• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 01 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଆଗ ପଛ ହୋଇ ଚାଲିଗଲେ ଭାଇଭଉଣୀ, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ୍

ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍‌ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ। More
  • Chandan Shishu
  • 2 years ago

କ୍ୟାନ୍ସର ରୋଗୀଙ୍କ ଜୀବନ ସହ ଖେଳ, ୧୦ ମାସ ଧରି କର୍କଟ ରୋଗୀଙ୍କୁ ମିଳୁନି ବାୟୋପ୍ସି ରିପୋର୍ଟ

ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା? More
  • Chandan Shishu
  • 2 years ago

ଦିବଂଗତ ଅଭିନେତ୍ରୀ ଅନିତା ଦାସଙ୍କ ସ୍ମୃତିରେ ଅସହାୟଙ୍କୁ ବସ୍ତ୍ରଦାନ

ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ  ଏହା ଥିଲା ଏକ ନିଆରା ପ୍ରୟାସ। More
  • Prangyan Parimita
  • 2 years ago

ପ୍ରିୟ ଶିକ୍ଷୟିତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ More
  • Pramod Behera
  • 2 years ago

ବୁମ୍‌ରା-ଜାଡ଼େଜାଙ୍କ ବିନା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ

ଟି-୨୦ ବିଶ୍ୱକପ୍‌ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍‌ରା ଓ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ? More
  • Chandan Shishu
  • 2 years ago

ଜଗନ୍ନାଥ-ନବୀନ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଅଡୁଆରେ ପ୍ରତାପ ଦେବ

ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ? More
  • Prangyan Parimita
  • 2 years ago

ଇନଷ୍ଟାଗ୍ରାମ ପାଇଁ ଧରାପଡ଼ିଲେ ଅଭିଯୁକ୍ତ : ନାବାଳକ ଅପହରଣ ଘଟଣାରେ ୩ ଗିରଫ

୩ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି । More
  • Prangyan Parimita
  • 2 years ago

’ପ୍ରତାପ ଦେବଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ସହମତ କି ?’

ଏହା ଅହଂକାରର ଚରମ ସୀମା ବୋଲି କହିଛନ୍ତି । More
  • Prangyan Parimita
  • 2 years ago

ହୃଦୟବିଦାରକ ! ଭାଇ ମୃତ୍ୟୁର ୩ ଦିନ ପରେ ଭଉଣୀ ମୃତ

୩ ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟକୁ ନେଇ ବଡ଼ ସସପେନ୍ସ More
  • Satyendu Shekher Mishra
  • 2 years ago

ବାପ୍‌ରେ ବାପ୍‌ ! ଏବେ ବି ଏମିତି ଗାଁକୁ ଏଭଳି ରାସ୍ତା, କେବେ ଆଖି ଖୋଲିବେ ସରକାର..

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । More
  • Satyendu Shekher Mishra
  • 2 years ago

ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡରୁଛନ୍ତି ବାପା-ମାଆ ! ପାଠ ପଢ଼ା ବୋଝ ପାଲଟିଛି

ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି । More
  • Rajalaxmi Sahoo
  • 2 years ago

SCBରେ ଚିକିତ୍ସା ଅବହେଳା ଅଭିଯୋଗ: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ମିଳୁନି ଆବଶ୍ୟକୀୟ ଚିକିତ୍ସା

ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍‌ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍‌ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି।  More
  • Satyendu Shekher Mishra
  • 2 years ago

ଛାତ୍ରଙ୍କୁ ଡାକି ନେଇ ନିର୍ଧୁମ ଛେଚିଲେ, କାରଣ କେହି କହିପାରୁ ନାହାନ୍ତି..

ସଇଁତଳା ଥାନାରେ ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ ପୋଲିସର ଛାନ୍‌ଭିନ୍‌ । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କହିଲେ କଲେଜ ଅଧ୍ୟକ୍ଷ । More
  • Rajalaxmi Sahoo
  • 2 years ago

ମୁହଁ ଖୋଲିଲେ ମନ୍ତ୍ରୀ, ହେଲେ ପ୍ରସଙ୍ଗ ଏଡ଼ାଇ ଦେଲେ...

ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍‌ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। More
  • Rajalaxmi Sahoo
  • 2 years ago

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ। ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। More
  • Rajalaxmi Sahoo
  • 2 years ago

ବର୍ଷାରେ ଭିଜିବ ପାର୍ବଣ ! ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ- କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

ଆଜି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ କାଲି ମହାସପ୍ତମୀରେ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା। ସେହିପରି ମହାଷ୍ଟମୀରେ ୩ ତାରିଖରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। More
  • Chandan Shishu
  • 2 years ago

ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ, ଭିଡ଼ିଓ ଭାଇରାଲ୍

ଭାଇରାଲ୍ ଫଟୋ ସମ୍ପର୍କରେ ଅକ୍ଷୟ ପ୍ରତିକ୍ରିୟା ଦେବାକୁ ବି ଏଡ଼ାଇ ଯାଇଛନ୍ତି  କିନ୍ତୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଭିଡ଼ିଓରେ ଯେଉଁ ଯୁବତୀ ଅଭିଯୋଗ ଆଣିଛନ୍ତି। More
  • Manoranjan Behera
  • 2 years ago

ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ ?

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା । More
  • Chandan Shishu
  • 2 years ago

ଜଗନ୍ନାଥ ନୁହଁନ୍ତି ବରଂ ନବୀନ ଓଡ଼ିଶାର ପରିଚୟ କହି ଚର୍ଚ୍ଚାରେ ଶିଳ୍ପମନ୍ତ୍ରୀ

ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା। More
  • Prangyan Parimita
  • 2 years ago

ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ନାଁ ନେଇ ରାଜ୍ୟ ସରକାର ଉପରେ ହମଲା More
  • Prangyan Parimita
  • 2 years ago

ଗାଡ଼ି ଚାଳକ ଓ ମାଲିକଙ୍କୁ ସାମୟିକ ଆଶ୍ୱସ୍ତି : ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଡେଡଲାଇନ୍

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଡେଡଲାଇନ୍ ବଢ଼ାଇଲା ଏସଟିଏ More