ଗ୍ୱାଲିଅର: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅସମ୍ଭବ ନୁହେଁ। ଝାଡ଼ଖଣ୍ଡରେ ରହୁଥିବା ଧନଞ୍ଜୟ ମାଝି ଏହିପରି ଏକ କାମ କରି ଦେଖାଇଛନ୍ତି। ଘର ତାଙ୍କର ଝାଡ଼ଖଣ୍ଡରେ କିନ୍ତୁ ମଧ୍ୟପ୍ରଦେଶରେ ତାଙ୍କ ଚର୍ଚ୍ଚା ଖୁବ୍ ହେଉଛି। ଏହାର କାରଣ ସେ ନିଜ ଗର୍ଭବତୀ ପତ୍ନୀକୁ ୧୧୭୬ କିଲୋମିଟର ପରୀକ୍ଷା ସେଣ୍ଟରରେ ପହଞ୍ଚାଇନ୍ତି। ସେ ପୁଣି ସ୍କୁଟି ଚଳାଇ। ଗୋଡାରୁ ଗ୍ୱାଲିଅରର ଦୂରତା ପାଖାପାଖି ୧୧୭୬ କିମି। ଯିବା ଆସିବାର ମାଧ୍ୟମ କେବଳ ଟ୍ରେନ୍। କରୋନା କଟକଣା କାରଣରୁ ଟ୍ରେନ୍ ବନ୍ଦ ରହିଛି। ବସ୍ରେ […]
ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। OTVକୁ ବିଦ୍ୟାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ ବ୍ରେକ୍ଅପ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି ସଂପୃକ୍ତ ଯୁବତୀ କହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍, […]
ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୨୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମ- ୩୬୮, କଟକ- ୨୩୦, ଯାଜପୁରରୁ ୧୯୫ ସୁସ୍ଥ ହୋଇଛନ୍ତି। ରାୟଗଡ଼ା- ୧୮୭, ବରଗଡ଼- ୧୮୫, ବାଲେଶ୍ୱରରୁ ୧୨୪ ସୁସ୍ଥ ହୋଇଥିବା ବେଳେ ପୁରୀ- ୧୨୨, ନୟାଗଡ଼ ଜିଲ୍ଲାରୁ ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ସେମାନଙ୍କ ମଧ୍ୟରୁ ୩୫୯ ଲୋକାଲ କେଶ ହୋଇଥିବାବେଳେ ୨୨୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଆଜି ୩୧୬ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 3rd […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ କୁହାଯାଉଥିବା ଯୁବତୀ ଜଣକ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ ମୁହଁ ଖୋଲିବା ପରେ ବାଲେଶ୍ୱର ଜିଲ୍ଳାର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଦିତ୍ୟଙ୍କ ସହ ତାଙ୍କ ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ଚିନ୍ମୟୀ। କିନ୍ତୁ ଏକତରଫା ନୁହେଁ, ଉଭୟଙ୍କ ମଧ୍ୟରେ ନର୍ମାଲ ଓ ଡିଷ୍ଟାନ୍ସ ପ୍ରେମ ସଂପର୍କ ଥିଲା […]
ଭୁବନେଶ୍ୱର: କରୋନା ସ୍ଥିତି ସହ କୃଷି, ଶିଳ୍ପ ଓ ଭିତ୍ତିଭୂମି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷାରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଟକ-ଖୋର୍ଦ୍ଧାରେ କୋଭିଡ୍ ରଣନୀତିକୁ ସୁଦୃଢ଼ କରାଯିବ। ବଢୁଥିବା ସଂକ୍ରମଣର ସ୍ଥିତିକୁ ଦେଖି ଏହି ଦୁଇ ଜିଳ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତି […]
ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍କୁ ନେଇ ରାଜନୀତି ଜୋର୍ ଧରିଛି। ବିବାଦ ତେଜୁଥିବାରୁ ସରକାର କେବଳ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ RT-PCR ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଏପଟେ ରାଜ୍ୟରେ ବି ଅଧିକରୁ ଅଧିକ ବିଧାୟକ ଓ ମନ୍ତ୍ରୀ କୋଭିଡ୍ରେ ଆକ୍ରାନ୍ତ ହେଉଥିବାରୁ ଆଗାମୀ ବିଧାନସଭା ଅଧିବେଶନ କିପରି ଚାଲିବ ତାକୁ ନେଇ କସରତ ଚାଲିଛି। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀ ରାଉତରାୟ ନିଜେ ଫେସବୁକ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତା ସହିତ ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନେ ନିଜର କୋଭିଡ୍ ନମୂନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସେ ସମସ୍ତଙ୍କ ଶୁଭେଚ୍ଛା ଓ ପ୍ରାର୍ଥନା ବଳରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା। ରମେଶ ଚନ୍ଦ୍ରଙ୍କ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷ ଟଙ୍କାର ବିଲ୍ଡିଂ, ପୁଡୁଚେରିରେ ବି ବିଲ୍ଡିଂ, ୬ ଶହ ଗ୍ରାମର ସୁନା ଓ ରୂପା ରହିଛି। ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି […]
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁର କୋଳି ସାହିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ନାଗା ଗୌଡ଼। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନାଗାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ନାଗାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆସିକା SDPO ଓ ଆସିକା […]
ଯାଜପୁର: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା ଟ୍ରକ୍। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ଟ୍ରକ୍ ଓଭରଟେକିଂ କରୁଥିବା ବେଳେ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଟ୍ରକ୍ଟି ମାଡ଼ି ଯାଇଥିଲା। ଫଳରେ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB)ଖୋଳତାଡ଼ ଜୋରଦାର କରିଛି। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍ ସ୍ଥିତ ବାସଭବନରେ NCB ପକ୍ଷରୁ ରେଡ୍ ଜାରି ରହିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍ ରିୟାଙ୍କ ଘରେ ଚଢ଼ଉ କରିଛନ୍ତି। ଡ୍ରଗ୍ସ ଲିଙ୍କ୍କୁ ନେଇ ଯାଞ୍ଚ ଚାଲିବା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରଣ୍ଡାଙ୍କୁ Narcotics Control Bureau (NCB) ଘରୁ ଉଠାଇ ନେଇଛି। ଡ୍ରଗ୍ସ ଲିଙ୍କ୍ ଘଟଣାରେ ତାଙ୍କୁ ପଚରାଉଚରା କରାଯାଇପାରେ ବୋଲି ଜଣାପଡ଼ିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ରିୟା ସୌଭିକ ଚକ୍ରବର୍ତ୍ତୀଙ୍କୁ NCB ପକ୍ଷରୁ ସମନ ଜାରି କରାଯାଇଛି। ସୂଚନାଥାଉ କି, ଡ୍ରଗ୍ସ ଲିଙ୍କ୍ ଘଟଣାକୁ ନେଇ NCBର ଏକ ଟିମ୍ ଆଜି ସକାଳୁ ସକାଳୁ ସାମୁଏଲ୍ଙ୍କ ମୁମ୍ବାଇ ସ୍ଥିତ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ କରୋନା ରୋଗୀ ଆଖି ବୁଜିଛନ୍ତି । ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୨୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୬୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୩୦୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଆକ୍ରାନ୍ତ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ବଲାଙ୍ଗିର, କଟକ, ଗଞ୍ଜାମରୁ ୨ଜଣ ଲେଖାଏ, ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୩୧ ହୋଇଛି। ୨୪ ଘଣ୍ଟାରେ ଓଡ଼ିଶାରେ ୩,୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ […]
ୱାଶିଂଟନ୍: କରୋନା ଭ୍ୟାକ୍ସିନ୍କୁ ନେଇ ଏକ ଉତ୍ସାହଜନକ ଖବର। ନଭେମ୍ବର ୧ ସୁଦ୍ଧା କରୋନା ଭ୍ୟାକ୍ସିନ୍ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। ଆମେରିକା ପକ୍ଷରୁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧ ସୁଦ୍ଧା ଭ୍ୟାକ୍ସିନ୍ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। […]
ନୂଆଦିଲ୍ଲୀ: ଭାରତରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୩୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତର ମୋଟ ୬୮,୪୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। #CoronaVirusUpdates: 📍Total #COVID19 Cases in India (as on September 04, 2020) ▶️77.15% Cured/Discharged/Migrated […]
ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]