• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 11 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କୁଆଡ଼େ ଗଲେ ଗୋଟିଏ ପରିବାରର ୪ ଜଣ?

ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ଅପହଞ୍ଚ ହୋଇଥିଲା। More
  • Prangyan Parimita
  • 2 years ago

ରାଜ୍ୟ ସରକାରଙ୍କ ନୂଆ ସ୍କ୍ରାପିଂ ପଲିସିକୁ ବିରୋଧ : ଜାନୁଆରୀ ୧୧ରୁ ଧର୍ମଘଟକୁ ଓହ୍ଲାଇବାକୁ ଟ୍ରକ୍ ମାଲିକ ସଂଘର ଚେତାବନୀ

ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ପରିବହନ ମନ୍ତ୍ରୀ More
  • Prangyan Parimita
  • 2 years ago

କପିଲ ଶର୍ମା ସୋରେ ଚମକିଲେ ବ୍ରହ୍ମପୁରର ଦିବ୍ୟାଙ୍ଗ କଳାକାର ପଦ୍ମନାଭ

ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ଡ୍ୟାସ୍ କରିଥିଲେ More
  • Chandan Shishu
  • 2 years ago

ବନ କର୍ମଚାରୀ କାଟିଦେଲେ ଦନ୍ତାର ଦାନ୍ତ 

ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି। More
  • Chandan Shishu
  • 2 years ago

ଟଙ୍କା ଅଭାବରୁ ଚୋରି କରି ବନ୍ଧା ହେଲେ ଫିଲ୍ମ ପ୍ରଯୋଜକ

ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। More
  • Prangyan Parimita
  • 2 years ago

ପାଇଖାନା ନିର୍ମାଣରେ ଅନିୟମିତତା : ଟଙ୍କା ପାଉନାହାନ୍ତି ହିତାଧିକାରୀ

ସ୍ୱଚ୍ଛ ଭାରତ ଯୋଜନାରେ ନାହିଁ ସ୍ୱଚ୍ଛତା More
  • Rajalaxmi Sahoo
  • 2 years ago

ରାଜନୈତିକ ଆକ୍ରୋଶ ରଖି ପୋଖରୀରେ ବିଷ ପକାଇ ମାରିଦେଲେ ମାଛ

ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କ୍ୱିଣ୍ଟାଲ୍ କୁଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 2 years ago

ମହାନଦୀରେ ବୁଡ଼ିଗଲା ସ୍ୱପ୍ନ: ଅଧୁରା ରହିଗଲା ଦେଶ ସେବା ସ୍ୱପ୍ନ, ଅଭ୍ୟାସ ବେଳେ ଚାଲିଗଲା ଜୀବନ

ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। More
  • Manoranjan Behera
  • 2 years ago

ପଦ୍ମପୁର ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ ହୋଇଥିଲା: ସୁର ରାଉତରାୟ

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । More
  • Rajalaxmi Sahoo
  • 2 years ago

ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଲେ ୨ ଭଉଣୀ, ତାମିଲନାଡୁରୁ ଯାଜପୁର ଚାଲି ଆସିଥିଲେ; ଏମିତି ହେଲା ଅବସ୍ଥା...

ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍‌ ଉଦ୍ଧାର କରିଛି।  More
  • Manoranjan Behera
  • 2 years ago

ରାଜଧାନୀରେ ମାତିଛି ପାଗଳା ଷଣ୍ଢ; ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି । More
  • Manoranjan Behera
  • 2 years ago

ହକି ବିଶ୍ୱକପ୍‌ ଲାଗି ନୂଆ ବୋହୂ ରୂପରେ ସଜେଇ ହେଉଛି ରାଜଧାନୀ

ବିଶ୍ୱକପ ହକିକୁ ଆଉ ମାତ୍ର ରହିଲା କିଛି ସପ୍ତାହ । ଏଥିପାଇଁ ନୂଆ ବୋହୂ ଭାବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତା । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ । More
  • Rajalaxmi Sahoo
  • 2 years ago

ମହାନଦୀରେ ସୁଇମିଂ ଶିଖୁଥିବା ବେଳେ ବୁଡ଼ିଗଲେ ଯୁବକ

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ। More
  • Rajalaxmi Sahoo
  • 2 years ago

ଧନୁଯାତ୍ରା ପୂର୍ବରୁ ସରିଗଲା ‘ବଳରାମ’ଙ୍କ ଜୀବନର ଅଭିନୟ

ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ  ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍‌ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି। More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ପୂର୍ବାନୁମାନ- ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। More
  • Chandan Shishu
  • 2 years ago

ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ? More
  • Chandan Shishu
  • 2 years ago

ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ। More
  • Chandan Shishu
  • 2 years ago

ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି? More
  • Manoranjan Behera
  • 2 years ago

ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । More
  • Manoranjan Behera
  • 2 years ago

ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି । More