କାମାକ୍ଷନଗର:କରୋନାରେ ଉଜୁଡି ଯାଉଛି ଘର, ଭାଙ୍ଗି ଯାଉଛି ପରିବାର । ଆପଣାର ଲୋକମାନେ ହୋଇ ଯାଉଛନ୍ତି ସାତପର । ମୃତ୍ୟୁ ମୁହଁରେ ଛଟପଟ ହେଉଥିବା ବାପାଙ୍କୁ ପାଣି ଟୋପାଏ ଦେବାକୁ ଡ଼ରୁଛି ପୁଅ । ଶବ ତା ଏଠି ଅଲୋଡ଼ା ।…
ଆମେ ସମସ୍ତେ ଏଣ୍ଡୁଅ ରଙ୍ଗ ବଦଳାଇବା ବିଷୟରେ ଶୁଣିଛୁ, କିନ୍ତୁ ପାହାଡର ରଙ୍ଗ ପରିବର୍ତ୍ତନ କରିବାର ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହା ବିଚିତ୍ର ନିଶ୍ଚିତ, କିନ୍ତୁ ଅଷ୍ଟ୍ରେଲିଆର ଏକ ପାହାଡ ସକାଳରୁ ସନ୍ଧ୍ୟା…
ଭୁବନେଶ୍ଵର: କୋଭିଡ୍ ଟିକା ଆସିବା ପରେ କରୋନା ଚାଲିଗଲା ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ତାହାକୁ ଭୁଲ ପ୍ରମାଣିତ କରିଦେଲା ମହାମାରୀର ଦ୍ୱିତୀୟ ଲହର । କରୋନା ଟିକା ଯଦି ସଂଜିବନୀ ହୁଏ, ତେବେ କରୋନାରୁ ବର୍ତ୍ତିବା ପାଇଁ ମାସ୍କ…
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଜଗଦିଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତେବେ ୫ ବର୍ଷର ସୁଶାସନସତ୍ତ୍ୱେ କାହିଁକି ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା ବିଜେପି?
ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଜିବୀଙ୍କୁ ବରିଷ୍ଠତା ପ୍ରଦାନ ପାଇଁ ଦେଶର ସମସ୍ତ ହାଇକୋର୍ଟ ନିୟମାବଳୀ ପ୍ରସ୍ତୁତ କରିଥିଲେ।
ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ଚାଲିଛି ଟିକାକରଣ। ରାଉରକେଲାରେ ଗୋଟିଏ ଦିନ ବ୍ୟବଧାନରେ ଟିକା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୁମ୍ବାଇ: କରୋନା ସଂକ୍ରମଣ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇଥିବା ବେଳେ ମହାରାଷ୍ଟ୍ର ସରକାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟ ମେଡିକାଲ ଇଂସୁରାନ୍ସ ସ୍କିମ୍…
ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ
କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି।
କରୋନା ଭାଇରସ୍ ସମଗ୍ର ଦେଶକୁ ହତାଶ କରିଦେଇଛି। ଧନ ଜୀବନ ନଷ୍ଟ ହେବା ସହିତ ଦେଶର ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଜଣାନାହିଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ କେତେ ଯେ…
ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ…
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ…
ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ ଘଂଚ ଜଙ୍ଗଲରେ…
ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…
ରୋମ୍: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍ସିନ୍ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍ସିନ୍ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…
ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…
ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…
ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…
ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର…
ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…