ଭୁବନେଶ୍ୱର: ଏବେବି ରହସ୍ୟ ଘେରରେ ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ଜିଆର୍ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜିଆର୍ପି ଜେରା କରିଛି। ଆଦିତ୍ୟଙ୍କ ବନ୍ଧୁ ବିଶ୍ୱଙ୍କୁ ପ୍ରାୟ ଦେଢଘଣ୍ଟା ଧରି ଜେରା କରାଯାଇଛି। ବଲାଙ୍ଗିରରୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି ବିଶ୍ୱ। ତେବେ ପୋଲିସକୁ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ […]
ଖଲ୍ଲିକୋଟ: ହଜିଗଲା ମାନବିକତା, ଭୁଲି ଗଲେ ମଣିଷପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧା। ଯିଏ ଦିନେ କରୋନା ଯୋଦ୍ଧା ସାଜି କରୋନା ମହାମାରୀ ସମୟରେ କାମ କରୁଥିଲେ, ଆଜି ହସ୍ପିଟାଲ୍ ବାହାରେ ପଡ଼ିଛି ତାଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। କୋଦଳା ମେଡିକାଲ୍ ବାହାରେ କରୋନା ଯୋଦ୍ଧା ପୋଲିସ୍ ଏଏସ୍ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ଧରି ରବୀନ୍ଦ୍ର ଜ୍ୱର, […]
ବଲାଙ୍ଗିର: ମେଡିକାଲ୍ ଯାଉଥିବା ବେଳେ ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଲାଙ୍ଗିର ଥାଉନ୍ ଥାନା ସମ୍ମୁଖରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ସୌକୀ ସାହୁ ଓ ତାଙ୍କ ସ୍ତ୍ରୀ ରଜନୀ ବାଇକ୍ରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ପାଇଁ ଯାଉଥିଲେ। ଏହି ସମୟରେ ଥାଉନ୍ ଥାନା ସମ୍ମୁଖରେ […]
ଭୁବନେଶ୍ୱର: କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜ୍ମା ଥେରାପି । ଏଥିଲାଗି ପ୍ଲାଜ୍ମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩ଟି ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି ସରକାର। କଟକ ଏସ୍ସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମ୍ସାରରେ ପ୍ଲାଜ୍ମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ଲକ୍ଡାଉନ୍ ଅନେକଙ୍କ ପାଇଁ ନକରାତ୍ମକ ଅନୁଭୂତି ଆଣିଥିବାବେଳେ ଭୁବନେଶ୍ୱର ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏକ ନୂଆ ଅନୁଭୂତି ସୃଷ୍ଟି କରିଛି। ଲକ୍ଡାଉନ୍ ବେଳେ ବିମାନ ବନ୍ଦରର କର୍ମଚାରୀମାନେ ବିଭିନ୍ନ ଦେଶରୁ ବିଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ ପାଇଛନ୍ତି। ବିଶ୍ୱର ୧୬ଟି ପ୍ରାନ୍ତରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ପରିଚାଳନା କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ଚିକାଗୋ, ମସ୍କୋ, ମସ୍କାଟ, କୁଏତ, […]
ଭୁବନେଶ୍ୱର: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଦିନେ ଦୁଇଦିନ ଭିତରେ ଜଣାଇ ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ୨,୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା […]