• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

12131
ହାଇକୋର୍ଟରେ ହାଥରସ୍‌ ମାମଲାର ଶୁଣାଣି ଆଜି, କଡା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଯାଉଛନ୍ତି ପୀଡିତାଙ୍କ ପରିବାର

ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍‌ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ ଏହି ମାମଲାରେ ଏସିଏମ, ଡିଜିପି, ଏଡିଜି ( ଲ ଆଣ୍ଡ ଅର୍ଡର), ହାଥରସ ଡିଏମ ଏବଂ ଏସପିଙ୍କୁ କୋର୍ଟ ସମନ ଜାରି କରିଥିଲେ।  ଏଥି ସହିତ ମୃତ […]

  • Friday, 02 July 2021
1233
ରିୟାଙ୍କ ଓକିଲ ଦେଲେ ଚେତାବନୀ; ବଦ୍‌ନାମ କରୁଥିବା ବ୍ୟକ୍ତିଙ୍କୁ...

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍‌କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ଏହି ମାମଲାରେ ଏନସିବି ସେପ୍ଟେମ୍ବର ୮ ତାରିଖ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ […]

  • Friday, 02 July 2021
rhea
ମୃତ୍ୟୁ ପୂର୍ବଦିନ ରିୟାଙ୍କୁ ଭେଟିଥିଲେ କି ସୁଶାନ୍ତ ? ସିବିଆଇ ରଖିଲା ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଆକ୍ସନ୍ ମୁଡକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ମାମଲାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି। ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍ ୧୩ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବା ଖବରକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ୍ୟୁ ପୂର୍ବଦିନ ସୁଶାନ୍ତ ରିୟାଙ୍କୁ ଭେଟିଥିବା  ନେଇ କିଛି ପଡ଼ୋଶୀ ଦାବି କରିଥିଲେ। ଏହି ଘଟଣାକୁ ନେଇ ଏବେ ସିବିଆଇ ଏମାନଙ୍କୁ […]

  • Friday, 02 July 2021
child-salute
କୁନି ପିଲାଟିର ଦେଶପ୍ରେମ ଦେଖି ଅଟକିଗଲେ ଯବାନ, ମାରିଲେ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଏ ଜୀବନ ମାତୃଭୂମି ପାଇଁ। ଆଉ ଜୀବନର ପ୍ରତିଟି ମୁହୂର୍ତ୍ତ ମାଟି ମାଆର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ। ଏହି ଉକ୍ତିକୁ ବେଶ ଭଲ ଭାବେ ବୁଝିଛି କୁନି ପିଲାଟି। ସେଥିପାଇଁ ବୋଧହୁଏ ଘର ସାମ୍ନା ଦେଇ ଯାଉଥିବା ଯବାନଙ୍କ କାର୍କେଡକୁ ପ୍ରତିଦିନ ସାଲୁଟ୍ କରୁଛି। ଏପରି କରିବାକୁ ନା ତାକୁ କିଏ ଶିଖେଇଛି ନା କିଏ ନିର୍ଦ୍ଦେଶ ଦେଇଛି। ତଥାପି ତା’ର ଡ୍ୟୁଟିରେ ସେ କେବେ ଖିଲାପ କରୁନି। ଲଦାଖର ଏହି ଭିଡିଓ ଏବେ […]

  • Friday, 02 July 2021
Capture 6
କନକ ବର୍ଦ୍ଧନଙ୍କ ନେତୃତ୍ୱରେ ବଲାଙ୍ଗିର ସିଏସ୍ଓଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର: ଟୋକନରେ ସମସ୍ୟାକୁ ନେଇ ଆଜି ବି ବିଜେପିର ବିକ୍ଷୋଭ । ରାଜ୍ୟର ବିଭିନ୍ନ ସ୍ଥାନର ଯୋଗାଣ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ…

mana Patel
ସନ୍ତରଣକାରୀ ମାନା ପଟେଲଙ୍କୁ ଅଲମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ…

gangrape
ଗଣଦୁଷ୍କର୍ମ ପରେ ମା’ ଶିଶୁଙ୍କୁ କେନାଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ବକ୍ସର: ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ହାଥରସ ନିଆଁରେ ସାରା ଦେଶ ଏବେ ଜଳୁଥିବାବେଳେ ସେମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ।  ଜଣେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହିତ ତାଙ୍କର ୫ ବର୍ଷର ସନ୍ତାନକୁ ମଧ୍ୟ ପାଣିକୁ ଫିଙ୍ଗି ଦେଇଛନ୍ତି। ଶିଶୁ ସନ୍ତାନକୁ ପାଣିରୁ ମୃତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି […]

  • Friday, 02 July 2021
ଫେଷ୍ଟିଭାଲ୍‌ ସିଜନ୍‌ରେ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨ଟି ସ୍ପେଶାଲ୍‌ ସ୍କିମ୍‌ ଘୋଷଣା କରିଛନ୍ତି। ଗୋଟିଏ ହେଲା-Leave Travel Concession ସମ୍ବନ୍ଧୀୟ କ୍ୟାସ୍‌ ଭାଉଚର୍‌ ଓ ଅନ୍ୟଟି ହେଲା-ଫେଷ୍ଟିଭାଲ୍‌‌ ଆଡଭାନ୍ସ। ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। […]

  • Friday, 02 July 2021
mumbai
ଅନ୍ଧାରରେ ମୁମ୍ବାଇ ସହର!

ମୁମ୍ବାଇ: ଟାଟା ବିଦ୍ୟୁତ ଯୋଗାଣ ସଂସ୍ଥା ଦ୍ୱାରା ବିଦ୍ୟୁତ ସରବରାହରେ ବାଧା ଉପୁଜିବାରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ମୁମ୍ବାଇ ବାସିନ୍ଦା।  ଥାନେ, ପୁଣେ ସମେତ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏମିତିକି  ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଅନେକ ଲୋକାଲ ଟ୍ରେନ ଅଟକି ରହିଛି। ଆଜି  ଦିନ ୧୦ଟାରୁ ସମସ୍ତ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। […]

  • Friday, 02 July 2021
deeep
ତୀବ୍ର ଅବପାତର ରୂପ ନେଲା ଲଘୁଚାପ, ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୨୫୦ କିମି ଦୂରରେ ରହିଛି। କାଲି ସକାଳେ କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, […]

  • Friday, 02 July 2021
coin
ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା।  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉନ୍ମୋଚନ ହୋଇଛି। ରାଜମାତା ସିନ୍ଧିଆ ଗରିବ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଲୋକ ପ୍ରତିନିଧି ହେବାର ମାନେ ଖାଲି ରାଜଗାଦିରେ ବସିବା ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ହୋଇଥାଏ ବୋଲି ଏହା ସେ ପ୍ରମାଣିତ […]

  • Friday, 02 July 2021
Sikhar Dhawan
କ୍ୱାରେଣ୍ଟାଇନ୍‌ ଶେଷ, କଲମ୍ବୋରେ ଆଭ୍ୟାସ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍‌ଡେ ଓ…

economy
ଅର୍ଥନୀତି ପାଇଁ ୨ ଜଣଙ୍କୁ ନୋବେଲ୍

ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥର ଅର୍ଥନୀତି ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବ। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ୍ ପାଇଁ ଏହି ଦୁଇ ଅର୍ଥନୀତି ବିଶାରଦଙ୍କୁ ନୋବେଲ ପୁରସ୍କାର ଦେବାରୁ ମନୋନୀତ କରାଯାଇଛି। ଶାନ୍ତି: ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ […]

  • Friday, 02 July 2021
khusooboo
ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ

ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ଏବଂ ଏକଦା ତାମିଲନାଡୁ କଂଗ୍ରେସର ମୁଖପାତ୍ର ଥିବା ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ଖୁସ୍‌ବୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏପରିକି ଖୁସ୍‌ବୁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିକୁ ସ୍ବାଗତ କରି ମନ୍ତବ୍ୟ […]

  • Friday, 02 July 2021