ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୯୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬କୁ…
ନବରଙ୍ଗପୁର: ଆସନ୍ତାକାଲିଠୁ ଦୁଇ ଦିନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କାଲି ସକାଳ ୫ରୁ ୨୨ ତାରିଖ ମଧ୍ୟରାତ୍ର ଯାଏ ସଟ୍ଡାଉନ୍ କଟକଣା ଲାଗୁ ହେବ। ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସଟ୍ଡାଉନ୍ ସମୟରେ ସକାଳ ୬ରୁ ଦିନ ୧ଟା ମଧ୍ୟରେ ଦୋକାନ ଖୋଲା ରହିବ। କେବଳ କ୍ଷୀର, ପରିବା, ଗ୍ରୋସେରୀ ଦୋକାନ ଏହି ସମୟରେ ଖୋଲା […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୮ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଭିଣୋଇର କଟୁରି ଚୋଟରେ ଶଳାର ମୃତ୍ୟୁ ଘଟିଛି। ତାଙ୍କ ନାଁ ନଗେଶ ରାଉତ। ଅଭିଯୁକ୍ତ ଭିଣୋଇ ଦୁର୍ଯ୍ୟୋଧନ ବିଶ୍ୱାଳ ଦୋଳ ପୂର୍ଣ୍ଣିମା ଯାତ୍ରା ଦେଖିବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ। ତେବେ ପୂର୍ବରୁ ଉଭୟ ଶଳା ଓ ଭିଣୋଇଙ୍କ ମଧ୍ୟରେ ତିକ୍ତତା ରହିଥିଲା। ତେଣୁ ଭିଣୋଇ କଟୁରିରେ ଶଳା ନଗେଶଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଘଟଣାସ୍ଥଳରେ ହିଁ ନଗେଶଙ୍କ ମୃତ୍ୟୁ […]
ୱାଶିଂଟନ: ୧୨ ବର୍ଷର ପିଲାଟିଏ ଚୋଟି କରି ନେଇଛି ଏକ ପିକଅପ ଗାଡ଼ି। ପୋଲିସ ପିଲାଟିକୁ ଧରିବା ସହ ଗିରଫ ମଧ୍ୟ କରିଛି। ଆମେରିକାର ଦିଲାବରେ ପୋଲିସ ଏହି ଛୋଟ ପିଲାଟିକୁ ଗିରଫ କରିଛି। ପୋଲିସର କହିବା ଅନୁଯାୟୀ ଗାଡ଼ି ଚୋରି କରିବା ପରେ ଏତେ ତୀବ୍ର ଗତିରେ ପଳାଇ ଯାଇଥିଲା, ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲା। ଶେଷରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଶେଷରେ ଗାଡ଼ିରୁ ଓହ୍ଲାଇ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସ […]
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ରହସ୍ୟ ଉପରୁ ଏଯାଏ ପର୍ଦ୍ଦା ଉଠିପାରି ନାହିଁ। ହତ୍ୟା ନା ଆତ୍ମହତ୍ୟା, କୌଣସି ନିଷ୍କର୍ସରେ ପହଞ୍ଚିପାରୁନି ଜିଆର୍ପି। ଇତିମଧ୍ୟରେ ପୋଲିସ୍ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ, ପ୍ରୀତମ, ଦୀପୁଙ୍କ ସହ ଆଦିତ୍ୟଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବି ପୋଲିସ୍ ପଚରାଉଚରା କରି ସାରିଲାଣି। ଏପରିକି ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଡାକି ଜିଆର୍ପି ଜେରା କରିଛି। କିନ୍ତୁ ଏଯାଏ ସ୍ପଷ୍ଟ ହୋଇପାରିନି […]
ଭୁବନେଶ୍ୱର: ଟ୍ୱିନ ସିଟିରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨ ନୂଆ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ । ସେ ବିଦାୟୀ ଡିସିପି ଅନୁୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ । ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ […]
କେନ୍ଦ୍ରାପଡା: ସାହାଯ୍ୟ ପାଇଥିଲେ, ସମ୍ମାନ ଜଣାଇଲେ। ଅଭିନେତା ସୋନୁ ସୁଦ୍ ଙ୍କ ନାଁରେ ଦୋକାନ ଖୋଲି ଚର୍ଚ୍ଚାରେ ଏବେ ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ। ଲକଡାଉନ ବେଳେ ଘରକୁ ଫେରିବାକୁ ଚାହୁଁଥିଲେ କେନ୍ଦ୍ରାପଡ଼ାର ହାତିନା ଅଂଚଳର ପ୍ରଶାନ୍ତ। ମାତ୍ର ବିଭିନ୍ନ ଆଡୁ ନିରାଶ ହେବା ପରେ ଶେଷରେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । କେରଳ କୋଚିରୁ ବିମାନରେ ପ୍ରଶାନ୍ତ ଓ ଅନ୍ୟ କିଛି ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା […]
ଭୁବନେଶ୍ୱର: ୨୦୨୧ ଫେବ୍ରୁଆରୀ ବେଳକୁ ଉପଲବ୍ଧ ହୋଇପାରେ କରୋନା ଭ୍ୟାକ୍ସିନ। ଗଞ୍ଜାମରେ ସ୍ଥିତି ଉଦବେଗ ରହିଥିଲେବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଯେ ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ପଶୁ ଠାରେ ଭ୍ୟାକସିନ୍ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ ହେବ। ଏବେ ଫାଷ୍ଟ ଟ୍ରାଏଲ୍ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ୍ ହେବ। ଯଦି ସଫଳତା ମିଳେ ଡିସେମ୍ବର, […]