• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 10 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 2 years ago

ଗଣମାଧ୍ୟମକୁ ମନା ସ୍କୁଲ କ୍ୟାଂପସ୍ : ଅନଧିକାର ପ୍ରବେଶ ପାଇଁ FIR ନିର୍ଦ୍ଦେଶରୁ ତେଜିଲା ରାଜନୀତି

ନିଷ୍ପତ୍ତିକୁ ହାସ୍ୟାସ୍ପଦ କହିଲେ ଅପରାଜିତା, ସୁରଙ୍କ ନିନ୍ଦା,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଲେ ନାପସନ୍ଦ More
  • Prangyan Parimita
  • 2 years ago

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ

ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର More
  • Pramod Behera
  • 2 years ago

ଆସୁଛି ‘ବିଶ୍ୱକର୍ମା’, କହିବ କଳାକାରର କାହାଣୀ; ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ

ଆସୁଛି ବିଶ୍ୱକର୍ମା। କହିବ ବିଶୁଆର କାହାଣୀ ଆଉ ତା’ର ମହାପ୍ରଭୁଙ୍କ ବିଶାଳ ମୂର୍ତ୍ତି ଗଢିବାର ଯାତ୍ରା। ସେ କ’ଣ ଏଥିରେ ସଫଳ ହେଉଛି, ଜାଣିବା ପାଇଁ ଅପେକ୍ଷା… More
  • Rajalaxmi Sahoo
  • 2 years ago

ଅନ୍ଧାର ରାତିରେ ଚୋରା ପଥର କାରବାର: ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି ?

ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍‌ ଟ୍ରକ୍‌ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି।  More
  • Rajalaxmi Sahoo
  • 2 years ago

ଚାହୁଁ ଚାହୁଁ ଆଖି ସାମ୍ନାରେ ଭାସିଗଲା ଟ୍ରକ୍

 ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସମ୍ପୂର୍ଣ୍ଣ ଟ୍ରକ୍‌ଟି ପାଣି ଭିତରେ ବୁଡ଼ି ଯାଇଥିଲା। ପିଡିଏସ୍ ଚାଉଳ ଧରି ଯାଉଥିବା ଟ୍ରକ୍‌ଟି ଭାସି ଯାଇଛି। More
  • Prangyan Parimita
  • 2 years ago

‘ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା’

ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ More
  • Rajalaxmi Sahoo
  • 2 years ago

ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାକୁ ଆଣିଲେ OTV ସାମ୍ବାଦିକ, ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ BEO...

ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। More
  • Otv Khabar Bureau
  • 2 years ago

୨୯ ବର୍ଷ ପରେ ବାପା ପାଖକୁ ଫେରିଲା ଝିଅ, ଲୁହରେ ଭିଜିଲା ଆଖି

୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ.. More
  • Rajalaxmi Sahoo
  • 2 years ago

‘କିଛି ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି, ଆମ ଦୋଷ ଦୁର୍ବଳତା ଆମେ ଜାଣିଛୁ’

ୱେବ୍‌ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି। More
  • Otv Khabar Bureau
  • 2 years ago

ଜିଲ୍ଲା ଟପ୍ପର ହେଲା ଚାଷୀ ଘରର ଝିଅ ; ହେଲେ ଆଇଏଏସ୍‌ ହେବା ପାଇଁ ଅର୍ଥ ସାଜିଛି ବାଧକ

ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍‌ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍‌ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର । More
  • Rajalaxmi Sahoo
  • 2 years ago

ସାମ୍ବାଦିକଙ୍କୁ ସ୍କୁଲ୍‌ ମନା, ବିନା ଅନୁମତିରେ ଏଣ୍ଟ୍ରି କଲେ ରୁଜୁ ହେବ FIR

ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍‌ ବିନା ଅନୁମତିରେ  ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି।  More
  • Otv Khabar Bureau
  • 2 years ago

ସ୍କୁଲ୍‌ ପିଲାଙ୍କୁ ନିର୍ଘାତ ପିଟିବା ପରେ ଭୁଲ୍‌ ମାଗିଲେ ସାର୍‌

ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲରେ ପିଲାଙ୍କୁ ନିର୍ଘାତ ପିଟି ନୋଳା ଫଟାଇ ଦେଲେ କଟକ ନୂଆଗଡ଼ା ୟୁପି ସ୍କୁଲର ଶିକ୍ଷକ.... More
  • Rajalaxmi Sahoo
  • 2 years ago

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ  ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More
  • Otv Khabar Bureau
  • 2 years ago

ପାରିବାରିକ କଳହର କରୁଣ ପରିଣତି; ସାତ ଜନ୍ମର ସାଥୀକୁ ପଥର ଛେଚି ହତ୍ୟା କଲା ସ୍ୱାମୀ

ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ। More
  • Rajalaxmi Sahoo
  • 2 years ago

‘ଆମକୁ ଉଦ୍ଧାର କରନ୍ତୁ, ୨ ଦିନ ହେଲା ଭଲରେ କିଛି ଖାଇନୁ’

ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି।  More
  • Rajalaxmi Sahoo
  • 2 years ago

Daily Horoscope 10th July 2022: ଏହି ରାଶିର ବ୍ୟକ୍ତିଙ୍କ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ରବିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Rajalaxmi Sahoo
  • 2 years ago

ଆହୁରି ୫ ଦିନ ବର୍ଷିବ ! ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସନ୍ତା ୪ ରୁ ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More
  • Otv Khabar Bureau
  • 2 years ago

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। More
  • Chandan Shishu
  • 2 years ago

ବିସ୍ଫୋରକ ରୂପ ନେବ କି କରୋନା? କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନକୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।  More
  • Pramod Behera
  • 2 years ago

ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। More
  • Rajalaxmi Sahoo
  • 2 years ago

ପାଟିକୁ ସୁଆଦିଆ ଲାଗିଲାନି ମାଂସ ତରକାରୀ, ପିଟିପିଟି ଜୀବନ ନେଇଗଲା ସ୍ୱାମୀ

ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ । More
  • Rajalaxmi Sahoo
  • 2 years ago

ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି, ଆହୁରି ବର୍ଷିବ !

ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି।   More
  • Otv Khabar Bureau
  • 2 years ago

ଆରମ୍ଭ ହେଲା ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହୁଡ଼ା

ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ... More