• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

324614179
ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ। ସେଠାରେ ଏହି ପ୍ରତିନିଧି ଦଳ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି କେମିତି ରହିଛି, ସେକଥା ତର୍ଜମା କରିବ। ସେହିଭଳି କଶ୍ମୀରବାସୀଙ୍କ ସହ ସେମାନେ ଆଲୋଚନା […]

  • Saturday, 10 July 2021
767676789
ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଭେଟିଥିବାବେଳେ ଶିବସେନା ନେତା ଦିବାକର ରାଓତ ଭେଟିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବି କରିଛି। ଯେଉଁଥିରେ […]

  • Saturday, 10 July 2021
323232331
ବାଗ୍‌ଦାଦି ଅପରେଶନ୍‌ରେ ବ୍ୟବହୃତ ହେଲିକପ୍ଟର ଏବେ ଭାରତ ପାଖରେ

ନୂଆଦିଲ୍ଲୀ: ୨୬ ତାରିଖ ରାତିରେ ନିପାତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି। ଆମେରିକାର ଡେଲ୍ଟା କମାଣ୍ଡର ସିରିଆରେ ବାରିଶାରେ ପହଞ୍ଚିବାକୁ ତୁର୍କୀ, ସିରିଆ ଏବଂ ଋଷିଆର ଆକାଶ ପଥ ବ୍ୟବହାର କରିଥିଲେ। ଏ ବିଷୟରେ ଏହି ଦେଶଗୁଡ଼ିକ ଜାଣିଥିଲେ ମଧ୍ୟ ଗୁପ୍ତ ରଖିଥିଲେ। ହେଲେ ବାଗଦାଦି ଜାଣିପାରିନଥିଲା ତାକୁ ଆକ୍ରମଣ କରିବାକୁ ଆମେରିକାର ସେନା ଆସୁଛନ୍ତି। ଆଉ ଆମେରିକା ସେନାର ଏହି ମିଶନରୁ ସଫଳ କରାଇଥିଲା ‘ଚିନୁକ୍’ […]

  • Saturday, 10 July 2021
danteshwari-ladake
ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’

ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍‌ରେ ଅଛନ୍ତି।  ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍‌ରେ ୧୦ଜଣ ମହିଳା ମାଓ କ୍ୟାଡର ଅଛନ୍ତି। ଯେଉଁମାନେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରି ଏହି ‘ଦନ୍ତେଶ୍ୱରୀ ଲଡ଼ାକେ’ ଟିମ୍‌ରେ ସାମିଲ ହୋଇଛନ୍ତି। ସମସ୍ତ ମହିଳା କମାଣ୍ଡୋଙ୍କୁ ମାଓ […]

  • Saturday, 10 July 2021
121121
ଦୀପାବଳି ଦେଇଗଲା ପ୍ରଦୂଷଣ: ଧୂଆଁମୟ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ସରିଗଲା ଦୀପାବଳି। ଆଲୋକର ପର୍ବ। ହେଲେ ଦେଇଯାଇଛି ପ୍ରଦୂଷଣ। ଏତେମାତ୍ରାରେ ପ୍ରଦୂଷଣ ଦେଇଛି ଯେ ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀ । ଗତକାଲି ଦୀପାବଳି ପରେ ଆଜି ସକାଳେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।  କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଆଉ କିଛି ସ୍ଥାନରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଏନ୍ସିଆର୍‌ରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ […]

  • Saturday, 10 July 2021
bbbbbbbbbbb
ମୃତ୍ୟୁକୁ ସାମ୍ନାରେ ଦେଖି କାନ୍ଦୁଥିଲା ବାଗ୍‌ଦାଦି

ନୂଆଦିଲ୍ଲୀ: ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ନିହତ ହୋଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ମାରିବା ପାଇଁ ଘେରି ଯାଇଥିଲା ଆମେରିକା ସେନା। ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ବାଗ୍‌ଦାଦି ସହ ତା’ର ସ୍ତ୍ରୀ, ୩ […]

  • Saturday, 10 July 2021
211
ଶିଶୁ ଶରୀରରେ ପ୍ରତିରୋପଣ ହେଲା ମାଙ୍କଡ ହାର୍ଟ, ଆଉ ତା’ ପରେ...

ପୁରାଣ ବର୍ଣ୍ଣିତ ସେଇ କାହାଣୀର ପୁନରାବୃତ୍ତି। ସାମାନ୍ୟ ଭିନ୍ନ ଭାବରେ। ଗଣେଶଙ୍କ ଉପରେ ରାଗି  ଶିବ ତାଙ୍କ ମୁଣ୍ଡ କାଟିଦେଲେ। ଶେଷରେ ପାର୍ବତୀଙ୍କ ଆକୁଳ ଅନୁନୟ ପାଖରେ ହାର ମାନି ଗଣେଶଙ୍କୁ ଜୀବନ୍ୟାସ ଦେବାକୁ ସ୍ଥିର କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କ ମୁଣ୍ଡ ନ ଥିଲା। ଅନନ୍ୟୋପାୟ ହୋଇ ଶିବ ଶେଷରେ ହାତୀର ମୁଣ୍ଡ ଲଗାଇ ଗଣେଶଙ୍କୁ  ଜୀବନ୍ୟାସ ଦେଲେ । ଠାକୁରଙ୍କ କଥା ବୋଲି ଭୟରେ ହୁଏତ ଏଇ ଗପକୁ  ବିଶ୍ୱାସ କରିବାକୁ ଆମେ ବାଧ୍ୟ […]

  • Saturday, 10 July 2021
1213133
ଆଇଏସ୍‌ଆଇଏସ୍‌ ମୁଖ୍ୟ ବାଗ୍‌ଦାଦି ନିହତ !

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାଦି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆମେରିକା ସେନାର ଘନ ଘନ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା କରିଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଅବଶ୍ୟ କିଛି ମିଡିଆ ରିପୋର୍ଟ କହିବା ଅନୁଯାୟୀ ସେ ଆମେରିକା ସେନାର ଏକ ସିକ୍ରେଟ୍ ମିଶନ୍‌ରେ ନିହତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କରିଥିବା ଏକ ଟ୍ୱିଟ୍ ଏମିତି କିଛି ଘଟିଥିବାର ସଙ୍କେତ ଦେଇଛି। ଯଦିଓ ସେ ବାଗଦାଦିର […]

  • Saturday, 10 July 2021
1234344
ଜେଲ୍‌ ଫେରନ୍ତା କଂଗ୍ରେସ କର୍ମୀଙ୍କୁ ସେଓମାଳରେ ସ୍ୱାଗତ

ବେଙ୍ଗାଲୁରୁ: ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପାଇଥିବା କଂଗ୍ରେସ ନେତା ଡିକେ ଶିବକୁମାର ଗତକାଲି ବେଙ୍ଗାଲୁରୁ ଫେରିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶିବ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ସ୍ୱାଗତ ସମାରୋହରେ ସାମିଲ୍ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କେ କୁମାରସ୍ୱାମୀ। ସବୁଠୁ ବଡ଼ କଥା ହେଲା, ଶିବ କୁମାରଙ୍କୁ ଫୁଲ୍ ବଦଳରେ ସେଓରେ ତିଆରି ମାଳରେ ସ୍ୱାଗତ କରାଯାଇଥିଲା। ଏହାର ଓଜନ ୨୫୦ କିଲୋରୁ ଅଧିକ ଥିଲା। ଆଉ ଏହି […]

  • Saturday, 10 July 2021
y0ga
ପରଲୋକରେ ଯୋଗ ଜେଜେ ମା’

କୋଏମ୍ୱାଟୁର: ଚଳିତ ବର୍ଷ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ  ହୋଇଥିଲା। ମାସେ ତଳେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା। ୪୦ ଦିନ ପୂର୍ବରୁ ନାନମ୍ମଲଙ୍କ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ସେତେବେଳେ ସେ ଭବିଷ୍ୟବାଣୀ […]

  • Saturday, 10 July 2021