• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Modi-G20_1564923672307
୭ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଜମ୍ମୁ-କଶ୍ମୀର ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଦେଶବାସୀଙ୍କ ଜଣାଇବେ। ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବେ। ଏଥିସହ […]

  • Saturday, 10 July 2021
o90jdork_soldiers-jammu-and-kashmir-ndtv-file_625x300_23_February_19
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ ଉପରେ ଏମିତି ପ୍ରତିକ୍ରିୟା ରଖିଲେ ଅଭିନେତା, ଲେଖକ

ନୂଆଦିଲ୍ଲୀ:ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ମୋଦି ସରକାର ନେଇଛନ୍ତି ଏକ ଐତିହାସିକ ନିଷ୍ପତ୍ତି । ଜମ୍ମୁ ଓ କଶ୍ମୀର ଆଉ ଏଣିକ ରାଜ୍ୟ ନୁହେଁ, ହେବ କେନ୍ଦ୍ର ଶାସିତ ଅଞ୍ଚଳ। ଲଦାଖ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବ। ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ ହେଲେ ଲଦାଖର ବିଧାନସଭା ରହିବ ନାହିଁ । ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ପ୍ରସ୍ତାବକୁ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।  ସୀମା ପାର ଆତଙ୍କବାଦ ସହ ଆଭ୍ୟନ୍ତରୀଣ […]

  • Saturday, 10 July 2021
90098-bsfjawans-pti
ଜମ୍ମୁ-କଶ୍ମୀର ଗଲେ ଆଉ ୮ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ:  ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ  ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଉ ମିଳିବ ନାହିଁ। ଏହି ନିଷ୍ପତ୍ତିକୁ ଉଭୟ ସଂସଦ ଓ ସଂସଦ ବାହାରେ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ଜମ୍ମୁ-କଶ୍ମୀରରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଆଉ ୮ ହଜାର ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି। […]

  • Saturday, 10 July 2021
e-2
ଦୁଇ ଭାଗ ହେବ ଜମ୍ମୁ-କଶ୍ମୀର ! କେନ୍ଦ୍ର ସରକାରଙ୍କ ଶାସନ ଚାଲିବ

ନୂଆଦିଲ୍ଲୀ: ଶେଷରେ ଦୁଇ ଭାଗ ହେବ ଜମ୍ମୁ-କଶ୍ମୀର। ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି। ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ, ଜମ୍ମୁ-କଶ୍ମୀର ଆଉ ରାଜ୍ୟ ମାନ୍ୟତା […]

  • Saturday, 10 July 2021
123456
ୟାସିନ୍ ମଲ୍ଲିକ ସୁସ୍ଥ ଥିବା ସୂଚନା ଦେଲେ ଜେଲ୍ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ସୁସ୍ଥ ଅଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତକାଲି ୟାସିନ୍ ମଲ୍ଲିକଙ୍କ ସ୍ତ୍ରୀ ମୁଶାଲ ହେଶେନ୍ ମଲ୍ଲିକ୍ (ପାକିସ୍ତାନରେ ଜନ୍ମିତ) ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଖବର ବିଭିନ୍ନ ସୂତ୍ରୁରୁ ସେ ଶୁଣିବାକୁ ପାଉଛନ୍ତି ବୋଲି କହିଥିଲେ। ଦୀର୍ଘ ୫ ମାସ ହେବ ସେ […]

  • Saturday, 10 July 2021
speaker-nancy-pelosi-meets-minister-pakistan-prime_191b7a34-b667-11e9-895a-bbf3eb4ef5e5
କଶ୍ମୀର ସ୍ଥିତି ଦେଖି ଟ୍ରମ୍ପଙ୍କ ମଧ୍ୟସ୍ଥତା ଚାହିଁଲେ ଇମ୍ରାନ୍

ନୂଆଦିଲ୍ଲୀ: ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ […]

  • Saturday, 10 July 2021
glass-of-water
କେଉଁ ସମୟରେ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତି କି ?

ଭୁବନେଶ୍ୱର: ଜଳ ହିଁ ଜୀବନ। ବିନା ଜଳରେ ଏ ଜୀବଜଗତର ସ୍ଥିତି ଅସମ୍ଭବ। ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଅତିକମ୍‌ରେ ୨ ଲିଟର ପାଣି ପିଇବା ଆବଶ୍ୟକ। ଜଳ ଶରୀରର ତାପାମତ୍ରାକୁ ନିୟନ୍ତ୍ରଣ କରେ, ପୂରା ଶରୀରକୁ ଅମ୍ଳଜାନ ଯୋଗାଏ, ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ତେବେ ପ୍ରତ୍ୟେକ ଦିନ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ […]

  • Saturday, 10 July 2021
Capture
ବଲିଉଡ ଗୀତରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଏହି ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଆଗକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଜାରି ରହୁ ଏବଂ ଦୁଇ ଦେଶକୁ ଶିଖରେ ପହଞ୍ଚାଉ। ଏଥିସହ ବଲିଉଡ […]

  • Saturday, 10 July 2021
୧୨୩୪୫୬
କାଲି କ’ଣ ହେବ ଜାଣିନି, କିନ୍ତୁ ଆଜି ପାଇଁ ଚିନ୍ତା କରନି: ସତ୍ୟପାଲ ମଲ୍ଲିକ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେଲେଣି। କାହିଁକି ଏତେ ସୈନ୍ୟ ସେଠାକୁ ଯାଉଛନ୍ତି, କାହିଁକି ଅମରନାଥ ଯାତ୍ରୀଙ୍କୁ ଫେରାଇ ନିଆଯାଉଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ସାରା ଦେଶର ନଜର ଏବେ ଅଟକିଛି ଜମ୍ମୁ କଶ୍ମୀର ଉପରେ । ବିଭିନ୍ନ ଗୁଜବ ବି ଶୁଣିବାକୁ ମିଳୁଛି।  ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି। ରାଜ୍ୟପାଳ କହିଛନ୍ତି, ସେ ଦିଲ୍ଲୀର ସମସ୍ତଙ୍କ କଥା ହୋଇଛନ୍ତି। […]

  • Saturday, 10 July 2021
୧୨୩୪
ପତ୍ନୀଙ୍କଠୁ ପାଖରୁ ଟଙ୍କା ଧାର ନେଲେ, ରାତିକରେ ବନିଗଲେ ୨୮ କୋଟିର ମାଲିକ, କେମିତି ଜାଣନ୍ତୁ

ଦୁବାଇ: ଗୋଟିଏ ରାତିରେ କୋଟିପତି ହେବାର ସ୍ୱପ୍ନ କାହାର ନ ଥାଏ ? ବୋଧହୁଏ ସମସ୍ତଙ୍କର। କିନ୍ତୁ କେତେଜଣଙ୍କର ଏପରି ସ୍ୱପ୍ନ ପୂରଣ ହୋଇଥାଏ ? ଯାହାର ହେଉ ନ ହେଉ, ହାଇଦ୍ରାବାଦ୍‌ର ବିଳାସ ରିକ୍କାଲାଙ୍କର ଏପରି ସ୍ୱପ୍ନ କିନ୍ତୁ ପୂରଣ ହୋଇ ପାରିଛି। ଚାକିରି ଖଣ୍ଡିଏ ପାଇଁ ଘୂରି ବୁଲୁଥିଲେ, ଆଉ ଏବେ ୨୭, ୮୬, ୬୭,୬୦୦ ଟଙ୍କାର ମାଲିକ। କଥାଟା ବିଶ୍ୱାସ ନ ହେଲେ ବି ସତ। ବିଳାସ ଜଣେ କୃଷକ। ଚାକିରି ନ […]

  • Saturday, 10 July 2021
Rohit
ପରସ୍ପରର ରେକର୍ଡ ଭାଙ୍ଗିବେ କି ବିରାଟ୍‌ ଓ ରୋହିତ !

ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲୋରିଡାଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ […]

  • Saturday, 10 July 2021