• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1111111111
ଡେଥ୍‌ ୱାରେଣ୍ଟ ଦାବି କରି କୋର୍ଟରେ କାନ୍ଦି ପକାଇଲେ ନିର୍ଭୟା ମା’

ଦିଲ୍ଲୀ:ନିଭୟା ମାମଲାରେ  ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରି ବୁଧବାର କୋର୍ଟରେ କାନ୍ଦି ପକାଇଛନ୍ତି ତାଙ୍କର ମା‘। ନିର୍ଭୟା ମା’ ଜଜ୍‌ଙ୍କୁ କହିଛନ୍ତି, ‘ସେ ୭ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଛି। ମୁଁ ହାତ ଯୋଡି ମାଗୁଛି, ଦୋଷୀଙ୍କ ବିରୋଧରେ ତୁରନ୍ତ ଡେଥ୍‌ ୱାରେଣ୍ଟ ଜାରି କରାଯାଉ।’ ସେତିକି ନୁହେଁ, କୋର୍ଟ ବାହାରେ ମିଡିଆ ସହ ଆଲୋଚନାବେଳେ ମଧ୍ୟ କାନ୍ଦି ପକାଇଛନ୍ତି […]

  • Monday, 12 July 2021
Untitled-4
କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌କୁ ୫ବର୍ଷ ଜେଲ୍‌

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁପାକିସ୍ତାନର ଏକ କୋର୍ଟ ଜମାତ୍‌-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ଟେରର୍‌ ଫାଇନାନ୍ସିଂ ମାମଲାରେବୁଧବାର ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍‌କୁ ୫ ବର୍ଷର ଜେଲ୍‌ ଦଣ୍ଡ ଦେଇଛନ୍ତି। କୁହାଯାଉଛି, FATFର କଳାତାଲିକାରେ ସାମିଲ ହେବାର ଭୟ ପାକିସ୍ତାନକୁ ଘାରିଛି। ସେହି କାରଣରୁ ପାକିସ୍ତାନ ସରକାରହାଫିଜ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ […]

  • Monday, 12 July 2021
labour
ମୂଲ ଲାଗୁଥିଲେ, ରାତାରାତି ଏତେ ଟଙ୍କାର ମାଲିକ ହୋଇଗଲେ

କନ୍ନୁର: ଅନ୍ୟ ଜମିରେ ମୂଲ ଲାଗିଲେ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ପରିବାର। ହେଲେ ହଠାତ୍‌ ତାଙ୍କ ଜୀବନର ଗତିପଥ ବଦଳିଗଲା। ରାତାରାତି ବନିଗଲେ କୋଟିପତି। ଏବେ ସେ ୭ କୋଟିର ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ଜିତିଛନ୍ତି ୧୨ କୋଟି ଟଙ୍କାର ଲଟେରୀ। ଟାକ୍ସ କଟିଯିବା ପରେ ସେ ପାଇବେ ୭ କୋଟି। କେରଳର କନ୍ନୁର ବାସିନ୍ଦ ପେରୁନ୍ନନ ରାଜନ। ବୟସ ପ୍ରାୟ ୫୮ ହେବ। ଆର୍ଥିକ ଦୁରବସ୍ଥା […]

  • Monday, 12 July 2021
airport
ବିମାନ ବନ୍ଦରରୁ ଧରାହେଲା ବାଦାମ, ହେଲେ ଭିତରେ ଥିଲା....

ନୂଆଦିଲ୍ଲୀ: ଅଭିନବ ଉପାୟରେ ସୁନା, ବ୍ରାଉନଗୁଗର ଚାଲାଣ ହେଉଥିଲା। କେଉଁଠି ପେଟ ଭିତରେ ତ କେଉଁଠି ଜୋତା ଭିତରେ ପୁଣି କେଉଁଠି ପୋଷାକ ଭିତରେ। ଚୋରା ବେପାରୀମାନେ ଏମିତି ଭାବେ ନିଜକୁ ବିପଦକୁ ଠେଲି ଏପରି କାମ କରିଥାନ୍ତି।  ହେଲେ ଏହା ସୁନା କି ବ୍ରାଉନସୁଗର ନୁହେଁ, ଏହା ହେଉଛି ବିଦେଶୀ ଟଙ୍କା। ତାହା ପୁଣି ଏମିତି ଭାବେ ଚାଲାଣ ହେଉଥିଲା, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ଭିଡ଼ିଓ CISF ପକ୍ଷରୁ ଟ୍ୱିଟ୍‌ କରାଯାଇଛି  ଯାହା ଭାଇରାଲ […]

  • Monday, 12 July 2021
corona
କରୋନା ଆତଙ୍କ ; ମୃତକଙ୍କ ସଂଖ୍ୟା ୧୧ ଶହ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ଚିନ୍ତା ବଢାଇଛି କରୋନା । ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୧ ଶହ ଟପିଛି। ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ଟପିଛି । ଗତକାଲି କେବଳ ଚୀନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା୧୧୧୯ରେ ପହଞ୍ଚିଛି  ।  ଏଯାଏ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଚୀନରେ ସଂକ୍ରାମକ ରୋଗର ସବୁଠୁ ବଡ଼ ବିଶେଷଜ୍ଞ ଜଙ୍ଗ ନାଶାନଙ୍କ କହିବା ଅନୁସାରେ, ଏହି […]

  • Monday, 12 July 2021
aap
୧୬ରେ ଶପଥ ନେବେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । କେଜରିୱାଲ ବୁଧବାର ଉପ ରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଜିତି ବିପୁଳ ମାତ୍ରାରେ ବିଜୟ ପାଇବା ପରେ ଆଜି ଆମ୍ ଆଦ୍‌ମୀ ପାର୍ଟି ବିଧାୟକ ଦଳ ବୈଠକ ବସିବ। ଏଥିରେ କେଜରିୱାଲଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ।  […]

  • Monday, 12 July 2021
carona
ସାମାନ୍ୟ ଜର ହେଉଥିଲା, କରୋନା ଭାବି କଲେ ଆତ୍ମହତ୍ୟା

ହାଇଦ୍ରାବାଦ୍‌: ଚୀନର ବୁହାନ ସହରରୁ ସଂକ୍ରମିତ ହେଉଥିବା କରୋନା ଭାଇରସ କ୍ରମଶଃ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। କରୋନା ଭୂତାଣୁର ଭୟ ଛାଇ ଯାଇଛି ସବୁଆଡେ। ସାମାନ୍ୟ ଥଣ୍ଡା ହେଲେ ବି ଲୋକେ ଡରି ଯାଉଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି କରୋନା ଭୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। କୁହାଯାଉଛି, ସେ ତାଙ୍କ ପତ୍ନୀ ଓ ସନ୍ତାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ କୃଷ୍ଣାହଦ ଏବଂ ସେ ଚିତୋରର […]

  • Monday, 12 July 2021
Untitled-1
ଶାହୀନବାଗ୍‌ରୁ ହାରିଲା ବିଜେପି

ନୂଆଦିଲ୍ଲୀ:  ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ […]

  • Monday, 12 July 2021
prasanta
ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ।  ଦିଲ୍ଲୀ  ସିଂହାସନରେ ଆମ ଆଦ୍‌ମୀ ପାର୍ଟି(ଆପ) ବସିବା ଏକ ପ୍ରକାର  ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ସେ କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ […]

  • Monday, 12 July 2021
kejriwal
ପତ୍ନୀଙ୍କ ଜନ୍ମଦିନରେ ବିଜୟ ଉପହାର ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍‌ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ ସ୍ଥାନରେ ଆମ୍ ଆଦ୍‌ମୀ ପାର୍ଟି (AAP) ପ୍ରାର୍ଥୀ ଆଗରେ ଥିବା ଜଣାଯାଇଛି। ପୁଣି ଥରେ କେଜ୍‌ରିୱାଲଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଆପ୍ ପ୍ରାର୍ଥୀ ୫୦ […]

  • Monday, 12 July 2021
delhi
ବିଜେପି ଠାରୁ ଦୂରେଇ ଯାଉଛି ଦିଲ୍ଲୀ !

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ  ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ […]

  • Monday, 12 July 2021
trump
୨୪-୨୫ରେ ଭାରତ ଗସ୍ତରେ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ରୁ ୨୫ ଭିତରେ ଭାରତ ଆସିବେ। ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ହ୍ୱାଇଟ୍‌ ହାଉସ ପକ୍ଷରୁ  ଟ୍ୱିଟ୍‌ରେ ସୂଚନା ଦିଆଯାଇଛଇ। ଏହାଛଡ଼ା ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ […]

  • Monday, 12 July 2021
TOPSHOT-CHINA-HEALTH-VIRUS
ଅଣାୟତ୍ତ ହେଉଛି କରୋନା; ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା […]

  • Monday, 12 July 2021
Coro660
ଦିଲ୍ଲୀରେ କରୋନା; ୩ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଚାଇନାରେ ଜୀବନ ନେଉଥିବା ପ୍ରାଣଘାତୀ କରୋନା ଭାଇରସର ଭୟ ଭାରତର ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଜି ଏହି ଭୟଙ୍କର ଭାଇରସରେ ସଂକ୍ରମଣ ହୋଇଥିବା ସନ୍ଦେହରେ ୩ ଜଣଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଚାଇନା ନାଗରିକ। ଏହି ଚାଇନିଜ ନାଗରିକ ଦ୍ୱୟ ଜାନୁଆରୀ ୧ ଓ ଜାନୁଆରୀ ୨୯ରେ ଭାରତ ଆସିଥିଲେ। ସେହିପରି ତୃତୀୟ ସନ୍ଦିଗ୍ଧ ଜଣଙ୍କ ବୟସ ୩୪ ବର୍ଷ। ସେ ଗତବର୍ଷ ନଭେମ୍ବରରୁ […]

  • Monday, 12 July 2021
note
ଭାରତକୁ ନକଲି ନୋଟ ପଠାଉଥିଲା ପାକିସ୍ତାନ, ଧରିଲା କ୍ରାଇମ୍‌ବ୍ରାଞ୍ଚ

ମୁମ୍ୱାଇ: ମୁମ୍ୱାଇରୁ ଜବତ ହେଲା ନକଲି ନୋଟ। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ମୁମ୍ବାଇ ବିମାନ ବନ୍ଦରରୁ  ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ଆସୁଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ ନେଇ ଆସିଥିଲେ। ସେ  ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବ୍ୟବହାର ଦେଖି କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ଧରିଥିଲା।  କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର […]

  • Monday, 12 July 2021