ଭଦ୍ରକ(ତପନ ସ୍ୱାଇଁ)/ଯାଜପୁର(ଗୁଲାମ ଗସ୍): ରାଜ୍ୟରେ ଚାଷ ଓ ଚାଷୀଙ୍କ ସମସ୍ୟା ଗୁରୁତର ରହିଛି। କେଉଁଠି ଫସଲହାନୀରୁ ଚାଷୀର ଆତ୍ମହତ୍ୟା ହେଉ ତ ଆଉ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ଜନିତ ସମସ୍ୟା। ବର୍ଷ ତମାମ ଉପାନ୍ତରୁ ଉପକୂଳ ଯାଏଁ, ଚାଷୀ ପରିବାରକୁ ଦହଗଞ୍ଜ ହେବାକୁ ପଡ଼ିଛି। ସରକାର ଆଉ ସରକାରୀ ଦଳର ପ୍ରତିଶ୍ରୁତି ଏବଂ ଯୋଜନା ଆଜି ବି ଚାଷୀର ଦୁଃଖକୁ ଦୂର କରିପାରିନି। ତେଣୁ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଚାଷୀ ଆଗାମୀ […]
ଭୁବନେଶ୍ୱର: ବିଜେଡି ଛାଡୁଥିବା ନେତା ଏବେ ବିଜେପି ମୁହାଁ ହୋଇଥଇବା ଦେଖିବାକୁ ମିଳୁଛି। ଟିକେଟ ନ ମିଳିବାରୁ ଦଳ ଛାଡ଼ିଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ଆଗଧାଡିର ନେତା ପଦ୍ମ ଧରିଛନ୍ତି। ଆଜି ଗୋଟିଏ ଦିନରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ୩ ଜଣ ସାଂସଦ, ୩ ଜଣ ବିଧାୟକ ଓ ପୂର୍ବତନ ବିଧାୟକ। ଆଜି ଗୋଟିଏ ଦିନରେ ପଦ୍ମ ଧରିଛନ୍ତି ୩ ବିଜେଡି ବିଧାୟକ। ଏମାନେ ହେଲେ ଦଶପଲ୍ଲାର ଏମ୍ଏଲ୍ଏ ପୂର୍ଣଚନ୍ଦ୍ର ନାଏକ, ନିଳଗିରିର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ ୨୫ ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା […]
ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଜାରି ରହିଛି ଅସନ୍ତୋଷ। ଯାହାକି ଦଳ ପାଇଁ ଗୋଟିଏ ପଟେ ଖାଇ ଓ ଅନ୍ୟପଟେ ନିଆଁ ସଦୃଶ ହୋଇଛି। ଟିକେଟ୍ ନମିଳିବାରୁ ୩ ଜଣ ସିଟିଂ ଏମ୍ପି ବିଜେଡିକୁ ବାଏ ବାଏ କରିଥିବା ବେଳେ ସିଟିଂ ଏମ୍ଏଲ୍ଏଙ୍କ ତାଲିକା ବି ଲମ୍ବି ଚାଲିଛି। ତେଣେ ଦଳରେ ବ୍ୟାପୁଥିବା ଅସନ୍ତୋଷକୁ ମାନିଛନ୍ତି ମୁଖପାତ୍ର ଅରୁଣ ସାହୁ। ତେବେ ୨୦୦୯ ଓ ୧୪ ନିର୍ବାଚନ ବର୍ଷ ଭଳି ଦଳରେ ଏଥର ପଲିଟିକାଲ୍ କ୍ରାଇସିସ୍ […]
କେନ୍ଦ୍ରାପଡ଼ା: ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ ଅଭାବ ବଢ଼ିବାରେ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ନିରାଶ ହୋଇ ଘରକୁ ଫେରି ଆସିଲେ। ଦୁଃଖ ଏତିକିରେ ସରିନି। ବୃଦ୍ଧ ଦମ୍ପତି ଓ […]
ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁଆଁରସର ଗାଁରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘରର ଆସବାବପତ୍ର ସାଙ୍ଗକୁ ଧାନ, ଚାଉଳ ସବୁ କିଛି ପୋଡି ପାଉଁଶ ହୋଇଯାଇଛି। ଚାନ୍ଦବାଲି ଓ ଗଦି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସରେ ଗାଁର ପ୍ରଦୀପ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିବା ଅନ୍ୟ ଘରକୁ ବ୍ୟାପୀ ଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା […]
ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକେଟ ବଣ୍ଟନ ଶେଷ ନ ହେଉଣୁ କଂଗ୍ରେସର ପୁରୁଣା ରୋଗ ବାହାରିଲାଣି। ଦଳୀୟ ଟିକେଟ ମିଳି ନଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେଣି। ସଦନ ନାୟକ ଓ ମାଲା ମାଢ଼ିଙ୍କ ପରେ କଂଗ୍ରେସର ଆଉ ଜଣେ ଟିକଟ ଆଶାୟୀ ଚନ୍ଦ୍ରଶେଖର ମାଝି ଆଜି ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରୁ କଂଗ୍ରେସରେ ଟିକଟ କନ୍ଦଳ କେଉଁ ସ୍ତରରେ ପହଞ୍ଚିଛି ତାହା ସ୍ପଷ୍ଟ ହେଉଛି। ସ୍ଥିତି ଏମିତି ଯେ, ହାଇକମାଣ୍ଡଙ୍କ […]
କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ଧମକ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ରାୟଗଡ଼ାର କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ମାରି ଏହି ଧମକ ଦେଇଛି ଲାଲବାହିନୀ। ମାଓ ସଂଗଠନର ବାଶଧାରା ଘୁମୁସର ଡିଭିଜନ ପକ୍ଷରୁ ଏହି ପୋଷ୍ଟର […]
ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍ପି-ଏସ୍ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ସଂଗଠନର ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବା ଅଭିଯୋଗ କରି ଦଳ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏପରିକି ଗାଁ ମଧ୍ୟକୁ ପୋଲିଂ ଅଫିସରଙ୍କୁ ପୂରାଇ ନଦେବାକୁ ଧମକ ଦେଇଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଚାଷୀଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବି କରୁଥିବା ସଂଗଠନ ଏଥର ଅହିଂସା […]
ଭୁବନେଶ୍ୱର: ଭୋଟ୍ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପାରଳାଖେମୁଣ୍ଡିରୁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିବା ପରେ କେ. ନାରାୟଣ ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କେ. […]
ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମ୍ପି ଓ ୩ ଜଣ ସିଟିଂ ଏମ୍ଏଲ୍ଏ ଦଳ ଛାଡ଼ିଲେଣି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ […]
ଭୁବନେଶ୍ୱର: ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ମାନିଲା ବିଜେଡି। ବିଜେଡି ମୁଖପାତ୍ର ତଥା ବିଧାୟକ ଅରୁଣ ସାହୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଜେଡି ଓଡ଼ିଶାର ସର୍ବବୃହତ ଦଳ। ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଥିଲେ। ହେଲେ ପ୍ରାର୍ଥୀ ଜଣେ ହେବେ। ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି।” ସେଆହୁରି କହିଛନ୍ତି, “କାଁ ଭାଁ ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି। […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ସିଟିଂ ଏମ୍ଏଏଲ୍। ସେ ହେଉଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ଟିକେଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଦଳର କିଛି ମୁଷ୍ଟିମେୟଙ୍କ ଭୁଲ ନିଷ୍ପତ୍ତି ପାଇଁ ଟିକେଟ ପାଇଲିନି ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ଏହାସହ ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଯାହାକୁ ଟିକେଟ ମିଳିଛି, ସେ ଏସ୍ସି/ଏସ୍ଟିଙ୍କ ବିକାଶ ମୂଳକ […]
ଭୁବନେଶ୍ୱର: ବହୁ ଆଡ଼ମ୍ବରରେ କଂଗ୍ରେସର ଲଘୁକ୍ରିୟା। ଆଗୁଆ କରିବୁ, ଆଗୁଆ କରିବୁ କହି ଶେଷରେ ଗତକାଲି ୬ ଲୋକସଭା ଓ ୩୬ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ତାଲିକା ଘୋଷଣା ହେଉ ହେଉ ତୀବ୍ର ହେଲାଣି ବିଦ୍ରୋହର ସ୍ୱର। ବରଗଡ଼ରେ ଟିକେଟ୍ ନମିଳିବା ପ୍ରତିବାଦରେ ଦଳ ଛାଡିଛନ୍ତି ପୁରୁଖା ନେତା ସାଧୁ ନେପାକ। ଏଣେ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ […]
ଭୁବନେଶ୍ୱର: ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ? ବର୍ଷେ ତଳେ ଉପ-ନିର୍ବାଚନ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା କେତେଦୂର ପୂରଣ ହୋଇଛି ? ଏସବୁ ପ୍ରସଙ୍ଗ ଏବେ ନବୀନଙ୍କ ଆଗରେ ବଡ଼ […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳୁଛି। ଟିକେଟ୍ରୁ ବଞ୍ଚିତ ହେବା ପରେ ଆଜି ସାଂସଦ ଅର୍କକେଶରୀ ଦେଓ, କୁସୁମ ଟେଟେ, କେ.ନାରାୟଣ ରାଓ ଓ ପ୍ରମୋଦ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେପଟେ ସାଂସଦ ଟିକେଟ୍ରୁ ବଞ୍ଚିତ ହେବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବି ଦଳ ଛାଡ଼ିବାକୁ ପରୋକ୍ଷରେ ଧମକ ଦେଇଛନ୍ତି। ବିଦ୍ରୋହ ବଢୁଥିବାରୁ ପ୍ରଥମ […]
କୁଚିଣ୍ଡା(ଦେବେନ୍ଦ୍ର ବେହେରା)/ସୋର(ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା […]
କଟକ: ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ କଟକ ସହରର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଦୋକାନରେ ଭଳି ଭଳି କି ରଙ୍ଗର ପସରା ମେଲିଛି। ଏହାସହ ଟୋପି, ଚଷମା, ମୁଖା ଆଉ ବିଭିନ୍ନ ଡିଜାଇନ୍ର ପିଚକାରୀ ବି ମିଳୁଛି। ଆଉ ଦିନ କେଇଟା ଗଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ […]
ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସଦର ବ୍ଲକର ଲାଡ୍ଡା ଷ୍ଟେସନ ପାଖରେ ଥିବା ଏକ ଦେଶୀ ମଦ ଭାଟିକୁ ମହିଳା ସଂଗଠନର ୨୦୦ରୁ ଅଧିକ ସଦସ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଭାଟିରେ ଥିବା ସବୁ ମଦକୁ ନଷ୍ଟ କରି ଦେଇଛନ୍ତି। ପାଖରେ ମଦ ଭାଟି ଥିବାରୁ ପ୍ରତ୍ୟେକ ଦିନ ଗାଁର ଯୁବକ, ବୃଦ୍ଧ ମଦ ପିଇ ଗଣ୍ଡଗୋଳ କରୁଛନ୍ତି। ଏଣୁ ଭାଟି ବନ୍ଦ କରିବା ଲାଗି ଦୀର୍ଘଦିନ ହେଲା ଦାବି କରି ଆସୁଥିଲା ମହିଳା ସଂଗଠନ। ଏପରିକି […]
ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।
ଉଦଳା (ମାନସ ପାଣି): ୩ ମାସ ହେଲା ମଣ୍ଡିରେ ଧାନବସ୍ତା ପଡ଼ିରହିବା ସହ ଏହାକୁ କିଣିବାକୁ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରୁନଥିଲେ। ଏପରିକି ଟୁକନ ବି ମିଳି ନଥିଲା। ଶେଷରେ ଧର୍ଯ୍ୟହରା ହୋଇ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ। ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା କୁକୁରଡ଼ିମାରେ। ଟୁକନ୍ ଦାବିରେ ଚାଷୀ କୁକୁରଡ଼ିମା ରାସ୍ତା ଅବରୋଧ କରିବା ସହ ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଶେଷରେ ବିଭାଗୀୟ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ୍ର ଗୁଇନ୍ଦା ରିପୋର୍ଟ ଆଧାରରେ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେପି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଖାଉଥିବା ପ୍ରମାଣପତ୍ର ଜାଲ ବୋଲି ବିଜେଡି କହିବା ସହ ଏହା ହୀନ ରାଜନୀତି ବୋଲି ଆକ୍ଷେପ କରିଛି। ଅନ୍ୟପକ୍ଷରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ସଂପର୍କିତ ଏହି ଗୁଇନ୍ଦା ରିପୋର୍ଟକୁ ନେଇ […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, “ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଥିଲି। ଏହାସତ୍ତ୍ୱେ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ସେ ପରବର୍ତ୍ତୀ […]
ଆସିକା (ମନୋଜ ମୁନି): ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ନାଁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜେ ଦେବରାଜ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ଯୋଗ୍ୟତା ଥାଇ, କ’ଣ ପାଇଁ ଟିକେଟ୍ କଟିଲା ଜାଣିପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, “ବିଧାୟକ ଭାବେ ଅନେକ କାମ କରିଛି। ଦଳ ଗଠନ ଦିନରୁ କାମ କରି ଆସିଛି। ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ରହି ସବୁବେଳେ […]