• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

murder
ପଶ୍ଚିମବଙ୍ଗ ସୀମାନ୍ତରୁ ଓଡ଼ିଆ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର (ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ରାଜନଗରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁର ଯୁବ ବ୍ୟବସାୟୀ ବପୁନ ଭୂୟାଁ। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ରାଜନଗର ନିକଟ ଧାନ ବିଲରୁ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି। କିଏ ଓ କାହିଁକି ତାଙ୍କୁ […]

  • Tuesday, 20 July 2021
malkangiri1
ଗାଁକୁ ଆସି ପାରିଲାନି ଆମ୍ୱୁଲାନ୍ସ, ଭାରରେ ବୁହା ହେଲେ ଆହତ ଯୁବକ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଭାରରେ ବୁହା ହେଲେ ହାତ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଗାଁର ସମା କିର୍ଷନି ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ୱୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଆସିପାରିଲାନାହିଁ। ତେଣୁ ବାଧ୍ୟ ହୋଇ ଗାଁ ଲୋକେ ସମାଙ୍କୁ ୭ କିଲୋମିଟର ଏକ ଭାରରେ ବୋହି ମାଲିକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

  • Tuesday, 20 July 2021
malkangiri
ପୋଷ୍ଟର ଓ ବ୍ୟାନର ଲଗାଇ ଭୋଟ ବର୍ଜନ ପାଇଁ ଧମକାଇଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା)/ ନୂଆପଡ଼ା(ମାୟାଧର ସରାଫ୍): ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକସଭା ଓ ବିଧାନସଭା ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ନିର୍ବାଚନକୁ ବିରୋଧ କରିବା ସହ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ନଦେବାକୁ ମାଓବାଦୀ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି। ପୋଷ୍ଟରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ମାଓବାଦୀ ବାର୍ତ୍ତା […]

  • Tuesday, 20 July 2021
bjp
ପଢ଼ନ୍ତୁ କେଉଁ ଆସନରୁ ବିଜେପି କାହାକୁ ପ୍ରାର୍ଥୀ କଲା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଗତକାଲି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ସାରା ଦେଶର ୧୮୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି। ଏଥିରେ ଓଡ଼ିଶାରୁ ୧୦ ଜଣଙ୍କ ନାଁ ରହିଛି। ତା’ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯାଇଛି, ତା’ର ଏକ ତାଲିକା ନିମ୍ନରେ ଦିଆଯାଇଛି। ପଦ୍ମପୁର- ପ୍ରଦୀପ […]

  • Tuesday, 20 July 2021
Congress-Bhawan
ଆଜି ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର: ଆଜି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏଥିରେ ଓଡ଼ିଶାର ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ଏଯାଏ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ସାଧାରଣ […]

  • Tuesday, 20 July 2021
BJD OFFICE
ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଆସନ୍ତାମାସରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଲାଗିଛି। ଗତକାଲି ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ପ୍ରଥମ ଦୁଇ ପର୍ଯ୍ୟାୟର ବାକି ଥିବା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ମାର୍ଚ୍ଚ ୧୮ରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ଏହା ପରେ ଦଳ ଆଉ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ପ୍ରଥମ […]

  • Tuesday, 20 July 2021
bjp
ଭୁବନେଶ୍ୱର ଏକାମ୍ର ଆସନ ଟିକେଟ୍‌ ଚୟନକୁ ନେଇ ବିଜେପିରେ ଅସନ୍ତୋଷ

ଭୁବନେଶ୍ୱର: ଗତକାଲି ବିଜେପି ଲୋକସଭା ଓ ବିଧାସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପ୍ରାର୍ଥୀ ତାଲିକା ଘୋଷଣା ପରେ ଭୁବନେଶ୍ୱର ଏକାମ୍ର ଆସନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଥର ବାବୁ ସିଂଙ୍କୁ ଭୁବନେଶ୍ୱର ଏକାମ୍ର ଟିକେଟ୍ ଦେଇଛି ଦଳ। ତେବେ ଏହାକୁ ନେଇ ଗତଥର ପ୍ରାର୍ଥୀ ହୋଇଥିବା ଅମିୟ ଦାଶଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ […]

  • Tuesday, 20 July 2021
bjd
ବନ୍ଧୁକ ଚୋରା କାରବାର ଅଭିଯୋଗରେ ବିଜେଡି ଛାତ୍ର ନେତା ଗିରଫ

ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍‌ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଂକ ଫାଇରିଂ ମଧ୍ୟ କରିଥିଲେ।  ପରେ ପୁଲିସ୍‌ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଚିନ୍ମୟଙ୍କ ନାଁରେ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ […]

  • Tuesday, 20 July 2021
prakesh-behera
୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମ୍ବଲପୁରରୁ ଜୟନାରାୟଶ ମିଶ୍ରଙ୍କୁ ଟଇକେଟ୍‌ ମିଳିଥିବା ବେଳେ ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରହିତ, ଭୁବନେଶ୍ୱର (ମଧ୍ୟ)ରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ବାଲିକୁଦା ଏରସମାରୁ ଦାମୋଦର ରାଉତ, […]

  • Tuesday, 20 July 2021
dharmendra
ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜନୀତିକ ବ୍ୟକ୍ତିମାନଙ୍କୁ ଏସ୍‌ଟିଏଫ୍‌ ଅଫିସକୁ ଡାକି ଧମକ ଦିଆଯାଉଛି। ରାଜ୍ୟର ୪ରୁ ୫ ଜଣ ଅଣ ଓଡ଼ିଆ ଅଫିସର ଏପରି ଷଡ଼ଯନ୍ତ୍ର ଚଳାଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି, “ଅତୀତରେ ଏଭଳି ଅପଚେଷ୍ଟା କରିଥିବା ଅଧିକାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ତେଣୁ ଓଡ଼ିଶାରେ ଏଭଳି ହେବାକୁ ଆଉ ବେଶୀ ଦିନ ନାହିଁ।” ବୋଲି ଧର୍ମେନ୍ଦ୍ର ଖୋଲା ଚେତାବନୀ […]

  • Tuesday, 20 July 2021
f2
ସରକାରଙ୍କୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ବାଲେଶ୍ୱର(ରଞ୍ଜିତ ପାକଳ)/ବାସୁଦେବପୁର(କିରିଟି ଚନ୍ଦ୍ର ଦାସ)/ ରାଇରଙ୍ଗପୁର (ରାଜେଶ କୁମାର ଶର୍ମା):  ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ଅବସ୍ଥା ସଙ୍ଗୀନ। କ୍ଷେତରେ ହାଡ ଭଙ୍ଗା ପରିଶ୍ରମ କରି ଫଳ ଫଳାଇବା ପରେ ବି ତାକୁ ମିଳୁନି ଉଚିତ୍ ପ୍ରାପ୍ୟ। ଫଳରେ ରାଜରାସ୍ତାକୁ ଆସି ହକ୍ ପାଇଁ ଲଢ଼େଇ କରୁଛି ଚାଷୀ। କେଉଁଠି ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ ତ ଆଉ କେଉଁଠି ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନ। ସେପଟେ କୃଷକ ଆନ୍ଦୋଳନକୁ ପ୍ରଶମିତ କରିପାରିନି ସରକାରୀ ଯୋଜନା ଆଉ ନେତାଙ୍କ […]

  • Tuesday, 20 July 2021
child
କ୍ୟାପିଟାଲ ହସ୍ପିଟାଲ୍‌ରେ ପିଲା ବିକ୍ରି ଉଦ୍ୟମ କରୁଥିଲା ମାଆ

ଭୁବନେଶ୍ୱର: ଅର୍ଥ ଅଭାବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନିଜ ଜନ୍ମ କଲା ଝିଅକୁ ମାଆ ବିକ୍ରି ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ମହିଳାଙ୍କ ପିଲା ବିକ୍ରି ଉଦ୍ୟମ ସଫଳ ହୋଇପାରିନଥିଲା। ଖବର ପାଇ ଚାଇଲ୍ଡ ଲାଇନ୍ ଅଧିକାରୀ ମେଡିକାଲରେ ପହଞ୍ଚି ମାଆ ଓ ଛୁଆଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କ ସ୍ୱାମୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ଏପରି କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ଘର ନୟାଗଡ଼ ଜିଲ୍ଲାରେ। କିଛିଦିନ ହେବ […]

  • Tuesday, 20 July 2021
basanti
ବିଜେଡି ଛାଡିଲେ ମୋହନା ବିଧାୟିକା

ଭୁବନେଶ୍ୱର: ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା ଦଳ ଛାଡ଼ିଲେଣି। ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା […]

  • Tuesday, 20 July 2021
bjd
ଦଳ ଡିଆଁ ଓ ଅସନ୍ତୋଷ ରୋକିବାକୁ ବିଜେଡିର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର: ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି  ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ ଦିଆଯାଇଛି। ସେପଟେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଆଉ ନିଜ ତାଲିକା ଶୀଘ୍ର ଘୋଷଣା ନକରିବା ଚକ୍କରରେ ରହିଛି। ପରିବର୍ତ୍ତିତ ରଣନୀତି ଅନୁସାରେ […]

  • Tuesday, 20 July 2021
congress
କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଗଣିତ: ବିଦ୍ରୋହୀଙ୍କୁ ଚକମା ଦେବାକୁ ଖୋଜୁଛି ଗଳାବାଟ

ଭୁବନେଶ୍ୱର: କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ। ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ […]

  • Tuesday, 20 July 2021
markendaya
ମାର୍କଣ୍ଡେୟ ପୁଷ୍କରିଣୀ ପାଣି ପୂତିଗନ୍ଧମୟ

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଅଖଣ୍ଡ ବିଶ୍ୱାସ ରହିଛି। ତେଣୁ ପଞ୍ଚତୀର୍ଥର ଆଦ୍ୟ ତୀର୍ଥ ମାର୍କେଣ୍ଡେୟ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ବର୍ତ୍ତମାନ ସେହି ପୁଷ୍କରିଣୀର ପାଣି ସ୍ନାନ କରିବା ଯୋଗ୍ୟ ହୋଇ ରହିନାହିଁ। ପାଚେରୀ ଭୁଶୁଡି ପଡ଼ିବାରୁ ମଇଳା ଆବର୍ଜନା ପାଣି ପୁଷ୍କରିଣୀରେ ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ […]

  • Tuesday, 20 July 2021
rape
ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମ

ଆଠଗଡ଼ (ନୀଳକଣ୍ଠ ଦୋରା): ଅର୍ଥ ଲୋଭରେ ଜଣେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗତକାଲି ଜଣେ ମହିଳା ଖୁଣ୍ଟୁଣୀ ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଜବରଦସ୍ତ ଡାଳଭାଗ ଜଙ୍ଗଲକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ […]

  • Tuesday, 20 July 2021
loot
ଲୁଟ୍‌ କରି ଫେରାର ହେବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ତିନି ଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିବା ଘଟଣା ମହଙ୍ଗା ପଡ଼ିଛି। ଲୁଟ୍‌ କରି ଫେରାର ହୋଇଯାଉଥିବା ବେଳେ ଗାଁ ଲୋକେ ଦୁଇ ଜଣଙ୍କୁ କାବୁ କରିନେଇ ନିଧଉମ ଛେଚିବା ପରେ ପୁଲିସ୍‌ ଜିମା ଦେଇଛନ୍ତି। ଏମିତି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ନେଇ ଯାଉଥିଲେ। ଗଣିଆ ଥାନା ଆଡ଼କଟା ନିକଟରେ ଦୁଇଟି ବାଇକରେ ୩ ଜଣ ଦୁର୍ବୃତ୍ତ […]

  • Tuesday, 20 July 2021
sex
ସେକ୍ସ ସୌଦାଗର ସୁନୀଲର ଘନିଷ୍ଠ ସହଯୋଗୀ ଉମାକାନ୍ତ ଗିରଫ

ଭୁବନେଶ୍ୱର: ସେକ୍ସ ସୌଦାଗର ସୁନୀଲ ମେହେରର ଘନିଷ୍ଠ ସହଯୋଗୀ ଉମାକାନ୍ତ ଦଳେଇ ଶେଷରେ ପୁଲିସ କବ୍‌ଜାକୁ ଆସିଛି। ସେ ଏକାଧିକ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲା। କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଉମାକାନ୍ତ ଅନ୍‌ଲାଇନରେ ଦେହ ବ୍ୟବସାୟ କରିବା ସହ ଆଉ ଜଣେ ସେକ୍ସ ସୌଦାଗର ଇବ୍ରାହିମ ପାଇଁ କାମ କରୁଥିଲା। ଉମାକାନ୍ତ ନାଁରେ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଦେହ କାରବାର ଚଳାଉଥିବାର ଅଭିଯୋଗ ରହିଛି। ଗରାଖଙ୍କ […]

  • Tuesday, 20 July 2021
aparajita-otv
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି। ଜୁଏଲ ଓରାମ ପୂର୍ବ ପରି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। […]

  • Tuesday, 20 July 2021
kantabanji
ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ସପକ୍ଷରେ ବାହାରିଲେ ସମର୍ଥକ। ଆୟୁବଙ୍କ ସମର୍ଥକମାନେ ଆଜି ନବୀନ ନିବାସ ଆସି କଣ୍ଟାବାଞ୍ଜି ପାଇଁ ଦିଆଯାଇଥିବା ଦଳୀୟ ଟିକେଟର ପୁର୍ନବିଚାର କରାଯିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, “ଆୟୁବଙ୍କ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ତାଙ୍କୁ ଟିକେଟରୁ ବଞ୍ଚିତ କରି ଅନ୍ୟାୟ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ଆୟୁବଙ୍କୁ ପ୍ରାର୍ଥୀ କରନ୍ତୁ।” ୨ ମାସ ତଳେ ଦଳରେ ଯୋଗ ଦେଇଥିବା […]

  • Tuesday, 20 July 2021
dholakiya
ବିଜେଡି ପ୍ରାର୍ଥୀ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟିବା ଅଭିଯୋଗ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ଆସୁଥିବା ଲୋକଙ୍କୁ ସେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଦ୍ୱିନ ଦ୍ୱିପ୍ରହରେ ଭୋଟରମାନଙ୍କୁ ଢୋଲକିଆ ଏଭଳି ଟଙ୍କା ବାଣ୍ଟିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ […]

  • Tuesday, 20 July 2021
bjd1111
ନିଜ ନିଜ ଦାବି ନେଇ ସିଇଓଙ୍କ ପାଖରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୀତିକ ଦଳ ଅନ୍ୟ ଦଳ ଉପରେ ଦୋଷ ଲଦି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ଫେରାଦ ହେଉଛନ୍ତି। ଆଜି ବିଜେପି ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ଫେରାଦ ହୋଇଥିବା ବେଳେ ବିଜେଡି ଦୂରଦର୍ଶନ ନାଁରେ ଅଭିଯୋଗ କରିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଡିଆଇଜି ଆଶିଷ ସିଂହଙ୍କ ନାଁରେ ସିଇଓଙ୍କଠାରେ ବିଜେପି ଫେରାଦ ହୋଇଛି। ଶ୍ରୀ ସିଂହ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଉଥିବା ବିଜେପି ଅଭିଯୋଗ […]

  • Tuesday, 20 July 2021
matric
ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ କ୍ୟାମ୍ପ ଅଫିସରଙ୍କୁ ତାଲିମ

କଟକ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନର ପ୍ରକ୍ରିୟା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ୟାମ୍ପ ଅଫିସର ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନ ପ୍ରକ୍ରିୟା ପାଇଁ ନିଯୁକ୍ତ ୬୩ଟି କ୍ୟାମ୍ପ ଅଫିସରଙ୍କୁ ବୋର୍ଡ ପକ୍ଷରୁ ତାଲିମ ଦିଆଯାଇଛି। ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ମୂଲ୍ୟାୟନ ନେଇ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ୧୬ ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ଆସନ୍ତା ୨୫ରୁ […]

  • Tuesday, 20 July 2021
land
ସରକାରୀ ଜମି ମାଡ଼ି ବସିଛନ୍ତି ଶାସକ ବିଧାୟକ !

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି। ଏପରି ଅଭିଯୋଗ ଆସିଛି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନାଁରେ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ତେବେ ବିଧାୟକ ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି। ରାଜସ୍ୱ ବିଭାଗର […]

  • Tuesday, 20 July 2021