• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 06 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

ଅର୍ଚ୍ଚନା ନାଗକୁ ଗିରଫ ସବୁ ନିୟମ ଅନୁସାରେ କରିଛୁ କହିଲେ ଭୁବନେଶ୍ୱର ଡିସିପି । More
  • Satyendu Shekher Mishra
  • 2 years ago

ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ଧର୍ମଶାଳା ଅଣ୍ଟିଆ ହାଇସ୍କୁଲରେ କବାଟରେ ଲେଖାଯାଉଛି ପ୍ରଶ୍ନ । ଅଳକୁଣ୍ଡରେ କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ । More
  • Satyendu Shekher Mishra
  • 2 years ago

ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର । More
  • Pramod Behera
  • 2 years ago

ପରପୁରୁଷକୁ ଧରି ଫେରାର୍ ହେଲେ ସ୍ତ୍ରୀ; ସ୍ୱାମୀ କଲେ ଶୁଦ୍ଧିକ୍ରୀୟା

ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁ‍ଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା। More
  • Satyendu Shekher Mishra
  • 2 years ago

ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ । More
  • Satyendu Shekher Mishra
  • 2 years ago

ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ମୋତେ ଫସାଇବା ପଛରେ ନେତା-ମନ୍ତ୍ରୀ କି କିଏ, ପ୍ରମାଣ ଦେବି କହିଲେ ଅର୍ଚ୍ଚନା । ଇଡିଠୁ ବି ବଡ଼ ଯାଞ୍ଚ ଏଜେନ୍ସିକୁ ସାମ୍ନା ପାଇଁ ପ୍ରସ୍ତୁତ ଅଛି । More
  • Manoranjan Behera
  • 2 years ago

‘କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ’

କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା। More
  • Chandan Shishu
  • 2 years ago

'ମୁଁ ମୁହଁ ଖୋଲିଲେ, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ'

ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି। More
  • Chandan Shishu
  • 2 years ago

ରିମାଣ୍ଡରେ ଗଲେ ଅର୍ଚ୍ଚନା, ବଢୁଛି ଉତ୍କଣ୍ଠା... କ'ଣ ପଚାରିବ ଇଡି ?

ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି। More
  • Chandan Shishu
  • 2 years ago

Today Panchang 6th Dec Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ଘାତ ଚନ୍ଦ୍ର- ମେଷ ଦିବା ୦୩/୦୩ ଗତେ ବିଛା More
  • Manoranjan Behera
  • 2 years ago

ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ; ‘ଜଟାୟୁ’ ଜରିଆରେ ସଫେଇ ଆରମ୍ଭ

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି। More
  • Manoranjan Behera
  • 2 years ago

ସାରା ରାଜ୍ୟରେ ଏବେ ଅସହ୍ୟ ଜାଡ଼; କୋରାପୁଟରେ ଅସ୍ତବ୍ୟସ୍ତ ଜୀବନ

କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ । More
  • Satyendu Shekher Mishra
  • 2 years ago

ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ

ଦ୍ୱାଦଶୀରେ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । More
  • Satyendu Shekher Mishra
  • 2 years ago

ବାହା ବାହାରେ ବ୍ୟବସ୍ଥା ! ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି । More
  • Satyendu Shekher Mishra
  • 2 years ago

ଦୁର୍ନୀତିର ଚରମ ସୀମା ! ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ । More
  • Satyendu Shekher Mishra
  • 2 years ago

ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ । More
  • Satyendu Shekher Mishra
  • 2 years ago

ରାଗ ଗରଗର ଅର୍ଚ୍ଚନା, ‘କହିବାକୁ ସୁଯୋଗ ଦେଉନି ପୋଲିସ.. ବନ୍ଦ କରିଦେଉଛି ମୁହଁ’

କୋର୍ଟ ହାଜିରା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ବିଷୋଦ୍‌ଗାର । କୁଆଡ଼େ ଗଲେ ସୋ କଲ୍ଡ଼ ଭିକ୍ଟିମ୍ ବୋଲି ପଚାରିଥିଲା ଅର୍ଚ୍ଚନା । More