• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

best
ବାତ୍ୟା ସମୟରେ କିଭଳି ରହିବେ ସୁରକ୍ଷିତ? ଜାଣନ୍ତୁ, କଣ କରିବେ କଣ କରିବେନି

ଭୁବନେଶ୍ୱର: ବାତ୍ୟା ଆସୁଛି। ବାତ୍ୟା ସମୟରେ ନିଜକୁ କିଭଳି ରଖିବେ ସୁରକ୍ଷିତ, କଣ କରିବେ, କଣ କରିବେ ନାହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ପକ୍କା ଘର ଭିତରେ ରୁହନ୍ତୁ। ଯେଉଁମାନଙ୍କର ଚାଳ, ଟାଇଲ୍ ଓ ଆଜବେଷ୍ଟସ୍ ଘର ଅଛି ସେମାନେ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ ଅଯଥା ଚାଳ, ଟାଇଲ୍ ଛପର ଘରେ ରହି ରିସ୍କ ନିଅନ୍ତୁ ନାହିଁ […]

  • Wednesday, 14 July 2021
district
୧୩୫ କିମି ବେଗରେ ବହିବ ପବନ! ଜାଣନ୍ତୁ, କେଉଁ ସବୁ ଜିଲ୍ଲାକୁ ଅଧିକ ବିପଦ

ଭୁବନେଶ୍ୱର: ସମୁଦ୍ରରୁ ଉପକୂଳ ଆଡ଼କୁ ମାଡିଆସୁଛି ମହାବାତ୍ୟା ଅମ୍ପନ। ଏହା ପ୍ରଭାବରେ ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର ବେଗରେ ପବନ ହେବ। ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବହିବ। ତେବେ ୧୯ ଓ ୨୦ରେ […]

  • Wednesday, 14 July 2021
amphan
୧୯୯୯ ପରେ ବଙ୍ଗୋପସାଗରରେ ଦ୍ୱିତୀୟ ମହାବାତ୍ୟା 'ଅମ୍ପନ'

ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ଗତ ୩ ଦଶନ୍ଧି ଧରି ବିଭିନ୍ନ ବାତ୍ୟାକୁ ନେଇ ଅଧିକ ତଥ୍ୟ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ୧୮୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୯୯ ସବୁଠୁ […]

  • Wednesday, 14 July 2021
police-mana
ଥାନା ଭିତରେ ଆଇଆଇସିଙ୍କ ଅମାନୁଷିକ ମାଡ଼, ଭିଡିଓ ଭାଇରାଲ

କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି। ଏତିକିରେ ମନ ଶାନ୍ତ ହେଉନି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି। ଆଇଆଇସିଙ୍କ ଏହି ମାଡ଼ର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୂର୍ବରୁ […]

  • Wednesday, 14 July 2021
cy
ସୁନ୍ଦରବନରେ ମାଡ଼ ହେବ ବାତ୍ୟା! ଧୂଳିସାତ ହୋଇଯିବ କଚ୍ଚା ଘର

ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ଅମ୍ପନ। ମହାବାତ୍ୟା ଅମ୍ପନ୍ ଅପଡେଟକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ୍। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ତେବେ ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ […]

  • Wednesday, 14 July 2021
corona
ସକାଳେ କରୋନାମୁକ୍ତ ସନ୍ଧ୍ୟାରେ କରୋନାଯୁକ୍ତ, ଆଉ ୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ ହେବାର କିଛି ଘଣ୍ଟା ନଯାଉଣୁ ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି।  ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। […]

  • Wednesday, 14 July 2021
acc
ସବୁଆଡେ ବୁଲି ଆସିଛନ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଅଭିଯୁକ୍ତ! ଚିନ୍ତାରେ ପ୍ରଶାସନ

ଭୁବନେଶ୍ୱର: ପୁରୀରେ ବିଚାରଧିନ କଏଦୀଙ୍କ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଚିନ୍ତାରେ ପ୍ରଶାସନ।  ବିଚାରଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଥାନା, ଡାକ୍ତରଖାନା, କୋର୍ଟ ଏବଂ ଜେଲ୍ କର୍ମଚାରୀଙ୍କ ଚିନ୍ତା ବଢାଇଛି। କୁମ୍ଭାରପଡ଼ା ପୋଲିସ ଓ ପୁରୀ ଜେଲ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଏହା ସହ କୋର୍ଟରେ ବେଲ୍ ପିଟିସନ୍ ବେଳେ କଏଦୀଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି କଏଦୀଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ […]

  • Wednesday, 14 July 2021
test
ଆଉ ୪ କରୋନା ପଜିଟିଭ ଚିହ୍ନଟ, ଅଭିଯୁକ୍ତଙ୍କୁ କରୋନା ପରେ ବଢିଲା ଚିନ୍ତା

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ଚିହ୍ନଟ। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ ଥିଲେ। ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ତାହା […]

  • Wednesday, 14 July 2021
cycloneee
କାଲିଠୁ ଆରମ୍ଭ ହୋଇଯିବ ବର୍ଷା ପବନ; କେଉଁଠି ମାଡ଼ ହେବ ବାତ୍ୟା, ଜାଣନ୍ତୁ

ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ। ସେ କହିଛନ୍ତି ଯେ ଅମ୍ପନ ଉତ୍ତର ଦିଗରେ ଗତି […]

  • Wednesday, 14 July 2021
corona-police
ଅଭିଯୁକ୍ତଙ୍କୁ କରୋନା, ଏବେ କ୍ୱାରେଣ୍ଟିନରେ ରହିବେ ଥାନା ବାବୁ

ପୁରୀ: କ୍ୱାରେଣ୍ଟିନରେ ଗଲେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀ। ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ  ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ […]

  • Wednesday, 14 July 2021
recover
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ପଜିଟିଭ ଚିହ୍ନଟ। ବଲାଙ୍ଗିରରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଇଁତଳା ବ୍ଲକ୍ ବଡ଼ବନ୍ଧ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମାନେ ସୂରତ ଫେରନ୍ତା ଓ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଗତକାଲି ବି ବଲାଙ୍ଗିରରେ ୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା। ବଲାଙ୍ଗିରରେ କେହି ସୁସ୍ଥ ହୋଇନଥିବାରୁ  ଜିଲ୍ଲାରେ ଆକ୍ଟିଭ କେଶ ୬ ରହିଛି। ଆଜି […]

  • Wednesday, 14 July 2021
batya
ଅମ୍ପନ ପାଇଁ ଓଡ଼ିଶା ସଜାଗ, ୧୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର!

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି। ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ […]

  • Wednesday, 14 July 2021
baby
ଆଉ ଚାଲିପାରିଲାନି, ଜନ୍ମ ପରେ ଛୁଆକୁ ଛାଡ଼ି ପଳାଇଲା ମା'

ରାଉଲକେଲା:  ପଥଶ୍ରମ ଆଗରେ ହାରିଗଲା ମାଆର ମମତା। ସଦ୍ୟଜାତ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ। ଲକଡାଉନରେ ଫସିଥିବା ଶ୍ରମିକଙ୍କ ବହୁ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେଳେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ। ଝାଡ଼ଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲେ କିଛି ଶ୍ରମିକ। ଏମାନଙ୍କ ମଧ୍ୟରେ ଥିବା ଜଣେ ଆସନ୍ନ ପ୍ରସବା ବି ଥିଲେ ବାଟରେ। ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବା ସହ ଏକ ଶିଶୁପୁତ୍ରକୁ […]

  • Wednesday, 14 July 2021
weather
ଅତି ଭୀଷଣ ରୂପ ନେଲା ଅମ୍ପନ, ଆଗକୁ ଆହୁରି ଭୟଙ୍କର ହେବ

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଲା ବାତ୍ୟା ଅମ୍ପନ। ଆସନ୍ତା ୨୪ ଘଣ୍ଟାରେ ଆହୁରି ଭୟଙ୍କର ରୂପ ନେବ। ଏବେ ପାରାଦୀପର ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ପନ। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୧୦ କିମି ଦୂରରେ ଏହା ରହିଛି। ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି ଅମ୍ପନ। ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ମୁହାଁ ହୋଇ ଗତି କରିବ। ଦିଘା ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ […]

  • Wednesday, 14 July 2021
pradipta
'ବାଟରେ ପ୍ରବାସୀ ମଲେ ଦାୟୀ ରହିବେ ସରକାର'

ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ବାଟରେ ମରିଗଲେ ସରକାର ଦାୟୀ ରହିବେ।  ଓଡ଼ିଶା ସରକାରଙ୍କୁ ଏହି କଡ଼ା ସତର୍କବାଣୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇରୁ ହଜାର ହଜାର ଶ୍ରମିକଙ୍କୁ ଟ୍ରେନରେ ଅଣାଯାଉଛି। ବର୍ତ୍ତମାନ ଆସିଥିବା ୫୩ଟି ଟ୍ରେନ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଛି କିନ୍ତୁ ପଶ୍ଚିମ ଓଡ଼ିଶାର ଶ୍ରମିକଙ୍କୁ ଆଣିବା ଲାଗି ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ […]

  • Wednesday, 14 July 2021
sustha
ଆଉ ୨୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏମାନେ ମଧ୍ୟରେ ଗଂଜାମରୁ ୧୯, ଯାଜପୁର ୩, ବାଲେଶ୍ୱରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଲା। ଗଂଜାମରେ ସମୁଦାୟ ୨୯୨ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ୍ ୪୯ ଜଣ ସୁସ୍ଥ ହୋଇଛନ୍ତି। ଆହୁରି ୨୪୧ ଆକ୍ଟିଭ କେଶ ରହିଛି ଓ ୨ଜଣଙ୍କ ମୃତ୍ୟୁ […]

  • Wednesday, 14 July 2021
main
ସଙ୍କଟ ବେଳେ ବି ଗରିବଙ୍କ ପେଟରେ ନାତ, ପଦାକୁ ଆସିଲା ଡିଲରଙ୍କ କଳା କାରନାମା

ଭୁବନେଶ୍ୱର: କରୋନା ବିପତ୍ତି ବେଳେ ରାଜ୍ୟରେ ପୁଣି ଖୋଲିଲା ପିଡିଏସ୍ ମହାଘୋଟାଲାର ଗୁମର। ରାସନ୍ କାର୍ଡ ପିଛା ସରକାରଙ୍କ ହଜାରେ ଟଙ୍କାର କରୋନା ସହାୟତା ବଣ୍ଟା ଆରମ୍ଭ ହେବା ପରେ  ଏବେ ରାଜ୍ୟର ବହୁ ଅସାଧୁ ପିଡିଏସ ଡିଲରଙ୍କ କଳା କାରନାମା ପଦାକୁ ଆଣିଛି। ରାସନ କାର୍ଡ ଥାଇ ବି ହିତାଧିକାରୀଙ୍କୁ ମାସ ମାସ ଧରି ପିଡିଏସ ହରିଲୁଟର କଳା କାହାଣୀ ପଦାକୁ ଆସିଛି। ଉପକୂଳରୁ ଉପାନ୍ତ ଯାଏଁ ଲମ୍ବିଥିବା ଏ ଦୁର୍ନୀତି ସହ ଯୋଡ଼ି ହୋଇଛି […]

  • Wednesday, 14 July 2021
test
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ବଲାଙ୍ଗିର ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଞ୍ଚଳର। ସେମାନେ ସୁରତ ଫେରନ୍ତା ଓ ଉଭୟ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ମିଳିଛି। ଏହାସହ ବଲାଙ୍ଗିରରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏଠାରେ କେହି ସୁସ୍ଥ ହୋଇନଥିବାରୁ ଆକ୍ଟିଭ କେଶ ୪ ରହିଛି। ଆଜି ସକାଳେ ରାଜ୍ୟରେ ଆଉ ନୂଆ ୬୫ […]

  • Wednesday, 14 July 2021
petrol
ରାଜ୍ୟରେ ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ। ଡିଜେଲ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା […]

  • Wednesday, 14 July 2021
next
ବାତ୍ୟାର ରୂପ ନେଲା ଅବପାତ, କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି। […]

  • Wednesday, 14 July 2021
mewwwt
ହୋମ କ୍ୱରେଣ୍ଟିନରେ କେମିତି ରହିବେ ପ୍ରବାସୀ; ବୁଝିବେ ନେତା, ପୋଲିସ୍

ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି। ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବାରୁ ହୋମ କ୍ୱାରେଣ୍ଟିନକୁ କଡାକଡି ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ରାଜନେତା, ପୋଲିସ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟର ନେତା ସମସ୍ତଙ୍କୁ ସାମିଲ କରାଯାଇଥିଲା। ଏସବୁ […]

  • Wednesday, 14 July 2021
cyclone
କିଛି ସମୟର ଅପେକ୍ଷା, ବାତ୍ୟାର ରୂପ ନେବ ଅବପାତ!

ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଦିନ ସାଢ଼େ ୧୧ଟା […]

  • Wednesday, 14 July 2021
cyc
ଆସୁଛି ବାତ୍ୟା! ୭ଲକ୍ଷ ଲୋକ ହେବେ ପ୍ରଭାବିତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ଅଛି। ୮୦୯ରୁ ୨୪୨ଟି ବାତ୍ୟା ଆଶ୍ରୟସ୍ଥଳିରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି। ଆଶ୍ରୟସ୍ଥଳି ପାଇଁ ଜିଲ୍ଲାପାଳ ଆଉ ୭୦୯୨ କୋଠା ଚିହ୍ନଟ କରିଛନ୍ତି। ପ୍ରତି ଆଶ୍ରୟସ୍ଥଳିରେ […]

  • Wednesday, 14 July 2021