• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

di
ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିରେ ସଂଶୋଧନ କଲା ଭାରତ

ନୂଆଦିଲ୍ଲୀ:  ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିକୁ ସଂଶୋଧନ କଲା ଭାରତ। ଏଣିକି ସବୁ ପଡ଼ୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ। ଏନେଇ ଆଜି ଭାରତ ପକ୍ଷରୁ ସଂଶୋଧିତ FDI  ନୀତି ଘୋଷଣା କରାଯାଇଛି। ନୂତନ ନୀତି ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି […]

lold
ବିବାଦୀୟ ବୟାନ୍‌ ଦେଇ ଗିରଫ୍ ହେଲେ ବଲିଉଡ୍‌ ଆକ୍ଟର୍‌ ଏଜାଜ୍‌ ଖାନ୍‌

ମୁମ୍ବାଇ: ଅଭିନେତା ତଥା ବିଗବସ୍‌ ପ୍ରତିଯୋଗୀ ଏଜାଜ୍‌ ଖାନ୍‌ଙ୍କୁ ଗିରଫ୍ କରିଛି ମୁମ୍ବାଇ ପୁଲିସ୍‌। ଫେସବୁକ୍‌ ଲାଇଭ୍‌ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍‌ କହିଛି। ମୁମ୍ବାଇ ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍‌ ସେସନ୍‌ରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୫୩ କ ଏବଂ ଅନ୍ୟ କିଛି ଧାରା ଆଧାରରେ ମାମଲା […]

med
ବଲିଉଡ୍‌ ଷ୍ଟାର୍‌ଙ୍କଠାରୁ ଆରମ୍ଭ କରି ନେତା, ଜନତା ବା କ୍ରିକେଟର୍‌ ସବୁଠି Me@20 କ୍ରେଜ୍‌

ଭୁବନେଶ୍ୱର: କରୋନା ସଂକଟ ବେଳେ ଭବିଷ୍ୟତକୁ ନେଇ ସମସ୍ତେ ବେଶ୍ ଚିନ୍ତିତ ହୋଇପଡ଼ୁଛନ୍ତି। ତେବେ ୟା ଭିତରେ ଅଳ୍ପ କିଛି ଫୁରସତ୍ ସମୟ କାଢ଼ି, ନିଜ ଅତୀତକୁ ମନେ ପକାଉଛନ୍ତି ସେଲିବ୍ରିଟି ଓ ସାଧାରଣ ଜନତା।  ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ହାଶ୍ ଟ୍ୟାଗ୍ ମି ଆଟ୍ ଟ୍ୱେଣ୍ଟି। ତେବେ ଏଥିରେ କେଉଁମାନେ ଭାଗ ନେଇଛନ୍ତି ଓ କେଉଁଭଳି ଫଟୋ ଛାଡ଼ିଛନ୍ତି ଆସନ୍ତୁ ଜାଣିବା। ସେଲିବ୍ରିଟିଙ୍କଠୁ ସାଧାରଣ ଜନତା  ସବୁଠି ଏବେ ମି ଆଟ୍ ଟ୍ୱେଣ୍ଟିର କ୍ରେଜ୍।  […]

mask
ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଗଲା ୪୩ ଜୀବନ

ନୂଆଦିଲ୍ଲୀ: ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା। ୨୪ ଘଣ୍ଟାରେ ଗଲାଣି ୪୩ ଜଣଙ୍କ ଜୀବନ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ୯୯୧ ନୂଆ ଆକ୍ରାନ୍ତ  ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୧୫ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଭାରତରେ ଆରୋଗ୍ୟ ହାର ୧୩. ୮୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]

pm
ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଲକଡାଉନ ସମୟରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଦେଶର ସମସ୍ତ ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ। ଏମାନେ ଭାରତରେ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲପିଜି ଡେଲିଭରି କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ପଟ୍ରୋଲିୟମ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ରି ଟ୍ୱିଟ୍ କରି ଏଲପିଜି […]

raaj-nath
କୋଭିଡ-୧୯ ମୁକାବିଲା ପାଇଁ କେଉଁ ମନ୍ତ୍ରାଳୟ କଉଁ ଦାୟିତ୍ୱ ନେବେ ସେ ନେଇ ରାଜନାଥଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀକୁ ରୋକିବାରେ ଏବଂ ଲକ୍‌ଡାଉନବେଳେ ଜନସାଧାରଣଙ୍କୁ ସହାୟତା ଯୋଗାଇବାରେ ବିଭିନ୍ନ ମନ୍ତ୍ରାଳୟ କେଉଁ ଭୂମିକା ଗ୍ରହଣ କରିପରିବ ଏନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ରାମ ବିଲାସ ପାସୱାନ, ଗିରିରାଜ ସିଂ ଓ  ରମେଶ ପୋଖରିୟାଲଙ୍କ ସହ ରାଜନାଥ ଆଲୋଚନା କରିଥିଲେ। ଲକଡାଉନ ପରେ […]

un-pffice
କରୋନା ମୃତକଙ୍କ ସ୍ମୃତିରେ ପତାକା ଅର୍ଦ୍ଧନମିତ କଲା ଜାତିସଂଘ

ନ୍ୟୁୟର୍କ: କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା ସାରା ବିଶ୍ୱରେ ଏକ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ସ୍ମୃତିରେ ଜାତିସଂଘ ପକ୍ଷରୁ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି। ମୃତକଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। The UN lowered its flag at NYC Headquarters in a gesture of solidarity and in honour of those who […]

jio
ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି, ତେବେ ଆପଣଙ୍କର ଆସୁଥିବା(ଇନ୍‌କମିଙ୍ଗ୍‌) କଲ୍ ର ସୁବିଧା ପାଇପାରିବେ। ଜିଓ ଏହି ନିଷ୍ପତ୍ତି ନେଇଛି ପ୍ରିୟ ଉପଭୋକ୍ତାମାନଙ୍କ ପାଇଁ, ଯାହାଦ୍ୱାରା ଉପଭୋକ୍ତାମାନେ ଲକଡାଉନ୍ ସମୟରେ ନିଜ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି […]

panjab666
ଏପ୍ରିଲ ୨୦ରେ କରୋନା ଯୋଦ୍ଧାଙ୍କ ପାଇଁ ସ୍ଲୋଗାନ ଦେବାକୁ ଅମରିନ୍ଦରଙ୍କ ଆହ୍ୱାନ

ଲୁଧିଆନା: କରୋନା ଭାଇରସ୍ ସହିତ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କ ସହ ଏକତା ପ୍ରଦର୍ଶନ କରିବା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାରଙ୍କୁ ସମର୍ଥନ କରିବା ପାଇଁ ପଞ୍ଜାବ କଂଗ୍ରେସ, ପିଏମ ମୋଦିଙ୍କ ‘ଥାଳି ବଜାଓ’ କାର୍ଯ୍ୟକ୍ରମ ପରି ଏପ୍ରିଲ ୨୦ ରେ ସନ୍ଧ୍ୟା ୬ଟା ସମୟରେ ‘ଜୟଗୋଶ ଦିବସ’ ପାଳନ କରିବାକୁ ଘୋଷଣା କରିଛନ୍ତି। ପଞ୍ଜାବ କଂଗ୍ରେସ ଏପ୍ରିଲ ୨୦ରେ ଘରେ ରହି ‘ଜୋ ବୋଲେ ସୋ ନିହାଲ’ ଏବଂ ‘ହର-ହର ମହାଦେବ’ର ସ୍ଲୋଗାନ ଦେବାକୁ […]

naijaria
ଏହି ଦେଶରେ ଲକ୍‌ଡାଉନ୍‌ ନିୟମକୁ ନ ମାନିବାରୁ ୧୮ ଜଣଙ୍କୁ ହତ୍ୟା

ନାଇଜେରିଆ: କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି।  ଅନେକ ସ୍ଥାନରେ ଲକ୍‌ଡାଉନ୍‌ ନିୟମକୁ ଲୋକମାନେ ମାନୁ ନଥିବା ଖବର ରହିଛି। ଆମେରିକାର କେତେକ ସହରର ଲୋକମାନେ ଏହି ଲକ୍‌ଡାଉନ୍‌ ନିୟମକୁ ରାସ୍ତାରେ ବିରୋଧ କରୁଛନ୍ତି। କିନ୍ତୁ ନାଇଜେରିଆରେ ଲକ୍‌ଡାଉନ୍‌ କାରଣରୁ ୧୮ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଲକ୍‌ଡାଉନ୍‌ର ନିୟମକୁ ପାଳନ କରିବା ନେଇ ନାଇଜେରିଆର ପୋଲିସ ଏବଂ ଅନ୍ୟ ସୁରକ୍ଷା କର୍ମୀ ୧୮ ଜଣଙ୍କୁ […]

tabalic
ତବଲିଗ୍‌ ଜମାତଙ୍କ ସୂଚନା ଦେଲେ ମିଳିବ ଏତେ ଟଙ୍କାର ପୁରସ୍କାର !

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ଡିଏମ୍(DM) କହିଛନ୍ତି, ଦିଲ୍ଲୀର ମରକଜରୁ ଆସି ଏଠାରେ ଲୁଚି ରହିଥିବା ତବଲିଗ୍‌ ଜମାତମାନଙ୍କ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦିଆଯିବ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି।  କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଅଧିକାଂଶ ତବଲିଗ୍‌ ଜମାତର ବୋଲି ଜଣାପଡିବା ପରେ ଏପରି ଘୋଷଣା କରଯାଇଛି। ଜୋନପୁରର ଡିଏମ୍‌ ଦୀନେଶ କୁମାର ସିଂ କହିଛନ୍ତି, ‘ଦିଲ୍ଲୀର ତବଲିଗ୍‌ ଜମାତରେ ଯୋଗ ଦେଇଥିବା […]

pune
ପତ୍ନୀଙ୍କ ଉପରକୁ ହାତ ଉଠାଉଥିଲେ ସାବଧାନ ! ଯିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌

ପୁଣେ: ମହାମାରୀ କରୋନାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ଘରୋଇ ହିଂସା ମାମଲାକୁ ଦୃଷ୍ଟିରେ ରଖି ପୁଣେ ଜିଲ୍ଲା ପରିଷଦ ଏକ ନିଆରା ପଦକ୍ଷେପ ନେଇଛନ୍ତି। ପରିଷଦର ଅଧିକାରୀମାନେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଘରୋଇ ହିଂସା ମାମଲାରେ ଜଡ଼ିତ ଥିବେ ତେବେ ତାଙ୍କୁ ପ୍ରାଥମିକ ସ୍ତରରେ ୧୪ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ପରିଷଦର ଏହି ନୂଆ ନିଷ୍ପତ୍ତି, ଘରୋଇ ମହିଳାମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ଜିଲ୍ଲା ପରିଷଦର ଅଧିକାରୀଙ୍କ ମତରେ ଲକ୍‌ଡାଉନ୍‌ କାରଣରୁ […]

allha
ଅହମଦୀୟାଙ୍କ ସେବା କାର୍ଯ୍ୟକୁ ପାକିସ୍ତାନ ଉଗ୍ରବାଦୀଙ୍କ ବିରୋଧ

କରାଚି: ବର୍ତ୍ତମାନର କରୋନା ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଆଉ ଏହି ସମୟରେ ଅହମଦୀୟା ମୁସଲିମ୍‌ ଗୋଷ୍ଠୀ ମଧ୍ୟ ‘ହ୍ୟୁମାନିଟି ଫାର୍ଷ୍ଟ’ ଅଭିଯାନ କରିଛନ୍ତି। ଏହି ସଂଗଠନ ସେଠାକାର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବା ସହ ବିଭିନ୍ନ ସ୍ଥାନରେ ରାସନ୍‌ ସାମଗ୍ରୀ ବଣ୍ଟନ କରିଛନ୍ତି। କିନ୍ତୁ ପାକିସ୍ତାନର କିଛି ଗୋଷ୍ଠୀ ଏହାକୁ ବିରୋଧ କରିବା ଚର୍ଚ୍ଚାରେ ରହିଛି। ତେବେ ବିଭିନ୍ନ ଚରମପନ୍ଥୀ, ଉଗ୍ର ସଂଗଠନ ଏବଂ କିଛି ଧାର୍ମିକ ସଂଗଠନ ଅହମଦୀୟାଙ୍କ ସେବା କାର୍ଯ୍ୟକୁ ଗ୍ରହଣ […]

lo
ଚଳିତ ବର୍ଷ ଟି-୨୦ ବିଶ୍ୱକପ ହେବ ନା ହେବନି, କ'ଣ କହିଲା ଆସିସି ?

ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି ଭାବେ ଏହା ହେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସଅଳ ହୋଇଯିବ। ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ବଦଳୁଛି, ତାକୁ ଆଖି ଆଗରେ ରଖି […]

trmp
ସତରେ କ’ଣ ଚୀନର ଉହାନ୍ ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ?

ନୂଆଦିଲ୍ଲୀ: ଚୀନର ଉହାନ୍ ଲ୍ୟାବ୍‌କୁ ନେଇ ଏବେ ବଢ଼ୁଛି ସସ୍‌ପେନ୍ସ। ସତରେ କ’ଣ ଏହି ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ? ଏଭଳି ପ୍ରଶ୍ନ ଏବେ ଚୀନ ସମ୍ମୁଖରେ। ଆଉ ଏହାକୁ ଏବେ ଅନୁଧ୍ୟାନ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏନେଇ ସନ୍ଦେହ ଆହୁରି ଘନିଭୂତ ହୋଇଛି। ହେଲେ ଚୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଟ୍ରମ୍ପଙ୍କ କଡ଼ା ସମାଲୋଚନା କରିଛି। କରୋନା ପାଇଁ ସାରା ବିଶ୍ୱରେ […]

dhoi
ଧୋନି ଓ ଗାଙ୍ଗୁଲିଙ୍କ ମଧ୍ୟରୁ କାହାକୁ ଉନ୍ନତ କ୍ୟାପ୍‌ଟେନ୍‌ ମାନନ୍ତି ଜାହିର୍ ଖାନ୍‌ ?

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଜାହିର୍ ଖାନ୍ ଉଭୟ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଖେଳିସାରିଛନ୍ତି। ଗାଙ୍ଗୁଲି ଓ ଧୋନିଙ୍କ କ୍ୟାପଟେନ୍ସି ମଧ୍ୟରେ କ’ଣ ଫରକ ରହିଛି, ତାକୁ ନେଇ ଜାହିର ବଡ଼ ବୟାନ ଦେଇଛନ୍ତି। ଜାହିରଙ୍କ ମତରେ ଭାରତର ଦୁଇ ସଫଳ କ୍ୟାପଟେନ୍ ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରେ ଅନେକ ସମାନତା ଅଛି। ଜାହିର୍ କହିଛନ୍ତି, ଗାଙ୍ଗୁଲି ମୋତେ ଯେଉଁଭଳି ସପୋର୍ଟ କରିଥିଲେ, ସେହିଭଳି ସପୋର୍ଟ କ୍ୟାରିୟର ଆରମ୍ଭରୁ […]