• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

12333
ନେତାଙ୍କ ଦାଦାଗିରି: ଦୁଇ ଭଉଣୀଙ୍କୁ ବାନ୍ଧି ରାସ୍ତାରେ ଘୋଷାଡ଼ିଲେ

କୋଲକାତା:କୋଲକାତରେ ତୃଣମୂଳ କଂଗ୍ରେସ ନେତାଙ୍କ ଦାଦାଗିରି। ଦିନ ଦ୍ୱିପହରରେ ଟିଏମ୍‌ସି ନେତା ଜଣେ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଛନ୍ତି।  ଖାଲି ମହିଳା ଜଣଙ୍କ ନୁହେଁ ତାଙ୍କ ବଡ଼ ଭଉଣୀର ମଧ୍ୟ ସମାନ ଅବସ୍ଥା କରି ମମତା ବାନାର୍ଜୀଙ୍କ ନେତା ନିଜର ଦମ ଦେଖାଇଛନ୍ତି। ସୋଶାଲ ମିଡିଆରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଭାବମୂର୍ତ୍ତି ସଜାଡ଼ିବାକୁ ଯାଇ ରବିବାର ଟିଏମସି ନେତା ଅମଲ ସରକାରଙ୍କୁ ଦଳ ନିଲମ୍ୱନ କରିଛି। ସୋଶାଲ […]

jamia
ଜାମିଆ ୟୁନିଭର୍ସିଟି ଅଞ୍ଚଳରେ ପୁଣି ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗୁଳିକାଣ୍ଡ। ଗତ ରାତିରେ ଗୁଳିକାଣ୍ଡ ଘଟିଛି ଜାମିଆ ୟୁନିଭରସିଟି ଅଞ୍ଚଳରେ । ୪ ଦିନ ଭିତରେ ତୃତୀୟ ଥର ପାଇଁ ଘଟିଛି ଏହି ଗୁଳିକାଣ୍ଡ । ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଜାମିଆ ଓ ଜାମିଆ ମିଲିଆ ଇସଲାମିକ୍‌ (Jamia Millia Islamia) ଅଞ୍ଚଳକୁ ଆସିଥିଲେ। ସେମାନେ ଜାମିଆ ୟୁନିଭର୍ସିଟିର ୫ ନମ୍ବର ଗେଟ୍‌ରେ ଗୋଟିଏ […]

anubhaba
କଂଗ୍ରେସର ପ୍ରଶ୍ନ- କନ୍ଦରପୁର ନା ମୀରଟ୍, କେଉଁଠୁ ସ୍ନାତକ କରିଛନ୍ତି ଅନୁଭବ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି ଅଭିଯୋଗ କରିିଛି କଂଗ୍ରେସ। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ସେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ସୂଚନାରୁ […]

angul
ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ପ୍ରେମିକ ଛୁ, ୧୦ ଘଣ୍ଟା ପରେ ଉଦ୍ଧାର

ଅନୁଗୋଳ:ଭଲ ପାଉଥିଲେ। ଅନେକ ମିଠା ମିଠା କଥା କହି ସ୍ୱପ୍ନ ଦେଖାଉଥିଲେ। ପ୍ରେମିକର ମିଠା କଥାରେ ଭୁଲି ସବୁକିଛି ସମର୍ପି ଦେଇଥିଲା ପ୍ରେମିକା। ଶେଷରେ ବାହାହେବାକୁ ଜିଦ୍‌ କରିବାରୁ ପଞ୍ଚାୟତ ଅଫିସକୁ ଡାକି ନେଇ ବଳାତ୍କାର କରିବା ସହ ସେଠାରେ ବନ୍ଦ କରି ପଳାଇ ଆସିଲା ପ୍ରେମିକ। ଦୀର୍ଘ ୧୦ ଘଣ୍ଟା ବନ୍ଦ ରହିବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଯୁବତୀ। ଏମିତି ଘଟଣା ଘଟିଛି ଅନୁଗୋଳ ନାଲକୋନଗର ଥାନା ଅଞ୍ଚଳରେ। ନାଲକୋ ନଗର ଥାନା ଅଞ୍ଚଳର […]

karona
ଚୀନ୍‌ରୁ ଫେରି ନ ପାରି କାନ୍ଦୁଛନ୍ତି ପାକିସ୍ତାନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:କରୋନାକୁ ନେଇ ଭାରତରେ ଆତଙ୍କ ବଢୁଛି। କେରଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭଗ ସଜାଗ ହୋଇଉଠିଛି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।ଅନ୍ୟପକ୍ଷେ କରୋନା ଭୂତାଣୁ ଭୟାବହ ରୂପ ନେଉଥିବାରୁ ଚୀନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଆଜି ଚୀନର ଉହାନ ସହରରୁ  ୩୨୩ ଜଣ ଭାରତୀୟ ଫେରି ଆସିଛନ୍ତି। ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣ […]

park
ନାଚଗୀତରେ ଜମିଲା ପାର୍କ ଉତ୍ସବ

ଭୁବନେଶ୍ୱର: ଦିନେ ଭୁବନେଶ୍ୱରବାସୀଙ୍କ ଆଖିରୁ ରବିବାର ସକାଳ ନିଦ ହଜେଇ ଦେଇଥିଲା ପଥ ଉତ୍ସବ। ନାଚ, ଗୀତ, ଖେଳକୁଦରେ ରାଜଧାନୀର ରାଜରାସ୍ତା କମ୍ପୁଥିଲା। ହେଲେ ଅନେକ ଦିନ ହେଲା ବନ୍ଦ ହୋଇଯାଇଥିଲା ଏଇ ପଥ ଉତ୍ସବ। ଏବେ ଆରମ୍ଭ ହୋଇଛି ପାର୍କ ଉତ୍ସବ। ଆଜି  ସକାଳ ରାଜଧାନୀରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି ପାର୍କ ଉତ୍ସବ।  ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ  ପ୍ରତି ରବିବାର ସକାଳ ୭ଟାରୁ ହେବ।  ସହରର ଇନ୍ଦିରାଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, […]

mao poster
ବିଚ୍ଛିନ୍ନାଞ୍ଚଳରେ ଲାଗିଲା ମାଓ ଓ ମାଓ ବିରୋଧୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା : ଅନ୍ୟପକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ପୋଷ୍ଟର ଲଢ଼େଇ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମରାଯାଇଛି ପରସ୍ପର ବିରୋଧି ପୋଷ୍ଟର । ମାଓବାଦୀଙ୍କ ଚେତାବନୀ ବନାମ ସଚେତନତାର ପୋଷ୍ଟର । ଗୋଟିଏ ପଟେ ପୋଲିସ ଓ ପ୍ରଶାସନ ଠାରୁ ଦୂରେଇ ରହିବାକୁ ପୋଷ୍ଟର ମାରିଛି ଲାଲବାହିନୀ । ପୋଷ୍ଟରରେ ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।  ସେପଟେ ବିଭିନ୍ନ  ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଓ ବିରୋଧୀ […]

rabi-singh
ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ

କଟକ: ବିପ୍ଳବି କବି ରବି ସିଂ ଆଉ ନାହାନ୍ତି। ୮୯ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗ ପୀଡିତ ଥିଲେ। ଶେଷରେ କଟକ ଖପୁରିଆ ସ୍ଥିତ ତାଙ୍କ ନିଜସ୍ୱ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିପ୍ଳବି କବି। ଏଥି ସହିତ ଓଡ଼ିଆ ସାହିତ୍ୟରୁ ନିରବି ଯାଇଛି ଏକ ଶାଣିତ ସ୍ୱର। ତାଙ୍କର ମୃତ୍ୟୁରେ ସାହତ୍ୟିକ ମହଲରେ ଶୋକର ଲହରୀ ଖେଳି ଯାଇଛି। କବି ରବି […]

manika
ଆଖିଏ ସ୍ୱପ୍ନ ନେଇ ଶାଶୂ ଘରକୁ ଗଲା ମାଣିକ...

କୋରାପୁଟ:ନୂଆ ଦୁନିଆରେ ପାଦ ଥାପିଛି ମାଣିକ।  ତାର ହାତକୁ ଦି ହାତ ହୋଇଯାଇଛି ମାଣିକ। ଭୋଜିଭାତ, ଢମ୍‌ସା ନାଚରେ ବେଶ ଖୁସି ମନେଇଥିଲେ ସାହିପଡ଼ିଶା। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ‘ଅନେକ କଷ୍ଟ ସହିଛି, ଭାଇ, ଭଉଣୀଙ୍କ ପାଇଁ ଅନେକ କିଛି କରିଛି। ଭଗବାନ ତା’ର ଅବଶିଷ୍ଟ ଜୀବନକୁ ସୁଖମୟ କରନ୍ତୁ…’ ସମସ୍ତଙ୍କ ତୁଣ୍ଡରେ ଥିଲା ଏମିତି ଆଶୀର୍ବାଦ। ଇଏ ସେଇ  ଅନାଥ ଝିଅ ମାଣିକ ମୁଦୁଲି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଡାକ୍ତରଖାନାରେ ଦିନେ ଯିଏ ମୃତ୍ୟୁ ସହ […]

mao
ଆନ୍ଧ୍ର ସୀମାରୁ ଜବତ ହେଲା ବିପୁଳ ବିସ୍ଫୋରକ

ରୟଗଡ଼ା: ଓଡ଼ିଶା ଓ ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲି  CRPF ୮ମ ବାଟାଲିଅନ ଯବାନମାନେ କୁମ୍ବିଂ ଅପରେଶନ କରିବା ବେଳେ ଏହାକୁ ଜବତ କରିଛନ୍ତି। ଗତକାଲି ଯବାନମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ କରୁଥିଲେ। କୁମ୍ବିଂ ବେଳେ ସ୍ଥାନୀୟ ଅଣ୍ଡେଙ୍ଗି ଗାଁ ନିକଟସ୍ଥ ଜଙ୍ଗଲରୁ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ।  ତେବେ ଯବାନମାନେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ […]

image
ନିର୍ଭୟା: ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।  ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି। ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା […]

truck accident
ଦୁଇ ଟ୍ରକ ମୁହଁ।ମୁହିଁ ଧକ୍କା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଚାନ୍ଦପଶି  ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବିପରୀତ ଦିଗରୁ ଆସୁଥିବା  ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭର ମୃତ୍ୟୁ ଘଟିଥିଲା । ରାତିରେ ଖବର ପାଇ ଅଗ୍ନିଶମ ଦଳ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ। ହେଲେ ଘଟଗାଁ ଓ […]

ADhar
ଆଧାର ଦେଖାଇଲେ ଫଟାଫଟ୍‌ ମିଳିବ ପ୍ୟାନ୍‌ କାର୍ଡ

ନୂଆଦିଲ୍ଲୀ:ପାନ କାର୍ଡ କରିବା ପାଇଁ  ଆଉ ଚିନ୍ତା ନାହିଁ। ଯଦି ଆପଣଙ୍କ ପାଖରେ ଯଦି ଆଧାର ନମ୍ବର ଅଛି ତେବେ ଫଟାଫଟ୍‌ ଆପଣଙ୍କୁ ମିଳିଯିବ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ୍‌ PAN Card। ଏଥର ବଜେଟରେ ଏମିତି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଥିଲେ, ଆଧାର ଥିଲେ ପାନ୍‌ କାର୍ଡ ପାଇଁ ଫର୍ମ ବି ପୂରଣ କରିବାକୁ ପଡ଼ିବ ନାହିଁ। ଆଧାର ମାର୍ଡ ମାଧ୍ୟମରେ  […]

NS-1
ବାପାଙ୍କ ମୃତ୍ୟୁ ଖବର ଶୁଣି ବି ଘରକୁ ଯାଇ ନ ଥିଲେ ବଜେଟ ଦାୟିତ୍ୱରେ ଥିବା ଅଧିକାରୀ

ନୂଆଦିଲ୍ଲୀ:ବଜେଟ ଛପା କାମ କେତେ କଠିନ ଯିଏ କରେ ସିଏ ଜାଣେ। ବଜେଟ ପ୍ରସ୍ତୁତ କରିବା ପାଇଁ ନିଜକୁ କେତେ ଦୃଢ କରିବା ଆବଶ୍ୟକ ତାହାର ଏକ ପ୍ରମାଣ ଦେଇଛନ୍ତି ଡେପୁଟି ମ୍ୟାନେଜର (ପ୍ରେସ) କୁଲଦୀପ ଶର୍ମା। ବଜେଟ ଛପା ଦାୟିତ୍ୱରେ ଥିବା ବେଳେ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ତାଙ୍କ ବାପାଙ୍କ ମୃତୃ ଘଟିଥିଲା। ତଥାପି ସେ ଛୁଟିରେ ନ ଯାଇ ନିଜ କାର୍ଯ୍ୟ କରୁଥିଲେ। ବଜେଟ ଛପା ଦାୟିତ୍ୱରେ ଥିବା ଅଧିକାରୀ ଛୁଟି ନେଇପାରିବେନି […]

2323232
ଆଗ ଟଙ୍କା ଦେବ, ପରେ ବିଜୁଳି ଜାଳିବ-ବଜେଟ୍‌ରେ ନୂଆ ନିୟମ

ନୂଆଦିଲ୍ଲୀ:ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଆସିବ ପ୍ରିପେଡ ସ୍ମାର୍ଟ ମିଟର। ଏଥିସହ ଗ୍ରାହକମାନେ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନିଜ ପସନ୍ଦ ଅନୁସାରେ ଚୟନ କରିବେ ଏବଂ ନିଜର ଆବଶ୍ୟକ ଅନୁଯାୟୀ ଦର ସ୍ଥିର କରିପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ପ୍ରସ୍ତାବ ରଖିଛନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷ […]

lic
LICରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ:ଭାରତୀୟ ଜୀବନ ବିମା ନିଗମ ବା ଲାଇଫ ଇନ୍‌ସ୍ୟୁରାନ୍ସ (LIC)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର । ଏ ନେଇ ବଜେଟ୍‌ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ IDBIର ସରକାରୀ ଅଂଶଧନକୁ ମଧ୍ୟ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି। ଏଲଆଇସିରୁ କେତେ ପୁଞ୍ଜି ପ୍ରତ୍ୟାହାର କରିବେ ସେ ନେଇ ଯଦିଓ ସ୍ପଷ୍ଟ ଜଣା ପଡ଼ିନାହିଁ ତେବେ ଏହାକୁ ନେଇ ବିରଧୀମାନେ ପାଟିତୁଣ୍ଡ କରିଛନ୍ତି। ସୂଚନାଥାଉ କି ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶିତ […]

budget
ଏଥର ବଜେଟ୍‌ରେ ୫ ଜଣଙ୍କ ଭୂମିକା ଥିଲା ଏମିତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ:ବଜେଟ ଆଗତ କରିବା ପୂର୍ବରୁ ନିୟମ ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପୁରା ଟିମ୍‌ ସହ ରାଷ୍ଟ୍ରପତି ରୀମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ନିୟମ ଅନୁଯାୟୀ,  ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ବଜେଟ ମନ୍ତ୍ରୀମଣ୍ଡଳର ଅନୁମୋଦିତ ହେବ ଏବଂ ତା’ ପରେ ହିଁ ବଜେଟ୍‌ରେ ଆଗତ କରାଯିବ। ତେବ ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କୁ କିଏ ସହଯୋଗ କରିଥିଲା ଜାଣନ୍ତି ? […]

top-places-in-india-that-every-tourist-must-visit
ବଜେଟ୍‌-୨୦୨୦; ପର୍ଯ୍ୟଟନ ସହରରେ ପ୍ରତିଷ୍ଠା ହେବ ମ୍ୟୁଜିୟମ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏହାବ୍ୟତୀତ ଝାଡ଼ଖଣ୍ଡ ରାଞ୍ଚିରେ ପ୍ରତିଷ୍ଠା ହେବ ଜନଜାତି ସଂଗ୍ରହାଳୟ। ସେହିପରି ଅହମ୍ମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ। ଏଥର ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ୨୫୦୦ […]

NS
ହମାରା ୱତନ୍‌..ଦୁନିଆ କା ସବ୍‌ସେ ପ୍ୟାରା ୱତନ୍‌-ବଜେଟ୍‌ ଉପସ୍ଥାପନ ବେଳେ କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଆର୍ଥିକ ବଜେଟକୁ ନେଇ ଆଜି ସଂସଦର ମାହୋଲ ସରଗରମ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଢୁଛନ୍ତି ଆର୍ଥିକ ବଜେଟ୍‌। ଆଜି ବଜେଟ ପଢିବା ବେଳେ ମନ୍ତ୍ରୀ କାଶ୍ମୀରକୁ ନେଇ ଏକ କବିତା ପଢିଥିଲେ। ଏହି କବିତା ଗମ୍ଭୀର ମାହୋଲକୁ ହାଲ୍‌କା କରି ଦେଇଥିଲା। ଅର୍ଥମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇ ହିନ୍ଦୀରେ ଏକ କବିତା ପଢିଥିଲେ। ସେ ଏଥିରେ କହିଥିଲେ, ‘ହମାରା ୱତନ୍‌ ଖିଲ୍‌ତେ ହୁଏ ଶାଲିମାର ବାଗ୍‌ ଜୈସା/ ହମାରା ୱତନ୍‌ ଡାଲ୍‌ ଝିଲ୍‌ ମେଁ ଖିଲ୍‌ତେ ହୁଏ […]