ଭୁବନେଶ୍ୱର: ଫୋନ ପେ‘ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ। ନଚେତ୍ ଅନ୍ଲାଇନ୍ରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଯିବେ ଲୁଟେରା। ଏମିତି ଜଣେ ପେ’ ପେନ ବ୍ୟବହାରକାରୀଙ୍କୁ ଚକ୍ମା ଦେଇ ଟଙ୍କା ଲୁଟିନେବାକୁ ଯାଉଥିବାବେଳେ ଧରାପଡ଼ିଛନ୍ତି ଅନ୍ଲାଇନ୍ ଲୁଟେରା। ଏଇ ଠକ ଜଣକ ପ୍ରଥମେ ଗ୍ରାହକଙ୍କୁ ଫୋନ କରି ନିଜକୁ ଫୋନ ପେ’ର କର୍ମଚାରୀ ବୋଲି କହିଥିଲେ। ଫୋନ ପ’ରେ ତାଙ୍କର କିଛି ଅଫର ଆସିଥିବା ସୂଚନା ଦେଇଥିଲା। କହିଥିଲେ, ଆପଣଙ୍କର ଆକାଉଣ୍ଟକୁ ବୋନସ ଟଙ୍କା […]
ଭୁବନେଶ୍ୱର: ପୋଲିସ୍ ହାତରେ ଧରାପଡ଼ିଲେ ରାଜଧାନୀର ରୋମିଓ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍ ଚଲାଉଥିବା ରୋଡ୍ ରୋମିଓଙ୍କୁ ପୋଲିସ୍ ଧରିଛି। ସୂଚନା ଅନୁସାରେ, ଦୁଇ ଯୁବକ ଫୁଟ୍ ଓଭର ବ୍ରିଜ୍ ଉପରେ ବେପରୁଆ ଭାବେ ବାଇକ୍ ଚଲାଉଥିବା ବେଳେ ଟ୍ରାଫିକ୍ ପୋଲିସ୍ ସେମାନଙ୍କୁ ଧରିଥିଲା। ଏହି ଫୁଟ୍ ଓଭର ବ୍ରିଜ୍ରେ ଅନେକ ଦିନ ଧରି ନିଶା କାରବାର ସହ ଅନେକ ଅମାନିଆ ଲୋକ ବେପରୁଆ ଭାବେ ବାଇକ […]
ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୬୨ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୪୯ ରହିଛି। ଏଯାଏ ସହରରୁ ୧୮୨୮ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୯୫୨ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଆଉ ୨୯ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- […]
କଟକ: କଟକରୁ ଆଉ ୩୫ ପଜିଟିଭ ଚିହ୍ନଟ। କଟକ ସହରରୁ ଆଜି ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ସରକାରୀ, ୨୬ ହୋମ୍ କ୍ୱାରେଣ୍ଟିନ ଓ ୩ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନ ଓ୍ୱାର୍ଡରୁ ୩ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। କାଳୀଗଳିରୁ ୩, ବାଲୁବଜାରରୁ ୨ […]
ଭୁବନେଶ୍ୱର: ରାଜଧାନୀରେ ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ଆଉ ୧୫ଶହ କୋଭିଡ୍ ବେଡ୍ ବଢିବ। ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛୁ, ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍ ଅଛନ୍ତି, ନିରନ୍ତର କାମ କରୁଛନ୍ତି। ବସ୍ତି […]
କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ସହର ସଟ୍ଡାଉନ୍ ହୋଇଛି। ସହରରେ କରୋନା ପଜିଟିଭ୍ ସଂଖ୍ୟା ବଢିଚାଲିଥିବାରୁ ଭବାନୀଟପାଟଣାକୁ ଦୁଇ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରରେ ୧୦ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଭବାନୀଟପାଟଣାରେ ରିଜର୍ଭ ପୋଲିସର ୫ ଜଣ, ଟାଉନଥାନାରୁ ୩, ସଦର ଥାନାରୁ ଜଣେ ଏବଂ ଆଇଆରବି ବାଟାଲିୟନରୁ ଜଣେ ଏହିପରି ମୋଟ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୦ଙ୍କୁ ମିଶାଇ […]
ଖୋର୍ଦ୍ଧା: ରାସ୍ତାରେ ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସକୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜଣେ ପୋଲିସଙ୍କୁ ଲୋକେ ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଗାଡ଼ି ଅଟକାଇ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଲୋକେ। ଗତକାଲି ରାତିରେ ପୋଲିସ ଭ୍ୟାନର କର୍ମଚାରୀ ତୋଟାପଡ଼ା ଛକରେ ଗାଡ଼ି ଅଟକାଇ ଟଙ୍କା ମାଗୁଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ପରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ଉତ୍କ୍ଷିପ୍ତ ଲୋକେ […]
ଭୁବନେଶ୍ୱର: ଏବେବି ବିପଦମୁକ୍ତ ରହିଛି ବସ୍ତି ଅଞ୍ଚଳ। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ […]