• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର
ଚନ୍ଦ୍ର– ମେଷ ଦିବା ୦୩/୦୩ ଗତେ ବୃଷ
ତିଥି- ୧୩ଶୀ (ମଳ) ପ୍ରାତଃ ୦୬/୪୭ ଗତେ ୧୪ଶୀ
ଘାତ ଚନ୍ଦ୍ର- ମେଷ ଦିବା ୦୩/୦୩ ଗତେ ବିଛା

ଘାତ ବାର– ମକର
ପୁଷ୍କର ଦୋଷ– ୧ ପାଦ କୃଷିହାନି- ଭୂମିଦାନ ଦିବା ୦୮/୩୮ ଗତେ ୨ପାଦ

ଅଧିକ ପଢ଼ନ୍ତୁ: ସକାଳୁ ଉଠି ଦେଖନ୍ତୁ ନାହିଁ ଏହିସବୁ ଜିନିଷ, ଆସିପାରେ ବିପଦ

ଶୁଭ ସମୟ-

ପ୍ରାତଃ ୦୬/୧୧ ରୁ  ୦୬/୫୫    
 ଦିବା ୦୮/୫୪ ରୁ  ୧୧/୧୫
ସନ୍ଧ୍ୟା ୦୫/୦୩ ରୁ ୦୬/୪୧
ରାତ୍ରି ୦୮/୨୦ ରୁ ୦୮/୩୩
ରାତ୍ରି ୦୧/୪୯ ରୁ ୦୩/୩୪  
ରାତ୍ରି ୦୪/୨୭ ରୁ ୦୬/୧୨

ଅଶୁଭ ସମୟ-

ଋାହୁକାଳ - ଦିବା ୦୨/୨୦ ରୁ ୦୩/୪୧
କାଳବେଳା - ଦିବା ୧୨/୫୮ ରୁ ୦୮/୫୪
ବାରବେଳା – ପ୍ରାତଃ ୦୭/୩୩ ରୁ ୦୮/୫୪
କାଳରାତ୍ରି - ସନ୍ଧ୍ୟା ୦୬/୪୧ ରୁ ୦୮/୨୦