• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 19 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପୌର ପରୀକ୍ଷାରେ ବିଜେଡିକୁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି। More
  • Chandan Shishu
  • 2 years ago

ଆମ୍ବୁଲାନ୍ସ ନଆସିବାରୁ ଅଟୋ ଆସିଲା, ଅଧାବାଟରେ ଧୋକା ଦେଲା !

ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ। More
  • Chandan Shishu
  • 2 years ago

'ବାଇଗଣ ଖେଳ ପାଇଁ ଖରସ୍ରୋତା ଗଣ୍ଡ ଭିତରକୁ ଚାଲିଗଲେ ମୋର ସାଙ୍ଗ'

ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ।  More
  • Chandan Shishu
  • 2 years ago

୩ ଦିନ ବର୍ଷିବ !

୨୧ ତାରିଖ ବେଳକୁ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି। More
  • Prangyan Parimita
  • 2 years ago

ହୋଲି ଖେଳ ବେଳେ ଗୋଷ୍ଠୀ ସଂଘର୍ଷ : ୫ ଆହତ, ୨ ଗୁରୁତର

ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । More
  • Prangyan Parimita
  • 2 years ago

ବଣାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ବାପା, ମାଆ ଓ ୩ ବର୍ଷର ଝିଅ ମୃତ

ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ । More
  • Prangyan Parimita
  • 2 years ago

କିପରି ସ୍ୱାମୀ ଇଏ, ରାଗରେ ସ୍ତ୍ରୀକୁ ପୋଡ଼ିଲା ଏବଂ ଶେଷରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡ଼ିକାଲ ନେଲା

ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ତ୍ରୀଙ୍କୁ ନିଜେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । More
  • Prangyan Parimita
  • 2 years ago

ପ୍ରାର୍ଥୀଙ୍କ ଏକଲାଚଲୋ ପ୍ରଚାର : ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ

 ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ  । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା More
  • Prangyan Parimita
  • 2 years ago

ବରଗଡ଼ରେ କେମିତି ଅଛି ନିର୍ବାଚନୀ ପାଣିପାଗ ? ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ୧୦ ପ୍ରାର୍ଥିନୀ,ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର

ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି । More
  • Prangyan Parimita
  • 2 years ago

ଭାଇଚାରାର ପ୍ରତୀକ ମୁନସୀ ମେଲଣ : ଏକାଠି ଫଗୁ ଖେଳିଲେ ଉଭୟ ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ

ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ More
  • Prangyan Parimita
  • 2 years ago

ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି : ଆଜି ସକାଳୁ ଆଉ ଏକ ମୃତଦେହ ଉଦ୍ଧାର

ହୋଲି ଖେଳି ତିନି ଜଣଙ୍କ ଜୀବନ ଚାଲିଗଲା । ଯାଜପୁର ବଡ଼ସୁଆର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । More
  • Prangyan Parimita
  • 2 years ago

ରଙ୍ଗ ଓ ଭାଇଚାରାର ପର୍ବ ହୋଲି : ଗାଁଠୁ ସହର ସବୁଠି ଉତ୍ସାହ

ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ More
  • Chandan Shishu
  • 2 years ago

ପୌର ଭୋଟ ବେଳେ କାମ ଦେବ ତ ପ୍ରସଙ୍ଗ ପଲିଟିକ୍ସ?

ଏବେ ଚର୍ଚ୍ଚା, ପୌରରେ କାମ କରିବ ତ ପ୍ରସଙ୍ଗ ରାଜନୀତି କାହିଁକି ନା ପଞ୍ଚାୟତ ନିର୍ବାଚନରେ ବି ବିରୋଧୀଙ୍କ ହାତରେ ଥିଲା ଅନେକ ପ୍ରସଙ୍ଗ। More
  • Otv Khabar Bureau
  • 2 years ago

ରାତି ପାହିଲେ ହୋଲି,ରଙ୍ଗର ପର୍ବରେ ରଙ୍ଗେଇ ହେବାକୁ ଉତ୍କଣ୍ଠାରେ ଆବାଳ ବୃୃଦ୍ଧବନିତା

ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି । More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିରରେ ଆଜିର ସ୍ଥିତି ଦେଖି ଶୀଘ୍ର ଚାରିଦ୍ୱାର ଖୋଲିବାକୁ ଉଠିଲା ଦାବି

ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି । More
  • Otv Khabar Bureau
  • 2 years ago

ନାହିଁ ପୋଷ୍ଟର,ବ୍ୟାନର୍‌, କି ଷ୍ଟାର ପ୍ରଚାରକ; କେବଳ ଆତ୍ମବିଶ୍ୱାସରେ ଲଢ଼ୁଛନ୍ତି ନିର୍ବାଚନ

ଯୋଡ଼ା ଓ ବଡ଼ବିଲରେ ସ୍ୱାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଏକଲାଚୋଲ ପ୍ରଚାର । ଜିତିବାକୁ ମନରେ ରହିଛି ଦୃଢ ଇଛା । ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । More
  • Chandan Shishu
  • 2 years ago

ମାନସଙ୍କ ପାଖରୁ ମେମୋରି ଚିପ୍ ପାଇଁ ଦଳବଳ ଧରି ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା

ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା।  More