• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 10 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ !

ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ? More
  • Chandan Shishu
  • 2 years ago

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସପେନ୍ସ

ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା। More
  • Chandan Shishu
  • 2 years ago

ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ: ଦେବୀ ମିଶ୍ର

ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଯିବା ଉଚିତ More
  • Prangyan Parimita
  • 2 years ago

ମୋବାଇଲ ପାଇଁ ଚାଲିଗଲା ଜୀବନ : ସାଙ୍ଗକୁ ଇଟାରେ ଛେଚି ହତ୍ୟାକଲା ସାଙ୍ଗ

ମୋବାଇଲ୍ ପାଇଁ ବଇରୀ ସାଜିଲା ସାଙ୍ଗ । ଖଣ୍ଡିଆ ଇଟାରେ ଛେଚି ସାଙ୍ଗକୁ ହତ୍ୟା କଲା । More
  • Prangyan Parimita
  • 2 years ago

ନଦୀ ଅଛି ହେଲେ ପାଣି ନାହିଁ, ହନ୍ତସନ୍ତ ଲୋକେ : ଚାଷବାସ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ

ନେମାଳର ଚିତ୍ରୋତ୍ପାଳା ନଦୀ । ନଦୀ ଅଛି ହେଲେ ପାଣି ନାହିଁ । ଲାଗୁଛି ସତେ ଯେମିତି କୌଣସି ଏକ ଟାଙ୍ଗରା ଓ ଗୋଚର ଭୂମି । ନଦୀରେ ପାଣି ନାହିଁ ବୋଲି ଶୁଖିଲା ପଡ଼ିଛି କ୍ଷେତ । More
  • Prangyan Parimita
  • 2 years ago

ଜାଲରେ ପଡ଼ିଲା ବିରଳ ମାଛ : ଦେହ ସାରା ଚିତ୍ରବିଚିତ୍ର, ପେଟ ପଟେ ପାଟି

ସବୁଦିନ ଭଳି ଗତକାଲି ମଧ୍ୟ ପୋଖରିକୁ ମାଛ ଧରିବାକୁ ଜାଲ ପକାଇଥିଲେ ପୁରୀ ନିମାପଡ଼ା ବ୍ଲକ ତେରୁଣ୍ଡିଆ ଗାଁର ସୁବାସ ନାୟକ..ହେଲେ ଜାଲରେ ପଡ଼ିଲା ୟେ ଅଜବ ମାଛ. More
  • Chandan Shishu
  • 2 years ago

ଯୋବ୍ରାରେ ଗାଧୋଇବା ବେଳେ ୩ ବୁଡ଼ିଗଲେ

ଖୋଜିବା ପାଇଁ ଓଡ୍ରାଫ ଟିମର ପ୍ରୟାସ More
  • Prangyan Parimita
  • 2 years ago

ତାରାତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା : ବସ୍-ଟ୍ରକ ଧକ୍କାରେ ୮ ଜଣ ଗୁରତର

ବସ୍-ଟ୍ରକ ଧକ୍କା ମୁହାଁମୁହିଁ ଧକ୍କା ହେବାକୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି । More
  • Prangyan Parimita
  • 2 years ago

ରୋଜଗାର ଦେଉଛି ଛେଳି ଚାଷ : ବାର୍ଷିକ ରୋଜଗାର ୫ ଲକ୍ଷରୁ ଅଧିକ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାରମାହୁନ୍ତ । ସେ +୩ଯାଏଁ ପାଠ ପଢ଼ିଛନ୍ତି । ପାଠ ପଠା ସରିବା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ ଆରମ୍ଭ କରିଥିଲେ More
  • Rajalaxmi Sahoo
  • 2 years ago

ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ

ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ୩ ଯୁବତୀଙ୍କ ମୃତଦେହ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ। More
  • Otv Khabar Bureau
  • 2 years ago

BREAKING: ଗୁଳି ଫୁଟାଇ ଲୁଟିନେଲେ ୧ ଲକ୍ଷ ୬୦ ହଜାର ଟଙ୍କା

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ । More
  • Otv Khabar Bureau
  • 2 years ago

ଆଜି ପୁଣି ଗଡ଼ିବ ରୁକୁଣା ରଥ; ରାମେଶ୍ୱର ମନ୍ଦିରକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ

ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ । More
  • Rajalaxmi Sahoo
  • 2 years ago

ଫାଙ୍କା ଗୁଳି ଚାଳନା ପରେ ଏବେ ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼

ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।  More
  • Otv Khabar Bureau
  • 2 years ago

ଜଳକଷ୍ଟ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି । More
  • Otv Khabar Bureau
  • 2 years ago

କାମ ଦେଉନି ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ; ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର

ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି । More
  • Otv Khabar Bureau
  • 2 years ago

ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି

ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି । More
  • Otv Khabar Bureau
  • 2 years ago

ଉମରକୋଟ୍‌ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ

ଉମରକୋଟ୍‌ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । More
  • Otv Khabar Bureau
  • 2 years ago

ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । More