• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rain
ପୁଣି ଆସୁଛି ଆଉ ଏକ ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାଁ ‘ବାୟୁ’ ରହିଛି। ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଆସନ୍ତା ୧୩ ତାରିଖ ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି […]

  • Sunday, 11 July 2021
political violence
ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ଥମୁନି ରାଜନୀତିକ ହିଂସା

କୋଲକାତା: ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଥମୁନାହିଁ। ଗତକାଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ବିଜେପି କର୍ମୀ ଓ ଜଣେ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଆଉ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ଦଳ କହିଛି। ଉତ୍ତର ୨୪ ପ୍ରଗଣା […]

  • Sunday, 11 July 2021
train
ଏଣିକି ଟ୍ରେନ୍‌ରେ ମସାଜ୍ ସେବା ପାଇବେ ଯାତ୍ରୀ

ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍‌ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍‌ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ସେବା ବୋର୍ଡିଂ ଟିକେଟ୍‌ ଧାରୀଙ୍କ ପାଇଁ କେବଳ ଉପଲବ୍ଧ ହେବ। ପ୍ରାଥମିକ ଭାବରେ ୩୯ଟି […]

  • Saturday, 10 July 2021
tik tok
ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ଟିକ୍‌ ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି। ଟିକ୍‌ ଟକ୍‌ରେ ତାଙ୍କର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଏହି ଟିକ୍‌ ଟକ୍‌ ଷ୍ଟାରଙ୍କ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି। ମୁମ୍ବାଇ ପୁଲିସ୍‌ […]

  • Saturday, 10 July 2021
sbi
ଜୁଲାଇ ୧ରୁ ବଦଳିବ ଏସ୍‌ବିଆଇର ନିୟମ

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ। ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ରୁ ରେପୋ ରେଟ୍‌ ଅନୁସାରେ ଗୃହ ଋଣ ଦିଆଯିବ। ଏହାର ଅର୍ଥ ହେଉଛି, ଆସନ୍ତା ମାସରୁ ଏସ୍‌ବିଆଇର ଗୃହ ଋଣର ସୁଧ ହାର ରେପୋ ରେଟ୍‌ ଉପରେ ଆଧାରିତ ହେବ। ଏହାକୁ ଆହୁରି […]

  • Saturday, 10 July 2021