ଲଣ୍ଡନ: ବ୍ରାଜିଲ ସରକାର ଗର୍ଭବତୀଙ୍କୁ ଆଷ୍ଟ୍ରାଜେନିକା ଟିକା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରିଓ ଡି ଜେନେରୋରେ ଟୀକାକରଣ ସହ ଜଡିତ ସମ୍ଭାବିତ ଷ୍ଟ୍ରୋକ୍ କାରଣରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି…
ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି।
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା…
ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା…
ଏକ ଫୋନ୍ ବାର୍ତ୍ତାଳାପରୁ ଏମିତି ଖବର ସମ୍ପର୍କରେ ଜାଣିବାକୁ ମିଳିଛି। ଜଣେ ଚିକିତ୍ସାଧିନ କୋଭିଡ୍ ରୋଗୀ ସମ୍ପର୍କରେ କେମିତି ଓ କିଭଳି ଅପଡେଟ୍ ପାଉଥିବେ ତାଙ୍କ ପରିବାର ଲୋକେ?
ସନ୍ଧ୍ୟା ଜଳଖିଆରେ ଆପଣ ଆଳୁ ଓ ପିଆଜ ପକୋଡା ଖାଇ ଖାଇ ବିରକ୍ତ ହୋଇଗଲେଣି କି? ତେବେ ସନ୍ଧ୍ୟା ଜଳଖିଆକୁ ଆଉ ଟିକେ ନିଆରା କରିବା ପାଇଁ ଚାଲନ୍ତୁ ଏଥର କିଛି ନୂଆ କରିବା। ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ…
ରାୟପୁର: କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ୍ । ବ୍ଲାକ ଫଙ୍ଗସ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବାବେଳେ ଛତିଶଗଡରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ…
ଭୁବନେଶ୍ଵର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ଓଲଡ ଟାଉନରୁ ୪୨, ବରଗଡରୁ ୪୬, ଜଗମୋହନ ନଗରରୁ…
ହିସାର: କରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ଥମୁନି. ପୁଣି ଆସିବ ତୃତୀୟ ଲହରୀ..ଏମିତି ଖବର ସବୁ ପଢିପଢି ହତାଶାଭାବ ବଢୁଛି । ଏବେ କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାହାସର ସହ ମୁକାବିଲା କଲେ…
ଶରୀର ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଭିଟାମିନ୍ ଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଭିଟାମିନ୍ ଇ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଏହା କେଶ ଓ ଚର୍ମ ପାଇଁ ମଧ୍ୟ ବହୁତ ଭଲ।
ନୂଆଦିଲ୍ଲୀ: କରୋନା ମହାମମାରୀ କାରଣରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ ରଖାଗଲା । ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏବେ ଅବଶିଷ୍ଟ ୩୧ଟି ମ୍ୟାଚ୍ ସେପ୍ଟେମ୍ବରରେ କରିବା ପାଇଁ ବିସିସିଆଇ ଯୋଜନା…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂହଙ୍କ ପିତା ଶିବ ପ୍ରସାଦ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ଏନେଇ ନିଜ ଟ୍ୱିଟ୍ ଜରିଆରେ ଆରପି ସିଂହ ସୂଚନା ଦେଇଛନ୍ତି । ଆରପି ସିଂହଙ୍କ ପିତା ଅନେକ ଦିନ ଧରି…
ବିରାଟକାୟ ବେଙ୍ଗକୁ ଦେଖି ଡରିଗଲେ ଗାଁ ଲୋକୋ ବେଙ୍ଗ ଯୁଆଡେ ବି ଯାଉଥିଲା, ଭୟରେ ଗାଁ ଲୋକ କିଛି ଦୂର ପଳାଉଥିଲେ, ଆଉ ଶେଷରେ ଧରିଲେ । ସୋଲମନ ଦ୍ୱୀପପୁଞ୍ଜରେ ବିରଳ ପ୍ରଜାତିର ବେଙ୍ଗକୁ ଉଦ୍ଧାର କରାଯାଇଛି । ମଣିଷ ଛୁଆର…
ଆପଣ ନିଶ୍ଚିତ ଦେଖିଥିବେ ଯେ ଯଦି ଜଣେ ପହଁରା ନ ଜାଣିଥିବା ବ୍ୟକ୍ତି ପାଣିରେ ଗଳିପଡେ ତେବେ ବହୁ ଚେଷ୍ଟା ପରେ ବି ସେ ନିଜକୁ ବଞ୍ଚେଇ ପାରେନି। କିନ୍ତୁ ଏକ ଶବ ବିନା କୌଣସି ପ୍ରୟାସରେ ପାଣିରେ ଭାସୁଛି କିପରି!
ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛିଉ କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସେ କହିଛନ୍ତି ଯେ, ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ।
ନୂଆଦିଲ୍ଲୀ: ଭାରତରେ ଗତ ଏକ ସପ୍ତାହ ହେବ ପ୍ରତ୍ୟେକ ଦିନ ଚାରି ଲକ୍ଷରୁ କମ୍ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲ୍ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚ ପକ୍ଷରୁ…
ଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍ । ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଛି। ସଂଘର୍ଷ ପରେ ଗଡ଼ିଛି ମୁଣ୍ଡ, ରକ୍ତରଂଜିତ ହୋଇଛି ଇହୁଦୀ, ଇସଲାମ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରମୁଖ ଧର୍ମୀପୀଠ ଥିବା ଐତିହାସିକ ସହର ପାଲେଷ୍ଟାଇନ୍
କରୋନାରେ ଅଧିକ ପ୍ରଭାବିତ ଜିଲ୍ଲାରେ ଲକଡାଉନ୍ ଆବଶ୍ୟକ ରହିଛି। ଦେଶରେ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ସେଠି ୬ରୁ ୮ ସପ୍ତାହ ଲକଡାଉନ୍ ଦରକାର। ଆଜି ଏଭଳି କିଛି କହିଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗବ।
ମୁମ୍ବାଇ: ରିଆଲିଟି ଶୋ ‘ବିଗ୍ ବସ୍ ୧୪’ ଯୋଗୁଁ ନିକ୍କି ତମ୍ବୋଲି ପ୍ରସିଦ୍ଧ ହୋଇ ଯାଇଛନ୍ତି। ତାଙ୍କର ଏହି ପ୍ରସିଦ୍ଧି ତାଙ୍କ ପାଇଁ ସୁଯୋଗ ତିଆରି କରିଛି। ଏହି ଶୋ ପରେ ନିକ୍କି କିଛି ମ୍ୟୁଜିକ୍ ଭିଡିଓ ବ୍ୟତୀତ, ବର୍ତ୍ତମାନ ପୁଣି…
କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା
ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ।
ନୂଆପଡା ଜିଲ୍ଲା ସିନାପାଲି ଥାନା କୁସୁମଯୋର ସ୍ଥିତ ଓଡିଶା ଛତିଶଗଡ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଏହି ରାସ୍ତା ଓଡିଶାର ସିନାପାଲି ଓ ଛତିଶଗଡର ଦେଓଭୋଗକୁ ସଂଯୋଗ କରୁଥିବାରୁ ଅନେକ ଲୋକେ ଛତିଶଗଡ଼ରୁ ଓଡ଼ିଶାରେ ପ୍ରବେଶ କରୁଛନ୍ତି।
ନୂଆଦିଲ୍ଲୀ: କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ। ପୂର୍ବରୁ ପ୍ରଥମ ଡୋଜ ଟିକା ନେବାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଧାର୍ଯ ହୋଇଥିଲା। ଏବେ ଦ୍ୱିତୀୟ ଡୋଜ ପାଇଁ ସମୟ…