• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 04 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ପୁଅ ଯିବାର ୮ବର୍ଷ ପରେ ବି ଶ୍ମଶାନ ଛାଡ଼ୁନି ବାପା

ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି.. More
  • Manoranjan Behera
  • 2 years ago

ଓଲଟିଲା ଗ୍ୟାସ ଟ୍ରକ୍‌; ପେଟରେ ଓଦା କନା ଦେଇ ଭୋକ ଉପାସରେ ଲୋକେ

ପୁଣି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ପୁଣି ଆତଙ୍କିତ ଆଖପାଖ ଜନତା । ଭୁଷ୍ ଭୁଷ୍ ହୋଇ ଟ୍ୟାଙ୍କରରୁ ବାହାରୁଛି ଗ୍ୟାସ୍ । ମାଡ଼ିଚାଲିଥିବା ଗ୍ୟାସ୍ ଗନ୍ଧ ପରେ ନା କାହା ଘରେ ଚୁଳି ଜଳୁଛି, ନା କେହି ରୋଷେଇ ବାସ କରୁଛନ୍ତି । More
  • Manoranjan Behera
  • 2 years ago

‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି। More
  • Chandan Shishu
  • 2 years ago

କାହାର ହେବ ପଦ୍ମପୁର? କିଏ ଜିତିବ ବାଜି?

ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। More
  • Chandan Shishu
  • 2 years ago

ଲାଞ୍ଚ ନେଉଥିଲେ ଥାନା ବାବୁ, ଧରିଲା ଭିଜିଲାନ୍ସ

ଭିନିଲାନସ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଭିଜିଲାନସ ଟିମ ଆଇଆଇସିଙ୍କୁ କାବୁ କରିବା ପାଇଁ ଯୋଜନା ତିଆରି କରିଥିଲା। More
  • Manoranjan Behera
  • 2 years ago

ରାଜସ୍ୱମନ୍ତ୍ରୀଙ୍କ ଗାଁରେ ଜମି କେଁ, ୨ ବର୍ଷ ହେଲା ସରୁନି ପୋଲ କାମ

ଖୋଦ୍‌ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍‌କୁ ଯାଇ ହେଉନି More
  • Manoranjan Behera
  • 2 years ago

ଚାଷୀଙ୍କୁ ଏଲ୍‌ଇଡି ଲାଇଟ୍‌ ଭୟ; ଧାନ ନ ପାଚୁଣୁ ବିଲ ପଦା କରିଦେଲେ

କାଳ ହେଲା ଏଲଇଡି ଲାଇଟ୍‌। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ More
  • Rajalaxmi Sahoo
  • 2 years ago

‘ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀ ମୋତେ କ୍ଷମା କରନ୍ତୁ’, ଭୁଲ୍‌ ହୋଇଗଲା ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା...

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍‌ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି। More
  • Rajalaxmi Sahoo
  • 2 years ago

ଭୋଟ୍‌ କିଣିବବାକୁ ଯାଇଥିଲେ, ହେଲେ ଛେଚା ଖାଇକି ଆସିଲେ...

ପଦ୍ମପୁର ଭୋଟ୍‌ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।  More
  • Pramod Behera
  • 2 years ago

ଘଟ ଛାଡି ଚାଲିଗଲା ଲୋଟଣି ପାରା; ଦିନେ ହେଉଥିଲେ ଭାଇରାଲ୍

ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇଥିବା ବନମାଳୀ ମିଶ୍ରଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନା ସମୟରେ ତାଙ୍କ ଭବନ ଓ ଖଞ୍ଜଣି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିଲା। More
  • Rajalaxmi Sahoo
  • 2 years ago

ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୬ ଘଣ୍ଟା ହେଲାଣି ହେଉଛି ଗ୍ୟାସ୍‌ ଲିକ୍‌, ଭୟଭୀତ ଲୋକେ

ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି। More
  • Rajalaxmi Sahoo
  • 2 years ago

Today Panchang 4th Dec 2022: ଆଜି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ...

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ। More
  • Rajalaxmi Sahoo
  • 2 years ago

ଫୁଲମାଳରେ ଷଣ୍ଢକୁ ସଜେଇଲେ, ଶୋଭାଯାତ୍ରାରେ ବଜାର ବୁଲାଇଲେ...କେକ୍‌ କାଟି ଜନ୍ମଦିନ ପାଳିଲେ

ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ କେକ୍ କାଟି  ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।   More
  • Rajalaxmi Sahoo
  • 2 years ago

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ଜଳ ଜଳ ଦିଶିଲା ଦଧିନଉତି, ନୀଳଚକ୍ର

ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି।  More
  • Chandan Shishu
  • 2 years ago

ଦିବ୍ୟାଙ୍ଗ ହେଲେବି ପାରଙ୍ଗମ: ଜୀବନ ଯୁଦ୍ଧରେ ଜିତିଛନ୍ତି ଦୁଇ ଦୁର୍ଜୟ ବୀର

ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏହି ଦୁର୍ଜୟ ବୀରଙ୍କ ଅମଳିନ ଆତ୍ମବିଶ୍ୱାସକୁ ଆମର ଶତ ଶତ ସଲାମ୍। More
  • Chandan Shishu
  • 2 years ago

ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ 

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି। More
  • Chandan Shishu
  • 2 years ago

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା: ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି

କେନ୍ଦୁପତ୍ରରେ ଜିଏସ୍‌ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର। More
  • Chandan Shishu
  • 2 years ago

ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ

ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। More
  • Rajalaxmi Sahoo
  • 2 years ago

Today Panchang 3rd Dec 2022: ଆଜି କୌଣସି ଶୁଭ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ, ଶୁଭ ମୁହୂର୍ତ୍ତ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର। ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ଆଜି ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତା’ହେଲେ ଏହି ସମୟ ପ୍ରତି ଧ୍ୟାନ ଦିଅନ୍ତୁ... More