• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sena
କାର୍ଗିଲ୍‌ ବିଜୟ ଦିବସକୁ ନିଆରା ଢଙ୍ଗରେ ପାଳନ କଲା ପାଇକ ଭୂମି ଖୋର୍ଦ୍ଧା

ଖୋର୍ଦ୍ଧା: କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସହିଦଙ୍କ ମନେ ପକାଇଛି ପାଇକ ଭୂମି ଖୋର୍ଦ୍ଧା ଜିଲ୍ଲା। ଏଥିପାଇଁ ଜିଲ୍ଲାର ବାଲୁଗାଁ କଲେଜ୍ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜିତ ହୋଇଛି। ଭାରତୀୟ ନୌସେନା ଚିଲିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଥିବା ବେଳେ ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ଯୋଗ ଦେଇଥିଲେ। ଆଇଏନ୍ଏସ୍ ଚିଲିକାର ବହୁ ଅଧିକାରୀ, ଏମ୍ଇଏସ୍ ଓ ଯବାନମାନେ ସାଇକେଲ୍ ରାଲିରେ ବାଣପୁର ନେହେରୁ ସେବା ସଂଘଠାରେ ପହଞ୍ଚିଥିଲେ। ଓ […]

  • Thursday, 22 July 2021
lngra
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଛି। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରସ୍ତୁତି କରିଛି ପ୍ରଶାସନ। ଭୋର […]

  • Thursday, 22 July 2021
SABITRI AGRAWAL
'ବେଦୁବାବୁଙ୍କ ଅଧୁରା କାମକୁ ଏଭଳି ପୂରଣ କରିବି'

ଭୁବନେଶ୍ୱର: ସାରା ରାଜ୍ୟର ନଜର ରହିଥିବା ପାଟକୁରା ବିଧାନସଭା ଆଶନର ଆଜି ଫଳାଫଳ ଆସିଯାଇଛି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିମାତ କରିଛନ୍ତି। ୧୯ ରାଉଣ୍ଡ ସୁଦ୍ଧା ୧୭, ୯୨୦ ଭୋଟରେ ବିଜେଡି ଆଗୁଆ ରହିଛି। ଏହି ଅବସରରେ ସେ ପ୍ରଥମେ ଓଟିଭିକୁ ସାକ୍ଷାତକାର ଦେଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରିନ୍ଦମ ଦାସ। ପ୍ରଶ୍ନ: ବିଜୟର ଶ୍ରେୟ ଆପଣ କାହାକୁ ଦେବେ? ଉତ୍ତର: ବିଜୟର […]

  • Thursday, 22 July 2021
egg
ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା !

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ। ଉକ୍ତ ଅଞ୍ଚଳରେ ଥିବା ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଛାତ୍ରମାନେ ନିର୍ଦ୍ଧିଷ୍ଟ ଏକ ଦୋକାନରୁ ଅଣ୍ଡା କିଣି ହଷ୍ଟେଲ୍‌କୁ ଫେରି ରୋଷେଇ କରିଥିଲେ। କିନ୍ତୁ ରୋଷେଇ ସମୟରେ ଏକ ପ୍ଲାଷ୍ଟିକ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ଛାତ୍ରମାନେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଅଣ୍ଡା […]

  • Thursday, 22 July 2021
2-178
ଯୌତୁକ ଯାତନା: ଯାଆ,ନଣନ୍ଦ ଓ ଶାଶୂ ମିଶି ନବବଧୂର ତଣ୍ଟି କାଟିଦେଲେ !

ଯାଜପୁର: ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ଏମାନେ ଯେ କେତେ ନିଷ୍ଠୁର ହୋଇପାରନ୍ତି ତାହା କଳ୍ପନାର ବାହାରେ। ଏହି ନିଷ୍ଠୁରତାର ଆଉ ଏକ ପରିଣତି ଦେଖିବାକୁ ମିଳିଛି ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରୁ। ଏଠାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ। ତାଙ୍କ ଭଉଣୀକୁ ଶାଶୁଘର ଲୋକେ […]

  • Thursday, 22 July 2021
mada
ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ

କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ବାଂଶପାଳ ଅଞ୍ଚଳରେ କକା ପୁତୁରାକୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କଲଣ୍ଡା ଗାଁର ରାଜେନ୍ଦ୍ର ଦେହୁରୀ। ଅଭିଯୋଗ ଅନୁସାରେ, ରାଜେନ୍ଦ୍ର ଓ ତାଙ୍କ କକା ପାଉ ଦେହୁରୀ ଆଜି ମଧ୍ୟାହ୍ନରେ ସାଙ୍ଗ ହୋଇ ମଦ ପିଇଥିଲେ।  ଏହି ସମୟରେ ପାଉଙ୍କ ଅସୁସ୍ଥ ପତ୍ନୀ ଆଉ ଭଲ ହେବେ ନାହିଁ ରାଜେନ୍ଦ୍ର କହିଥିଲେ। ଏହା ପରେ ରାଜେନ୍ଦ୍ର ଖିଆପିଆ ସାରି ଘରେ […]

  • Thursday, 22 July 2021
mad
ହାଟ ମଝିରେ ଗୁଳିକରି ହତ୍ୟା

କଳାହାଣ୍ଡି: ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ହିଂସାକାଣ୍ଡ ଘଟିଛି। ନାଏବ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହାଟ ମଝିରେ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ରାଜେନ୍ଦ୍ର ସାହୁ। ପୂର୍ବରୁ ରାଜେନ୍ଦ୍ରଙ୍କୁ ମାଓବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା। ଏପରିକି ଠିକା କାମରେ ନିୟୋଜିତ ସାମଗ୍ରୀକୁ ମଧ୍ୟ ମାଓବାଦୀ ପୂର୍ବରୁ ଜାଳିଦେଇଥିଲେ। ଏହାପରେ ସେ ଭବାନୀପାଟଣା ଆସି […]

  • Thursday, 22 July 2021
sisiu
୪ ବର୍ଷରେ ରାଜ୍ୟରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ଘଟଣା। ଗତ ୪ ବର୍ଷରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଅଧାରୁ କମ୍ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରଖିଥିବା ଏହି ତଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ନୟାଗଡ଼ ଚାନ୍ଦପୁର ଅଞ୍ଚଳର ଜଣେ ୮ବର୍ଷୀୟା ନାବାଳିକା ଝିଅ ନିଖୋଜ ହୋଇଥିଲେ। ବହୁ ଖୋଜା ଖୋଜି କରିବା ପରେ ୧୩ […]

  • Thursday, 22 July 2021
hyder
ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ପୋଲିସ, କୋର୍ଟ ଦେଲେ ଅନୁମତି

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ ହାଇଦରକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କଟକ ସିଟି JMFC କୋର୍ଟ ଏହି ଅନୁମତି ଦେଇଛନ୍ତି। ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ […]

Lovebirds Found Dead
ମା’ ଚାପୁଡ଼ାରୁ ବଞ୍ଚିବାକୁ ଯାଇ ଟାୟାର ଭିତରେ ଲୁଚିଥିଲା ଆଶା, ଚଢ଼ିଗଲା ଜେସିବି

ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ। ମା’ର ମାଡ଼ରୁ ବଞ୍ଚିବା ପାଇଁ ଲୁଚିଥିଲା କୁନି ଝିଅ। ହେଲେ ମା’ର ମାଡ଼ରୁ ତ ବଞ୍ଚିଗଲା କିନ୍ତୁ ସବୁଦିନ ପାଇଁ ଚାଲିଗଲା । କୁହାଯାଏ ମା’ ମାନେ ପିଲାକୁ ଆକଟ କରନ୍ତି। ପିଲାମାଙ୍କର ଠିକ ସମୟରେ ଖାଇବା-ଶୋଇବା-ଗାଧୋଇବା ଆଦିକୁ ଗୁରୁତ୍ୱ ଦିଅନ୍ତି। କୁନି ପିଲାମାନେ ଏଥିରେ ଅଝଟ ହେଲେ ମା’ମାନେ ରାଗନ୍ତି। ଆଉ ଆବଶ୍ୟକ ପଡ଼ିଲେ ଚାପୁଡ଼ା ମଧ୍ୟ ମାରନ୍ତି। ହେଲେ ମା’ର ଏହି ଆଚରଣ କେବେ ଏଭଳି ପରିସ୍ଥିତି […]

  • Thursday, 22 July 2021
secretariate odisha
ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସଚିବଙ୍କୁ ଦାୟିତ୍ୱ ଦେଲେ ସରକାର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଚିବମାନେ ଜିଲ୍ଲାରେ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବେ। ତେବେ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ଭାବେ ଅନୁ ଗର୍ଗ ଓ ଏନ୍. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। […]

  • Thursday, 22 July 2021
pipili-stop
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ, ସିଇଓଙ୍କୁ ଚିଠି ଲେଖିଲେ ପୁରୀ ଏଡିଏମ୍

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ […]

Sambit Patra
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ସମ୍ବିତ ଆଣ୍ଡ କୋ, କହିଲେ ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ଲୋଡ଼ା

ପିପିଲି: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହୋଲ ସେତିକି ଉଷ୍କତା ଧରୁଛି। ଦଳଗୁଡ଼ିକ ମଧ୍ୟ ସେତିକି ତତ୍ପର ହେଉଛନ୍ତି। ୧୭ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଅର୍ଥାତ ଗୁରୁବାର ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶ କରାଯାଉଛି ଏବଂ କଂଗ୍ରେସ ରେସରେ ନଥିବା ଭଳି ମନେ ହେଉଛି। ଗୋଟିଏ ପଟେ ରାଜନୈତିକ ଛକାପଞ୍ଜା, ହିଂସା, ଉତ୍ତେଜନା […]

  • Thursday, 22 July 2021
acf death case
’ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହି” : ସୌମ୍ୟଙ୍କ ପରିବାର ପକ୍ଷରୁ ଓକିଲଙ୍କ ପ୍ରତିକ୍ରିୟା

ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ ପଚରାଉଚରା କରିପାରିବ

water
ଟଙ୍କାକରେ ଚାଉଳ, ହେଲେ ପାଣି ୬୦ ! ୪ ବର୍ଷ ହେଲାଣି ଏମିତି ପାଣି କିଣି ଚଳୁଛନ୍ତି ୩୦ରୁ ଅଧିକ ଗାଁ

ଟଙ୍କାକରେ ଚାଉଳ ମିଳୁଛି। ହେଲେ ପାଣି ୬୦ ଟଙ୍କା। ସପ୍ତାହକର ପାଣି ବ୍ୟବହାର ପାଇଁ ଦେବାକୁ ପଡ଼ୁଛି ୫୦ରୁ ୬୦ ଟଙ୍କା। ଏଭଳି ଦୟନୀୟ ସ୍ଥିତି ଉପୁଜୁଛି ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଟଙ୍ଗି ବ୍ଲକର ତିନୋଟି ପଞ୍ଚାୟତରେ। ଏଠାରେ ଲୋକଙ୍କୁ ଟଙ୍କାକରେ ଚାଉଳ କିଲେ ଖୁବ୍ ସହଜରେ ମିଳିଯାଉଛି। ହେଲେ ପିଇବା ପାଣି ଓ ରୋଷେଇ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ପଞ୍ଚାୟତ ଗୁଡ଼ିକରେ କୂଳ, ନଳକୂପ ପୋଖରୀ ‍ଆଦି ରହିଛି ସତ […]

  • Thursday, 22 July 2021
EMAR MUTT
ପୁଣି ଏମାର ମଠରୁ ବାହାରିଲା ମୂଲ୍ୟବାନ ସାମଗ୍ରୀ

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ରୂପା ଇଟା ପରେ ଏବେ ଉଦ୍ଧାର ହେଲା ବହୁ ପୁରାତ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ। ଗାଈ ବାଛୁରୀଙ୍କ ବହୁମୂଲ୍ୟ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ବହୁ ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏହାସହ ତାରକସୀ କାମ ସହ ରୂପାର ଫୁଲଦାନୀ, ଫୁଲ ମଧ୍ୟ ଉଦ୍ଧାର କରାଯାଇଛି। ଏହି ସବୁ ପୁରାତନ ସାମଗ୍ରୀ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବ ବୋଲି  ଆଶା କରାଯାଉଛି। ତେବେ ଉଦ୍ଧାର ହୋଇଥିବା ବ୍ରୋଞ୍ଚ ଗାଈ-ବାଛୁରୀକୁ ଝୁଲଣ […]

  • Thursday, 22 July 2021
kotia
ରାତି ପାହିଲେ କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ, କୋର୍ଟ ଦେଲେ ଅନୁମତି

ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ […]

naba-das.
ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ନେଇ ବାଚସ୍ପତି କହିଥିବା କଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଦୋହରାଇଛନ୍ତି। ବାଚସ୍ପତିଙ୍କ ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଶିକ୍ଷାନୁଷ୍ଠାନ, ରେଲ୍‌ୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ପଜିଟିଭ୍ ବାହାରିଲାଣି। ଆବଶ୍ୟକ ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ […]

  • Thursday, 22 July 2021
Pradeep Maharathy
ଝିଅ, ଜ୍ୱାଇଁଙ୍କ ପରେ ମୁହଁ ଖୋଲିଲେ ପ୍ରଦୀପ ମହାରଥୀଙ୍କ ପତ୍ନୀ

ପିପିଲି: ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କରିଛି। ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା’ ପ୍ରତିଭା ମହାରଥୀ ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା ? ଏଭଳି ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। […]

cabinet meeting
ଓଡ଼ିଶାରେ ପ୍ରତିଷ୍ଠା ହେବ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୌରପାଳିକାରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ଏବଂ ଏନ୍‌ଏସିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସର୍ବାଧିକ ୬୦ ବର୍ଗ ମିଟର ପରିମିତ ଜମି ଅଧିକାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡିଶା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଅଧିନିୟମରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା […]

  • Thursday, 22 July 2021
congress
ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ପୂର୍ବତନ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ନେତା ନିହାର ବେହେରା। ସ୍ମୃତି ରଞ୍ଜନ ଲେଙ୍କା ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନିହାର ବେହେରା ଅଭିଯୋଗ କରିଛନ୍ତି। ପଦ, ପଦବୀରେ ରଖି ଦେବାକୁ କହି ସ୍ମୃତି ରଞ୍ଜନ ମହିଳା କର୍ମୀଙ୍କୁ ଶୋଷଣ କରିଥିବା ନିହାର ଅଭିଯୋଗ ଆଣିଛନ୍ତି। ଏନେଇ କିଛି ହ୍ୱାଟ୍ସଆପ୍‌ ଚାଟ୍ ଓ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିହାର […]

  • Thursday, 22 July 2021
Biju Yuva Vahini
ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ରେ  ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ […]

  • Thursday, 22 July 2021
odisha
ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଦୀର୍ଘ ୨୦ ବର୍ଷ ପରେ ଆଜି ଏହାର ଲୋକାର୍ପଣ ହୋଇଛି। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି। ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୮୯ଟି ଗାଁ ଏବଂ […]

  • Thursday, 22 July 2021
highcourt
ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି ନୟାଗଡ଼ ନାବାଳିକା ହତ୍ୟା ମାମଲା, ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି। ହାଇକୋର୍ଟଙ୍କ ଜଣେ ସିଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ପ୍ରସଙ୍ଗରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ୍ ବଳରେ ସାମ୍ନାକୁ ଆସିଥିବା ଏହି ତଥ୍ୟଟି ହେଉଛି, କୋର୍ଟ ମନିଟର ଏସ୍‌ଆଇଟି ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିବେଦନକୁ ଡିସେମ୍ବର ୧ ତାରିଖରୁ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ସାରିଛନ୍ତି ହାଇକୋର୍ଟ। ସୂଚନା ଅଧିକାର […]

  • Thursday, 22 July 2021
Paralakhemundi ACF death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ସାମ୍ନାକୁ ଆସିଲା ଆଉ ଏକ ହାତଲେଖା ଚିଠି

ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍‌ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି ।