• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

kalia
ଆଜି ଧନୁ ସଂକ୍ରାନ୍ତି; ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ୨୩ ପ୍ରକାରର ପିଠା

ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍‌ଡାଉନ, ସଟ୍‌ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି।  ଆଜି ଧନୁ ସଂକ୍ରାନ୍ତି।  ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।  ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]

  • Tuesday, 13 July 2021
TODAYS-THUM-UP
ଦୁର୍ଘଟଣା: କେବଳ ସେପ୍ଟେମ୍ବରରେ ଚାଲିଗଲା ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ୩୦ରୁ […]

  • Tuesday, 13 July 2021
thana
କାର୍‌ ଡ୍ରାଇଭରଙ୍କ ବୁଦ୍ଧି ଯୋଗୁ ଧରାପଡ଼ିଲେ ୮ ଡକାୟତ

ବୌଦ୍ଧ: କାର୍ ଅପହରଣ ଉଦ୍ୟମ ଘଟଣାରେ ବୌଦ୍ଧ ପୋଲିସକୁ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ଘଟଣାରେ ଗିରଫ ହୋଇଥିବା ୮ ଜଣ ଡକାୟତ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଏମାନଙ୍କ ନିକଟରୁ ଗୋଟିଏ ମାଉଜର୍, କାତି ଜବତ କରିଛି ପୋଲିସ କେବଳ ଏହି ୮ ଜଣ ନୁହଁନ୍ତି,  ଏମାନଙ୍କ ଗ୍ୟାଙ୍ଗର ଆହୁରି ଅନେକ ସଦସ୍ୟ ବୌଦ୍ଧ […]

  • Tuesday, 13 July 2021
pregnant-woman
ଥାନାରେ ପହଞ୍ଚିଲା ଡ୍ୟାନ୍ସ ଗ୍ରୁପ୍‌ ପ୍ରେମ

ବାଲିଗୁଡ଼ା: ଲଭ୍, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର କୁନା ଦାସ। ନାବାଳିକା ଜଣକ ଏକ ଡ୍ୟାନ୍ସ ଗ୍ରୁପ୍‌ରେ କାମ ଖୋଜିବାକୁ ଯାଇ ଥିବାବେଳେ କୁନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ବିବାହ […]

  • Tuesday, 13 July 2021
EXjQ3H-WAAAniMw
ଭ୍ୟାକ୍ସିନ୍ ଇନ୍ସପେକ୍ଟରଙ୍କୁ କରୋନା, ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ ରାୟଗଡ଼ା CDMO

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଭ୍ୟାକ୍ସିନ୍ ଇନ୍ସପେକ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭ୍ୟାକ୍ସିନ୍ ଇନ୍ସପେକ୍ଟରଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସିଡିଏମ୍ଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ରାଜ୍ୟରେ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ […]

  • Tuesday, 13 July 2021
Untitled-1
ରାଜ୍ୟରେ ଚିହ୍ନଟ ହେଲେ ୩୩୨ କରୋନା ରୋଗୀ, ଆଖିବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୧୮୯ କ୍ୱାରେଣ୍ଟିନ କେସ ଥିବାବେଳେ ୧୪୩ ଲୋକାଲ କେସ ଥିବା ଜଣାଯାଇଛି। ସେହପରି ରାଜ୍ୟରୁ  ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୨  କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ  ୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୫, ଖୋର୍ଦ୍ଧାରୁ ୨୯, ମୟୂରଭଞ୍ଜରୁ୨୨, କଟକରୁ ୨୭ ପୁରୀରୁ ୧୧ କରୋନା […]

  • Tuesday, 13 July 2021
school bag
ଆସନ୍ତା ଶିକ୍ଷାବର୍ଷରୁ କମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

ଲାଙ୍କ ଓଜନ ଠାରୁ ବହି ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ ରହିବ।  ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨ କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଆସିବ।

  • Tuesday, 13 July 2021
money
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ DFO

ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ Divisional Forest Officer(DFO)। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ୍ DFO ପ୍ରଣବ କୁମାର ମହାନ୍ତି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଭାଗୀୟ ରେଞ୍ଜରଙ୍କ ଠାରୁ ପ୍ରଣବ ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

  • Tuesday, 13 July 2021
assembly
ଆଜି କ୍ୟାବିନେଟ ବୈଠକ, ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଅପରାହ୍ନ ୫ଟାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ । ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ । ତେବେ ହଠାତ କ୍ୟାବିନେଟ ବୈଠକ ଡକାଯାଇଥିବାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି।  ଶ୍ରୀଜଗନ୍ନାଥ ଟେମ୍ପଲ ଶୈଳୀରେ ରାଜ୍ୟ ସରକାର […]

  • Tuesday, 13 July 2021
91421093_3110305529059371_5797060119829151744_n
ଆଉ ୧୧୦ କରୋନା ପଜିଟିଭ୍‌‌ ଚିହ୍ନଟ, ୩,୨୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୩୩ଜଣ, ରାୟଗଡ଼ାରୁ ୪ଜଣ, କଟକରୁ ୨୦ଜଣ, ଝାରସୁଗୁଡ଼ାରୁ […]

  • Tuesday, 13 July 2021
odisha
ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଲା ଟ୍ରକ୍

ବାରିପଦା: ଘାଟିରୁ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍। ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣୀ ଘାଟିରୁ ପ୍ରାୟ ୭୦ ଫୁଟ୍‌ ତଳକୁ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ହେଲ୍‌ପର୍‌ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନ ଅନୁସାରେ, ଟ୍ରକ୍‌ଟି ମହାରାଷ୍ଟ୍ରର ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବାବେଳେ ଦୁଆରଶୁଣୀ […]

  • Tuesday, 13 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋର୍କୋରା ଗାଁର ଜଣେ ଯୁବକ। ଗତକାଲି ରାତିରେ ଯୁବକ ଜଣକ ଟ୍ରେନ୍‌ ଯୋଗେ କୋଲକାତାରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥିଲେ। ହେଲେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ନେଇ ନୋଡାଲ୍‌ ଅଫିସର୍‌ ସ୍ପଷ୍ଟ କରିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

  • Tuesday, 13 July 2021
dead
ବାଲେଶ୍ୱରରୁ ନିଖୋଜ ଶିଶୁକନ୍ୟାର ମୃତ ଦେହ ମିଳିଲା

ବାଲେଶ୍ୱର: ପରୀ ନିଖୋଜ ଓ ମୃତ୍ୟୁର ଦୁଃଖ ମନରୁ ଲିଭିନି। ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।  ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ୭ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯାଇଥିଲା। ଆଜି ତାହାର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ନାବାଳିକାର ନାଁ ବିଷ୍ଣୁପ୍ରୟା।  ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ମିଳିଛି। ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି […]

  • Tuesday, 13 July 2021
Bishnupriya
ଗାଁ ଦାଣ୍ଡରୁ ନିଖୋଜ ହୋଇ ଗଲା ଆଉଜଣେ ଶିଶୁକନ୍ୟା

ଯାଜପୁର: ନୟାଗଡ଼ ଜିଲ୍ଲାର ପରୀ, ସ୍ୱାତୀ ଏବଂ ଯାଜପୁର ଜିଲ୍ଲାର ପୀହୁ ପରେ ଏବେ ଆଉ ଜଣେ କୁନି ଝିଅ  ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। କୁନିଝିଅଟି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର। ଏହି ଗାଁର ବଳରାମ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ଗତ ଶୁକ୍ରବାର ଠାରୁ ନିଖୋଜ ହୋଇଯାଛି। ନିଜ ଗାଁରେ ମାମୁଙ୍କ ଘରେ ରହି ପାଠପଢୁଥିବା ବିଷ୍ଣୁପ୍ରିୟାର ଗତ ଶୁକ୍ରବାରଠାରୁ ପତ୍ତା […]

  • Tuesday, 13 July 2021
odisha
ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ RTO ଅଫିସ୍ ଯିବାକୁ ମନା, ଜାଣନ୍ତୁ କାହିଁକି

ଭୁବନେଶ୍ଷର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ RTO କାର୍ଯ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(State Transport Authority )ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ନ ଥିବାରୁ ଆବେଦନକାରୀଙ୍କୁ RTO ଅଫିସ୍ ଯିବା ପାଇଁ ମନା କରାଯାଇଛି। DL ଏବଂ LL ସ୍ଲଟ୍ ପୁଣି ଥରେ ବୁକିଂ କରିବା ନେଇ ପ୍ରକ୍ରିୟା ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି। We request […]

  • Tuesday, 13 July 2021
rainfall
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷିବ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଜି ଦକ୍ଷିଣ ଓଡ଼ିଶା ଓ ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କାଲିଠୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ […]

  • Tuesday, 13 July 2021
coronavirus
୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜିଲ୍ଲାରୁ ୩୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୯୩ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬୫ ରହିଛି। ସେହିପରି ଦିନକରେ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳରେ ସର୍ବାଧିକ ୪୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୪୪ ଓ  ଖୋର୍ଦ୍ଧାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦ […]

  • Tuesday, 13 July 2021
accident-bls
ମୋଟର ସାଇକେଲରେ ବନ୍ଧୁ ଘରକୁ ଯାଉଥିଲେ ଦୁଇ ଭାଇ; ପିଟିଦେଲା ଡମ୍ପର

ବାଲେଶ୍ୱର:ବାଲେଶ୍ୱର ଜଲ୍ଲା ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ  ଜଣେ ନାବାଳକ ସହ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ମୃତକ ଗୋଟିଏ ପରିବାରର ଏବଂ ସେମାନେ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଈଶ୍ୱର ଦାସ ଓ ସ୍ୱାଧୀନ ଦାସ। ଈଶ୍ୱରଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡ଼ିଛି। ଜଳେଶ୍ୱର ବଣିଦା ଅଞ୍ଚଳର ଦୁଇ ଭାଇ ଆଜି ସକାଳ ୮ଟାରେ ସମ୍ପର୍କୀୟ ଘରକୁ ଯାଉଥିଲେ।   ରାଜ୍ୟ ରାଜପଥ-୫୭ର […]

  • Tuesday, 13 July 2021
breaking
ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରିରେ ମାଓ ଏନକାଉଣ୍ଟର। ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଆଲମପକାରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।  ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି ସ୍ପେଶାଲ ଅପରେଶନ ଗ୍ରୁପ୍(SOG)  ଓ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (DVF) ମିଳିତ ଟିମ୍ ଏହି ସର୍ଚ୍ଚ ଅପରେସନ ଚଳାଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଏସ୍‌ଓଜି ଓ ଡିଭିଏଫ ଜବାନ […]

  • Tuesday, 13 July 2021
corona
କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି। ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ […]

ifs
ବନ ବିଭାଗର ବଡ଼ ଦୁର୍ନୀତି; ଭିଜିଲାନ୍ସ ପଞ୍ଝାରେ ୧୦ରୁ ଅଧିକ ଅଧିକାରୀ

ଭୁବନେଶ୍ୱର:ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଦିନ କାଟୁଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ। ଖାଲି ଅଭୟ ନୁହଁନ୍ତ ଗଲା କିଛି ବର୍ଷରେ ୧୦ରୁ ଅଧିକ ବନ ବିଭାଗ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ କଏଦ ହୋଇଛନ୍ତି। ଫରେଷ୍ଟରଙ୍କଠାରୁ ଡିଏଫ୍ଓ ଯାଏ ଅଳ୍ପ ବହୁତ ଅଧିକାରୀଙ୍କ ନାଁରେ ଲାଗିଛି ଦୁର୍ନୀତିର ଛିଟା। ହେଲେ ଗଞ୍ଜାମ ଜିଲ୍ଲା ଲିଙ୍କ୍ ଥିବା ଅଧିକାରୀଙ୍କ ତାଲିକା ଏବେ ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷରେ ୧୦ ଜଣ ଅଧିକାରୀଙ୍କୁ […]

  • Tuesday, 13 July 2021
2 (1)
୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ […]

  • Tuesday, 13 July 2021
bar
କୋଭିଡ ନିୟମ ଉଲ୍ଲଘଂନ କରିବାରୁ ରାଜଧାନୀର ୪ ବାର ସିଲ୍‌

ଭୁବନେଶ୍ୱର: ରାଜଧାନୀର ୪ଟି ବାରକୁ କମିଶନରେଟ ପୋଲିସ ପକ୍ଷରୁ ସିଲ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ୪ଟି ବାରକୁ ସିଲ କରାଯିବା ସହ କମିଶନରେଟ ପୋଲିସ  ୭୨ ଜଣ ଗ୍ରାହକଙ୍କୁ ୨୮ ହଜାର ଟଙ୍କାର ଫାଇନ୍ କରିଛି। ସୂଚନାଥାଉ କି, କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବିଭିନ୍ନ ବାର୍‌ରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବଡ଼ଗଡ଼, ବାଲିଅନ୍ତା, ଲକ୍ଷ୍ମୀସାଗର ଅଞ୍ଚଳରେ ୧୦ଟି ବାର୍ ଉପରେ କରାଯାଇଥିଲା।  ସେହିପରି […]

  • Tuesday, 13 July 2021
ସନାତନ ରଥ
ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ: ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କଟକ କନିକା ଛକ ସ୍ଥିତ ବାସଭବନରେ ଡାକ୍ତର ସନାତନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରଲୋକ ଖବର ପାଇ ପ୍ରମୁଖ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ […]

Odisha Corona News in Odia
ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଏହି ଅଗ୍ନିଶମ କର୍ମଚାରୀ ଫେରିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି।କରୋନାରେ ଆକ୍ରାନ୍ତ ହୋଇଥିବା ଏହି ଅଗ୍ନିଶମ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅଗ୍ନିଶମ ଡିଜି। ରାଜ୍ୟରେ ଆଉ ୧୪୬ ଜଣ କରୋନା […]