ୍ ଅଫ୍ ନେଇ ପାଓ୍ୱାର ଗ୍ରିଡରେ ସମସ୍ୟା ଖବର ମିଛ: ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ରାତି ୯ଟାରୁ ୯ ମିନଟ ଯାଏଁ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୁଳି ବତୀ ଜାଳିବା ବନ୍ଦ ରଖିବେ। ତେବେ ଏହି ସମୟରେ ପାଓ୍ୱାର ଗ୍ରିଡ୍ ଚାଲୁ ରହି, ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ଆଜି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି କେବଳ ବିଜୁଳିବତୀକୁ ବାଦ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି, କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ପ୍ରକାର ବୈଦୁତିକ […]