ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍’ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ […]
ରାୟଗଡ଼ା: ଭାଲୁ ଖାଉଛି ଲଙ୍କା ଆମ୍ବ। ୨ଟି କଳା ଭାଲୁ ବୁଲି ବୁଲି ଲଙ୍କା ଆମ୍ବ ଖାଉଛନ୍ତି। ତାହା ବି ପୁଣି ରାତିରେ। ଖାଇବାର ମଜା ନେଉଛନ୍ତି ଭାଲୁ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ବାଳିକା ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ପାହାଡ ନିକଟରେ ଏହି ସ୍କୁଲଟି ଥିବାରୁ ଗତକାଲି ରାତିରେ ଭାଲୁ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ରାତି ପ୍ରାୟ ୧୧ଟା ବେଳେ ଗଛରୁ ପଡିଥିବା ଲଙ୍କା ଆମ୍ବ ବା ଭାଲିଆକୁ […]
ଭୁବନେଶ୍ୱର: ଅପରାହ୍ଣ ୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା। ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର ଅଧା ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ ବଜ୍ରପାତ ନେଇ ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଓ ମୟୂରଭଞ୍ଜରେ ବର୍ଷା ବଜ୍ରପାତ ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ୱରର ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି। Regret to inform the demise of thirty five numbers of Covid positive patients while under treatment in hospitals. 1.A 58 years old male of Angul district. 2.A 37 years old […]
ଭୁବନେଶ୍ୱର: ରାଜ୍ୟରେ ଭଲ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣକ ଘର ଭୁବନେଶ୍ୱରର। ଆକ୍ରାନ୍ତ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ କରୋନାରୁ ମୁକ୍ତ ହୋଇଥିଲେ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇନାହାନ୍ତି। ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭଲ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। The #COVID19 positive case of Bhubaneswar who was under treatment […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଓ ସୁନ୍ଦରଗଡ଼ରୁ ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୬ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ସେମାନଙ୍କର ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ ବର୍ଷ ବୟସର । ଏମାନେ ସମସ୍ତେ ପୁରୁଷ। ଏହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି […]
ଭୁବନେଶ୍ୱର: ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ୟାସ୍। ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଓ ଦ୍ୱିପ୍ରହରରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଅତିକ୍ରମ କରିପାରେ। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ଯୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇପାରେ ବୋଲି ସେ କହିଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ତେବେ ଏହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ। […]
ଭୁବନେଶ୍ୱର: ଆଉ କେବଳ ଅକ୍ଟୋବର ନୁହେଁ, ଏଣିକି ମେ’ ମାସ ଆସିଲେ ବି ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା। କାରଣ ଲଗାତାର ୩ ବର୍ଷ ହେଲାଣି ରାଜ୍ୟକୁ ମେ’ ମାସରେ ବାତ୍ୟା ବିପତ୍ତିର ସାମ୍ନା କରିବାକୁ ପଡ଼ୁଛି। ତେବେ IMD ଡିଜି କହିଛନ୍ତି, ଏହା କିଛି ନୂଆ କଥା ନୁହେଁ। ବଙ୍ଗୋପସାଗର ଓ ଆରବସାଗରରେ ପ୍ରତିବର୍ଷ ୨ଟି ଋତୁରେ ବାତ୍ୟା ସୃଷ୍ଟି ହୁଏ। ଗୋଟିଏ ଏପ୍ରିଲରୁ ଜୁନ୍ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବରରେ। ୨୦୧୯ ମେ […]
ଭୁବନେଶ୍ୱର: ଆଜି ୯୦ରୁ ୯୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। ୯୦ ନମ୍ବର ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣୀ ଶାସନର। ସେ ଏପ୍ରିଲ ୧୬ରେ ଲକଡାଉନ ବଳବତ୍ତର ଥିବା ସତ୍ତ୍ୱେ କିପରି କୋଲକାତା ଖିଦିରପୁରରୁ ସକାଳ ୯ଟାରେ ବାହାରି ସ୍ପଷ୍ଟ ଦିବାଲୋକରେ ଗାଡ଼ି ଯୋଗେ ଦିନ ୧ଟା ୩୦ରେ ଗାଁରେ ପହଞ୍ଚିଥିଲେ। ସେନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୯୧ରୁ ୯୪ ନମ୍ବର ଆକ୍ରାନ୍ତ ଭଦ୍ରକର। ୯୧ ନମ୍ବର ଆକ୍ରାନ୍ତ ମଧ୍ୟ […]
ଭୁବନେଶ୍ୱର: ଗୋଟିଏପଟେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି।ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତେ ବାତ୍ୟା ପାଇଁ ସଜାଗ ରହିବା ଉଚିତ। କରୋନା କାଳରେ ମାଡ଼ି ଆସୁଛି ବାତ୍ୟା। ସାବଧାନ ଓ ସତର୍କ ରହିଲେ, ସୁରକ୍ଷିତ ରହିବେ। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତି […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ତେବେ ଏହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ। […]
ଭୁବନେଶ୍ୱର: ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ତେବେ ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ […]
ଭୁବନେଶ୍ୱର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁସାରେ, ବାତ୍ୟା ‘ୟାସ୍’ ପାରାଦୀପରୁ ଏବେ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟାରେ ଧରି ବାତ୍ୟା ‘ୟାସ୍’ ୧୦ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର […]
ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ? ସେମାନଙ୍କ ଭିତରୁ କେତେ ସୁସ୍ଥ? କେତେ ଅଛନ୍ତି କରୋନା ପଜିଟିଭ୍? ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ଅଛନ୍ତି ୨୯ଶହରୁ ଅଧିକ ବଙ୍ଗ ଫେରନ୍ତା। ଏମାନଙ୍କୁ ଯଥାଶୀଘ୍ର ଠାବ କରି କ୍ୱାରେଣ୍ଟିନରେ ରଖିବା ଏବଂ ସେମାନଙ୍କୁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ […]
କଲ୍ୟାଣସିଂହପୁର(ମାଉଡି ବାରିକ): ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । ଡାକ୍ତର ମଣିଷକୁ ମୃତ୍ୟୁ ମୁହଁରୁ ଉଦ୍ଧାର କରି ଏକ ନୂଆ ଜୀବନ ଦେଇଥାନ୍ତି। ମହାମାରୀ କରୋନା କାଳରେ ଡାକ୍ତରମାନେ ଭଗବାନଙ୍କ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡ଼ାର ୨ ଜଣ ଡାକ୍ତର ଓ ସେମାନଙ୍କର ଟିମ୍। ଯେଉଁଠି ମହାମାରୀ କରୋନା କାଳରେ ଆପଣାର ଲୋକ ପର କରି ଦେଉଛନ୍ତି ଓ ସଂକ୍ରମଣ ଭୟରେ ପାଖ ମାଡ଼ୁ […]
ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାରେ ମୋଟ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨ ଜଣ ଓ ଆଜି ଜଣେ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଉ ୫୯ ଜଣ ଚିକିତ୍ସାଧୀନ ଅଛନ୍ତି।
ଗଞ୍ଜାମ: ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ତାସହ ସମସ୍ତ ଅନୁମତିପ୍ରାପ୍ତ କିମ୍ବା ପଞ୍ଜିକୃତ ଦୋକାନଗୁଡ଼ିକ ସକାଳ ୭ରୁ ଅପରାହ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ଗଂଜାମ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସୋସିଆଲ୍ ଡିଷ୍ଟାନ୍ସିଂ ପାଳନ କରିବାକୁ ବାଧ୍ୟ […]
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫ଟା ୩୦ରେ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି। ଏବେ ଏହା ପାରାଦୀପରୁ ୫୦୦ କି.ମି. ଦୂରରେ ଥିବା IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ୟାସ୍’କୁ ନେଇ IMD ଡିଜି ସୂଚନା ଦେଇ କହିଛନ୍ତି, ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କି.ମି. ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ ଓ ଆସନ୍ତାକାଲି ଏହା […]
ଭଦ୍ରକ: କରୋନାର ହଟସ୍ପଟ୍ ସାଜିଥିବା ଭଦ୍ରକ ଜିଲ୍ଲାରେ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦାର ସବୁ ଗାଁ ସହ ଆନନ୍ଦପୁରର ଉତ୍ତେଇପୁର ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ସେହିପରି ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ବାମନବିନ୍ଧା ଓ କାଁପଡ଼ାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାମନବିନ୍ଧାର କାନପୁର, ଷଣ୍ଡକପୁର, ବାମନବିନ୍ଧା ଗାଁ, କାଁପଡ଼ାର […]
କଟକ: କଟକ ସହରର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରାଙ୍କର ପରଲୋକ ହୋଇଛି। ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କଟକ ତୁଳସୀପୁରରେ। ପୂର୍ବରୁ ହୃଦ୍ ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ। ଏହାସହ ସେ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥିଲେ। ଗତ କିଛି ଦିନ ହେବ ଈଶ୍ୱର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ଔଷଧ ସେବନ କରୁଥିଲେ। ତେବେ ଗତ ସନ୍ଧ୍ୟାରେ […]
ବ୍ରହ୍ମପୁର: ଲକଡାଉନ ନିୟମକୁ ଉଲ୍ଲଂଘନ କରି ଚେନ୍ନାଇରୁ ସମୁଦ୍ର ପଥରେ ଆସିଲେ ଶ୍ରମିକ। ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁରରେ ଶ୍ରମିକମାନେ ପହଞ୍ଚିଛନ୍ତି। ୨ ଲକ୍ଷ ଟଙ୍କା ଭଡା ଦେଇ ଚେନ୍ନାଇରୁ ଏକ ଡଙ୍ଗା ଭଡା କରି ଏମାନେ ଆସି ଗଞ୍ଜାମ ସମୁଦ୍ର ଉପକୂଳରେ ପହଞ୍ଚିଛନ୍ତି। ତେବେ ଏମାନଙ୍କୁ ଆସିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଦୂର ଦୂର ପର୍ଯ୍ୟନ୍ତ ଅଥଳ ଜଳରାଶି, ଚାରିଦିଗ କିଟିକିଟି ଅନ୍ଧାର। ମଝିରେ ମଝିରେ ବଡ଼ ବଡ଼ […]
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା […]
ଭୁବନେଶ୍ୱର: ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ ୭ ଜଣ ନିକଟ ସଂପର୍କୀୟଙ୍କୁ କରୋନା ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପରସ୍ପ୍ରେଡର୍ ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯, ଅର୍ଥାତ୍ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ। ତେବେ ଆଉ ୨ଜଣ ଅର୍ଥାତ୍ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ବି ତାଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ ହୋଇଛି। ଏହି […]