• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gold
ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର

ନୂଆଦିଲ୍ଲୀ: ମେ’ ୧୪ରେ ପଡ଼ୁଛି ଅକ୍ଷୟ ତୃତୀୟା। ତେବେ ଏହା ପୂର୍ବରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଘଟିଛି। Multi Commodity…

nurses
ଆଜି ନର୍ସେସ ଡେ': ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ସେବିକା ଦିବସ ବା ନର୍ସେସ ଡେ। ପ୍ରତିବର୍ଷ ଆଜିର ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ବ୍ରିିଟେନ୍ ଜନ୍ମିତ ବିଶ୍ୱ ପ୍ରସିଦ୍ଧ ନର୍ସ, ସମାଜ ସଂସ୍କାରକ ଫ୍ଲୋରେନ୍ସ…

Untitled-1
ମାଓବାଦୀଙ୍କ ବର୍ବରକାଣ୍ଡ : ଯବାନଙ୍କୁ ଗଳାକାଟି ହତ୍ୟା

ମାନକାନଗିରି: ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ।  ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା।  ମାଲକାନଗିରି ସୀମାନ୍ତ…

odisha
ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା

ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା ଟିକାକରଣ ପ୍ରକ୍ରିୟାରେ ସାମିଲ ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ)ଙ୍କ ଚିଠି ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟିକାକରଣ…

Untitled-1
କଂଗ୍ରେସର ବ୍ୟବହାର ଅପରିପକ୍ୱ ବୋଲି କହିଲେ ଅପରାଜିତା

ଭୁବନେଶ୍ଵର : ଦେଶରେ ଟିକା ଯୋଗାଣରେ କୌଣସି ପାତରଅନ୍ତର କରାଯାଉ ନାହିଁ। ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକ୍ସିନ୍ ଠିକ୍ ନୁହେଁ କହିବା ଦୁର୍ଭାଗ୍ୟଜନକ ଏବଂ ଏହା ଦେଶର ବୈଜ୍ଞାନିକ, ଗବେଷକଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…

8
ତାଲାବନ୍ଦରେ ସ୍ତ୍ରୀ ଓ ଛୁଆଙ୍କୁ ଦେଖା କରିବାକୁ ବସ୍ ଚୋରି କଲେ ଯୁବକ

ତ୍ରିଭେନ୍ଦ୍ରମ୍ : ସ୍ତ୍ରୀ ପାଖକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ । ତାଲାବନ୍ଦରେ ପରିବାର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ଦେଖା ନଯିବାରୁ ୩୦ ବର୍ଷିୟ ଯୁବକ ବସ୍ ଚୋରାଇ ନେଲେ । କିନ୍ତୁ ଦୁଃଖର ବିଷୟ ଘରେ…

Untitled-1
କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ

ଭୁବନେଶ୍ଵର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ।…

କରୋନାରେ ଏହି କଳାକାରଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏହି ଦ୍ୱିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି କୋଟିପତି। ଏଥିରେ ଚଳଚ୍ଚିତ୍ର ଦୁନିଆର ଅନେକ ତାରକା ମଧ୍ୟ ସାମିଲ ଅଛନ୍ତି। ହିନା ଖାନ, ସ୍ନେହା ପଣ୍ଡିତ,…

school
ସ୍କୁଲ ଉପରକୁ ଗୁଳିମାଡ, ୧୧ ମୃତ: ୧୭ ବର୍ଷର ଆକ୍ରମଣକାରୀ ଅଟକ

ମସ୍କୋ:ରୁଷର କଜାନ ସହରର ଏକ ସ୍କୁଲରେ ଭୟଙ୍କର ଅଘଟଣ ଘଟିଯାଇଛି । ମଙ୍ଗଳବାର ସ୍କୁଲ ଉପରେ କେହି ଆଖିବୁଜା ଗୁଳିବର୍ଷା କରିଛନ୍ତି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ଆହତ ହୋଇଛନ୍ତି । ରୁଷର ସରକାରୀ…

woman
ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ,କାନ୍ଦି କାନ୍ଦି କହିଲେ-‘କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ’

ନୂଆଦିଲ୍ଲୀ: “ହ୍ୟାଲୋ ଏଭ୍ରିୱନ୍‌। ବହୁତ କଷ୍ଟରେ ମୁଁ ଏହି ଭିଡିଓ କରୁଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି, ଦୟାକରି କରୋନାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଏହା ବହୁତ ଖରାପ। ବହୁତ ଖରାପ ଲକ୍ଷଣ। ମୁଁ ଠିକ୍‌ ଭାବେ କଥା ହୋଇପାରୁ…

Sonu Sood
ସୋନୁ ସୁଦ ଫ୍ରାନ୍ସରୁ ମଗେଇଲେ ଅକ୍ସିଜେନ ପ୍ଲାଣ୍ଟ୍

ଗତ ବର୍ଷ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିବା ସୋନୁ ସୁଦ ଏଥର ଅଭାବୀ ଲୋକଙ୍କ ପାଖରେ ଅମ୍ଳଜାନ ପହଞ୍ଚାଇବାର ଦାୟିତ୍ଵ ନେ‍ଇଛନ୍ତି। ଏହି ଦାୟିତ୍ଵକୁ ସେ ମଧ୍ୟ ପୂର୍ଣ୍ଣ ଭାବେ ପାଳନ କରୁଥିବା ତାଙ୍କ କାର୍ଯ୍ୟକଳାପରୁ ଦେଖାଯାଏ।

gun
ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଲୁଟିଲେ ୩ ଡକାୟତ

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଦୁର୍ବୃତ୍ତଙ୍କ ଦ୍ୱାରା ଡକାୟତିର ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର…

hamas
ଇସ୍ରାଏଲ ଉପରେ ହମାସ୍‌ର ୩୦୦ ରକେଟ ମାଡ, ଭାରତୀୟ ମହିଳା ମୃତ

ଗାଜା-ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଦୀର୍ଘ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ରାତାରାତି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । ଏହି ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ…

corona case
ଚିନ୍ତାଜନକ : କରୋନାରେ ପ୍ରାଣ ହରାଇଥିବା ଦୁଇ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ

ଗୁରୁଗ୍ରାମରେ ଏପ୍ରିଲ ୧ରୁ ୧୦ମେ ମଧ୍ୟରେ ୨୩୫ ଲୋକଙ୍କ ମୁଣ୍ଡ ନେଲା କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀରେ ଏବେ ସୁଦ୍ଧା ୫୯୯ ଲୋକଙ୍କ ଜୀବନ ଯାଇଛି ୨୩୫ ଲୋକଙ୍କୁ ମଧ୍ୟରୁ ୧୪୦ ଜଣ ପୁରୁଷ ଓ ୯୫ ମହିଳା…

bmc
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗର OSD ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ଡ. କ୍ରିଷନ…

covid injection
୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର ।…

seychelles
କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ସିସେଲ୍ସରେ ଟିକାକରଣ ପରେ ଅଚାନକ୍ ସଂକ୍ରମଣ ବୃଦ୍ଧି

ସର୍ବାଧିକ ଭାଗ ଜନସଂଖ୍ୟାକୁ ଟିକା ଦେଇଥିଲା ସିସେଲ୍ସ ସକ୍ରିୟ ସଂକ୍ରମିତ ସଂଖ୍ୟା ୨ ସପ୍ତାହରେ ୨ଗୁଣ ହେବା ପରେ ଚିନ୍ତା ଟିକା ଦକ୍ଷତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ: ଡବ୍ଲୁଏଚ୍ଓ ଭୟଙ୍କର ଭାବେ କାୟା ମେଲାଉଛି କରୋନା ମହାମାରୀ । କୁହାଯାଉଛି ଏହାକୁ…

odisha
‘ଭାଇ ମୋତେ ଫୋନ୍‌ କରି କହିଲେ-୫ ଲକ୍ଷ ଟଙ୍କା ଦେଲେ ତୋ ପୁଅକୁ ପାଇବୁ’

କେନ୍ଦ୍ରାପଡ଼ା: ଟଙ୍କା ପାଇଁ ପୁତୁରାକୁ ଅପହରଣ କଲା ବଡ଼ବାପା। ଧମକ ଦେଇ ମାଗିଲେ ୫ ଲକ୍ଷ ଟଙ୍କା। ଏପରି କିଛି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ଗାଁରେ। ସୂଚନାନୁଯାୟୀ, ଚାଟରାଚକଡ଼ା ଗାଁର ରଞ୍ଜନ ଜେନା ଭୁବନେଶ୍ୱରରେ ଥିବା…