• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 01 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ରାଜ୍ୟ ସଂଗ୍ରହାଳୟରୁ କୁଆଡେ ଗଲା ୨୦ ହଜାର ପୋଥି?

ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ୍ ହୋଇଥିଲା । ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଛି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବଳକା ୨୦ ହଜାର ତାଳପତ୍ର ପୋଥି?  More
  • Satyendu Shekher Mishra
  • 2 years ago

କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ । More
  • Manoranjan Behera
  • 2 years ago

ମାଲିକ ଭୁଲ୍‌ କଲା; ନୀରିହ ଜନ୍ତୁ ଥାନାରେ ବନ୍ଧା ହେଲା

ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।  More
  • Satyendu Shekher Mishra
  • 2 years ago

ରାଜ୍ୟରେ ପଶିଲା କାଷ୍ଟ ପଲିଟିକ୍ସ ! ଫୋକସ୍‌ରେ ବିଂଝାଲ୍-ସହରା-କୁଲତା-ମେହେର-ତେଲି ସମାଜ

ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ ! ଜୁଏଲଙ୍କ ଡାଇରେକ୍ଟ ଆଟାକ୍

ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ । More
  • Manoranjan Behera
  • 2 years ago

ପରିବାର କେମିତି ଚଳିବ, ସେହି ଚିନ୍ତାରେ ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା..ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି..ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର More
  • Manoranjan Behera
  • 2 years ago

ଯୌତୁକ ପାଇଁ ଜୀବନ ନେଇଗଲେ

ବାହାଘରକୁ ୬ ମାସ ହୋଇନି..ଯୌତୁକ ପାଇଁ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ..ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ More
  • Satyendu Shekher Mishra
  • 2 years ago

ଶୀତରେ ଆସୁଛି ଲଘୁଚାପ ! ପାଣିପାଗ ବିଭାଗ ଦେଲା ସୂଚନା..

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । More
  • Satyendu Shekher Mishra
  • 2 years ago

ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ ନେଇ ଜୁଏଲଙ୍କ କଡ଼ା ମନ୍ତବ୍ୟ, ଶୁଣନ୍ତୁ...

ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ । More
  • Satyendu Shekher Mishra
  • 2 years ago

ଲୋଡ଼ା ନାହିଁ ଏମିତି ପ୍ରେମିକ ! ପ୍ରେମିକାକୁ ପୋଡ଼ି ଜଙ୍ଗଲରେ ଫିଙ୍ଗିଲା

ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ । More
  • Rajalaxmi Sahoo
  • 2 years ago

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ଗିରଫ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ତଳ କୋର୍ଟରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ୍‌, ଗଲେ ଉପର କୋର୍ଟ...

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି।  More
  • Prangyan Parimita
  • 2 years ago

Today Panchang 1st Dec 2022: ଆଜିର ଶୁଭ ମୁହୂର୍ତ୍ତ ଦେଖି ଘରୁ ଗୋଡ଼ କାଢ଼ନ୍ତୁ . .

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । More
  • Rajalaxmi Sahoo
  • 2 years ago

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌, ୪ ମୃତ

ଟ୍ରକ୍‌କୁ କାର୍‌ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ NH-୧୬ ଏହି ଦୁର୍ଘଟଣା ଘଟିଛି। More
  • Manoranjan Behera
  • 2 years ago

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌: ଯୋଗ ଦେବେ ୧୦୦ରୁ ଅଧିକ ଶିଳ୍ପପତି, ହେଲେ ପୁଞ୍ଜିନିବେଶ କେତେ?

ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମେଟାଲ ଓ ମିନେରାଲ୍ସ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର ଭଳି ୭ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । More
  • Manoranjan Behera
  • 2 years ago

ଖୁସି ଓ କ୍ଷୋଭର ନିଆରା କାହାଣୀ; ୪ ବର୍ଷ ପରେ ପହଞ୍ଚିଲା ସାବିତ୍ରୀ ଭାର

ରାଉରକେଲାରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ । More
  • Manoranjan Behera
  • 2 years ago

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ । More
  • Manoranjan Behera
  • 2 years ago

ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ; ଫିଟିବ କି ସମାଧାନର ବାଟ ?

ତେବେ ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ବି ରାଜରାସ୍ତାରେ ବସି ରହିଥିଲେ ହଜାର ହଜାର ଶିକ୍ଷକ । ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । More
  • Prangyan Parimita
  • 2 years ago

‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଦେବାଳିଆ ଓ ଅପାରଗ ସରକାର କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ More