ଭୁବନେଶ୍ୱର: ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ରେଜିଷ୍ଟ୍ରେସନ ନିହାତି ଜରୁରୀ। ଲୋକେ ଟ୍ରେନରେ କିମ୍ବା ଚାଲି ଚାଲି ଯେଉଁଥିରେ ଆସନ୍ତୁ ନା କାହିଁକି, ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ୱେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି। ରାସ୍ତାରେ ୧୧ଟି ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେଠି ଡାଟା ଚେକ୍ ହେବା ପରେ ଯଦି ରେଜିଷ୍ଟ୍ରେସନ କରିନଥିବେ, ତେବେ ରେଜିଷ୍ଟ୍ରେସନ କରିପାରିବେ। ଭିଡ଼ ଦୃଷ୍ଟିରୁ ଆସିବା ପୂର୍ବରୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହି ୧୪ ଜଣଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା। ସୁସ୍ଥ ୧୪ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ୱରର ୩ଜଣ, ବାଲେଶ୍ୱରରେ ୩, ଭଦ୍ରକରେ ୭ଜଣ ଅଛନ୍ତି। ତେବେ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି। ତେବେ ରାଜ୍ୟରେ ଆକ୍ଟିଭ କେଶ […]
କଟକ: ମଝି ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଆସୁଥିବା ବେଳେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଓଲଟି ପଡିଛି ଏକ ଆମ୍ବୁଲାନ୍ସ। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଯାଜପୁରରୁ ରୋଗୀ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଆମ୍ବୁଲାନ୍ସରେ ଥିବା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଦୁର୍ଘଟଣା […]
ରାୟଗଡ଼ା: ମହାମାରୀ କରୋନା କାୟା ଭିତରେ ରାୟଗଡ଼ା ଜିଲ୍ଲାରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ମୁନିଗୁଡ଼ା ବ୍ଲକ ସମେତ ବିଭିନ୍ନ ସ୍ଥାନରେ ରୋଗ ବ୍ୟାପିଥିଲେ ବି ଟିକରପଡ଼ାରେ ସଂଗୀନ ସ୍ଥିତି ସୃଷ୍ଟି କରିଛି। ଏହି ଗାଁରେ ଗତ ୧୧ରୁ ୨୯ ତାରିଖ ଭିତରେ ୪୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାକି ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ୭ଟି ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ଘଟଣା ପରେ କୋରାପୁଟ ମେଡିକାଲ କଲେଜରୁ ଏକ ବିଶେଷଜ୍ଞ ଟିମ୍ ଟିକରପଡ଼ା ଯାଇ […]
ଭୁବନେଶ୍ୱର: ତାମିଲନାଡୁରେ ଫସିଥିବା ଓଡ଼ିଆଙ୍କ ଫେରିବା ନେଇ ଆଜି ସେଠାକାର ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ସାମିଲ ହୋଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକଡାଉନ୍ ସମୟରେ ତାମିଲନାଡୁରେ ଅସୁବିଧାରେ ଥିବା ଓଡ଼ିଆଙ୍କ ଯତ୍ନ ନେଇଥିବାରୁ ପଲାନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ। ତାସହ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକେ ଯେପରି ସୁବିଧାରେ ଫେରି ପାରିବେ ସେ ନେଇ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। […]
ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ଆଉ ୨ଜଣ। ଏମାନେ ରାଉଲକେଲା ଅଞ୍ଚଳର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ସମୁଦାୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ରେ ଆକ୍ଟିଭ କେଶ୍ ୫ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୧ରେ ପହଞ୍ଚଲା। ସେହିପରି ରାଜ୍ୟରେ ଆକ୍ଟିଭ କେଶ୍ ୧୦୦ ରହିଛି। Two #COVID19 cases from Rourkela have recovered. Number of COVID-19 […]
ସମ୍ୱଲପୁର: ସମ୍ବଲପୁରକୁ ଦିନିକିଆ ଗସ୍ତରେ ଆସି ପୋଲିସ ଡିଜି ଅଭୟ ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜିଲ୍ଲାରେ ଲକଡାଉନ ସ୍ଥିତି ସମ୍ପର୍କରେ ବୁଝିଥିଲେ। ପରେ ସେ ବିଭିନ୍ନ ଥାନା ପରିଦର୍ଶନ କରିଥିଲେ। ତା’ ପୂର୍ବରୁ ଡିଜିପି ୩ଜଣ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଟାଉନ ଥାନାରେ କାର୍ଯ୍ୟରତ ଜଣେ ୯ ମାସର ଗର୍ଭବତୀ ସବଇନସ୍ପେର, […]
ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି କେତେ ଲୋକ, ସେ ନେଇ ଦ୍ୱନ୍ଦରେ ପ୍ରଶାସନ। ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି କେତେ ଲୋକ? ସେ ନେଇ ସଠିକ୍ ତଥ୍ୟ ନାହିଁ ଜିଲ୍ଲା ପ୍ରଶାସନ ପାଖରେ। ଯଦିଓ ତିହିଡ଼ି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ୨୧ଜଣ ଶ୍ରମିକ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ହେଲେ ସେମାନେ ପ୍ରକୃତରେ କିଏ ତାହା ଅସ୍ପଷ୍ଟ। କାରଣ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆଗୁଆ ନାମ ପଞ୍ଜିକରଣ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ଖୋଲିବ, ସେ ନେଇ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୋକାନ ଖୋଲିବା ଉପରେ ସୂଚନା ଦେବା ସହ ସାମାଜିକ ଦୂରତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍ ଓ ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍ଡିଂରେ ୫ରୁ ଅଧିକ ଦୋକାନ ଥିବ […]
ଭୁବନେଶ୍ୱର: ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନରେ ରହିବେ। ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯାଉ। ଆସିବା ପରେ ସେମାନଙ୍କ ଜୀବିକା ପାଇଁ ଯୋଜନା ହେଉ। MGNREGAରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ଏବଂ ୨୦୧୯-୨୦ରେ ୪୭ ହଜାର […]
ଭୁବନେଶ୍ୱର: ଟ୍ୱିନ ସିଟିରେ କଟକ ଓ ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ନେଇ ଗାଇଡ୍ଲାଇନ୍ ଜାରି କରିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ତେବେ ଦୋକାନ ଖୋଲିବାକୁ ନେଇ ବ୍ୟବସାୟୀ ଓ ଦୋକାନୀଙ୍କ ଦ୍ୱନ୍ଦ ଉପୁଜିଥିଲା। ଏନେଇ କମିଶନର ଗାଇଡ୍ଲାଇନ୍ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ। ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକରେ ଯାଜପୁରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ାଇଛି। ଆଜି ସକାଳେ ଏହି ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ଏହି ଜିଲ୍ଲାରେ ୧୪ ଜଣ ଚିହ୍ନଟ ହୋଇଥିଲେ। ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ମହିଳା ଓ ୮ଜଣ ପୁରୁଷ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଆକ୍ରାନ୍ତ ମଧ୍ୟରେ ଜଣେ ୩ ବର୍ଷର ପୁଅ ଓ ୧୨ […]
ଭୁବନେଶ୍ୱର: ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ କଟକଣା କୋହଳ ପରେ ବି ଖୋଲିନି ଦୋକାନ। ଦୁଇ ଦିନରୁ ବିଏମସି ନିର୍ଦ୍ଦେଶ ପରେ ବି ଏବେ ଯାଏ ଦୋକାନ ଖୋଲିନାହିଁ। ବ୍ୟବସାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ଯାହା ଫଳରେ ଏପରି ହୋଇଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା। ବିଏମସି ନିର୍ଦ୍ଦେଶ ସରଳୀକରଣ ହୋଇନି। ଦୋକାନୀଙ୍କ ପାଖରେ ସଠିକ୍ ସୂଚନା ନାହିଁ। ଯଦି ବି ଦୋକାନ ଖୋଲୁଛି ତେବେ ପୋଲିସ୍ ଏହାକୁ ବନ୍ଦ କରାଉଥିବା […]
ଭୁବନେଶ୍ୱର: ଯାଜପୁରରେ ଆଉ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ ଜଣ ଚିହ୍ନଟ ପରେ କେବଳ ଯାଜପୁରରେ ସଂଖ୍ୟା ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଆଜି ସକାଳେ ଏଠାରେ ୩ ଜଣ ଚିହ୍ନଟ ହୋଇଥିଲେ ଏହାକୁ ମିଶାଇ ରାଜ୍ୟରେ ୧୪୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଆଜିର ଏହି ୧୪ ଜଣ ଏମାନେ […]
ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ରାଜସ୍ଥାନ କୋଟାରେ ଫସିଥିବା ୧୧୬ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍ରେ ଫେରୁଛନ୍ତି। କୋଟାର ଲ୍ୟାଣ୍ଡ ମାର୍କ ସିଟି ଏବଂ ମହାବୀର ନଗରରୁ ଚାରୋଟି ବସ୍ରେ ଛାତ୍ରଛାତ୍ରୀମାନେ ଆସୁଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ କରାଯାଇଥିଲା। ବସ୍କୁ ମଧ୍ୟ ବିଶୋଧନ କରାଯାଇଥିଲା। ଏହି ବସ୍ ମଧ୍ୟପ୍ରଦେଶ, ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡା ଦେଇ ରାଉରକେଲାରେ ପହଞ୍ଚିବ। ରାଉରକେଲାରେ ପହଁଚିବା ପରେ ପୁଣି ଥରେ […]
ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଆଉ ଟିକେ କୋହଳ ହେଲା ଲକଡାଉନ୍ କଟକଣା। ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ହଟିବା ପରେ ଆଉ ଥରେ ସ୍ଥିତି ଅନୁଧ୍ୟାନ କରି ସହରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ତାର ବିସ୍ତୁତ ତାଲିକା ପ୍ରସ୍ତୁତ କରିଛି ବିଏମସି। ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସାଙ୍ଗକୁ କୋହଳ ତାଲିକା ଭିତରେ ଯୋଡ଼ି ହୋଇଛି ଆଉ କିଛି ସେବା। ଭୁବନେଶ୍ୱରରେ ଗତ ୧୪ଦିନ ଧରି କୌଣସି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ […]
ସୋର: ବାଲେଶ୍ୱର ସୋରରେ ଥିବା ୟୁକୋ ବ୍ୟାଙ୍କର ୧୧ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପାଇଁ ପଠାଇଲା ପ୍ରଶାସନ। ୟୁକୋ ବ୍ୟାଙ୍କ ଓ ବଜାରରେ ଥିବା ଏକ ଲଜ୍କୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନିଳିଆବାଗ କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ଘରେ ଭଡା ନେଇ ରହୁଥିଲେ। ସେହି କର୍ମଚାରୀ ସୋର ୟୁକୋ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଯୋଗୁ ବ୍ୟାଙ୍କର ସମସ୍ତ ୧୧ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇଛି ସ୍ଥାନୀୟ ପ୍ରଶାସନ। ସେହିପରି […]
ଭୁବନେଶ୍ୱର: ବାହାଲଗ୍ନକୁ ଅକସ୍ମାତ୍ ରୋକିଦେଲା ଲକଡାଉନ୍। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତାସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ ବାହାଘର ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଆସନ୍ତା ଜୁଲାଇ ୧୫ ପରଠାରୁ ନଭେମ୍ବର ୨୫ ମଧ୍ୟରେ ଆଉ ମାଙ୍ଗଳିକ କାର୍ଯ୍ୟ ଯୋଗ ନାହିଁ। ତେଣୁ ଲକଡାଉନ୍ […]
ଭୁବନେଶ୍ୱର: ଓଡ଼ିଶାକୁ ଏବେ ସୁପର୍ ସ୍ପ୍ରେଡର ଚିନ୍ତା। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ କେଶ୍ ବଢ଼ିବା ପଛରେ ରହିଛି ସୁପର ସ୍ପ୍ରେଡରଙ୍କ ବଡ଼ ଭୂମିକା। ରାଜଧାନୀର ବମିଖାଲ ଓ ସୂର୍ଯ୍ୟନଗର ପରେ ଏବେ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ବି ସଂକ୍ରମଣ ବ୍ୟାପିବା ପଛରେ କେହି ନା କେହି ସୁପର୍ ସ୍ପ୍ରେଡର ଥିବା ଜଣାପଡ଼ିବା ପରେ ଏହା ଏବେ ପୂରା ରାଜ୍ୟ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଦକ୍ଷିଣ କୋରିଆର କରୋନା କେଶ୍ ନମ୍ବର […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ। ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ ଏହି ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି। ମୃତକମାନେ ହେଲେ ଟାଙ୍ଗନାପାଲ୍ଲି ଗାଁର ପଙ୍କଜ ଦାସ ଓ ମିନତୀ ନାୟକ ଏବଂ ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁର ଭକତ ପରିଡ଼ା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତନାଘନା […]
ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ ରାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଯୋଗେ ବୈଠକ କରି କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତଙ୍କୁ ଯେପରି ରାସନ ସାମଗ୍ରୀ ମିଳିବ, ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ରୁ ୧୦ ଦିନକୁ ଦୃଷ୍ଟିରେ ରଖି […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସମ୍ପୃକ୍ତ ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନେ ଭୁବନେଶ୍ୱରର ବୋଲି ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେଶ ୭୯ ଓ କେବଳ ଭୁବନେଶ୍ୱରରେ ଆକ୍ଟିଭ କେଶ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ପଶୁ ଜନ୍ତୁମାନେ ଡ଼ହଳବିକଳରେ ଆଉଟୁପାଉଟୁ ହେଉଛନ୍ତି। ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ସାଜିଲା ଘାତକ। କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍ରେ। ଗର୍ଭବତୀ କୁକୁରକୁ ଆକ୍ରମଣ ପରେ କୁକୁରର […]
ଦିଗପହଣ୍ଡି: ବାହାର ପଟେ ସିଲ, ହେଲେ ପଛ ପଟେ ଚାଲିଥିଲା ଚୋରା ମଦ ଭାଟି। ପୋଲିସର ଚଢ଼ାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଏକ ଦେଶୀମଦ ଭାଟିକୁ କିଛି ଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ସିଲ କରାଯାଇଥିଲା। ହେଲେ ଆଗ ପାଖେ ସିଲ ଥିବା ବେଳେ ମଦ ଭାଟି ପଛପଟୁ […]
ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହି ୩ ଜଣ ଅଲଗା ଅଲଗା ପଞ୍ଚାୟତର ଓ ସେହି ପଞ୍ଚାୟତକୁ ତତକ୍ଷଣାତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭେଇଲାନ୍ସ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ୧୦ […]