• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-1
କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ-ମାନିଲେ ୟୁରୋପୀୟ ସାଂସଦ

ଶ୍ରୀନଗର: ‘ଆତଙ୍କବାଦ ହେଉଛି ଘାଟିର ମୁଖ୍ୟ ସମସ୍ୟା।  ପାକିସ୍ତାନ ଏହି ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଦେଉଛି। ଭାରତର ଏହି ଆତଙ୍କବାଦ ବିରୋଧୀ ଲଢେଇରେ ଆମେ ତା’ ସହ ଅଛୁ।’ କାଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ୟୁରୋପୀୟ ସାଂସଦମାନେ ଏମିତି କହି ପାକିସ୍ତାନକୁ ଶକ୍ତ ଚାପୁଡା ଦେଇଛନ୍ତି । ଜମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଅନେକ ମିଛ କହି ଆସୁଛି। ଏପରିକି ଜାତିସଂଘରେ କାଶ୍ମୀରରେ ମାନବବାଦର ଉଲ୍ଲଂଘନ ହେଉଛି ବୋଲି ଗଳାଫଟାଇ ଚିତ୍କାର କରୁଥିଲା। ହେଲେ ୟୁରୋପୀୟ ସଂଘର […]

  • Saturday, 10 July 2021
34334
ଧାଡ଼ିରେ ଠିଆ କରି ଏମିତି ନିର୍ମମ ଭାବେ ୫ ଶ୍ରମିକଙ୍କୁ ହତ୍ୟାକଲେ ଆତଙ୍କୀ

ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥିତି ପରଖିବାକୁ ୟୁରୋପୀୟ ସାଂସଦଙ୍କ କାଶ୍ମର ଗସ୍ତ- ଏମିତି ଏକ ସମୟରେ ଆତଙ୍କବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଅଣକାଶ୍ମୀର ଶ୍ରମିକମାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ୫ ଜଣ ଶ୍ରମିକ ସେଇଠାରେ ଟଳି ପଡ଼ିଲେ। ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ରାତିର ଅନ୍ଧାରରେ ଅତି ନିର୍ଦ୍ଦୟ […]

  • Saturday, 10 July 2021
111
ପଶ୍ଚିମବଙ୍ଗରୁ କାଶ୍ମୀର କାହିଁକି ଆସିଥିଲେ ଏହି ଶ୍ରମିକ ?

କୁଲଗାମ୍‌: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କାଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। ଜମ୍ମୁ ପୁଲିସର ସୂଚନା ଅନୁଯାୟୀ ଜମ୍ମୁର କୁଲଗାମ ଜିଲ୍ଲାର କୁତ୍ରୁସା ଗାଁରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକମାନେ କାମ […]

  • Saturday, 10 July 2021
12121
ପାକ୍‌ ମନ୍ତ୍ରୀଙ୍କ ବୟାନ-ଭାରତ ସମର୍ଥନକାରୀ ଦେଶ ଉପରକୁ ମିସାଇଲ ମାଡ଼ ହେବ

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍‌-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍‌ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ […]

  • Saturday, 10 July 2021
2333
ବୟଫ୍ରେଣ୍ଡ ସହ ମିଶି ମା’କୁ ମାରିଦେଲା ଝିଅ

ହାଇଦ୍ରାବାଦ୍‌: ଦୁଇ ଜଣ ପୁରୁଷଙ୍କୁ ଏକା ସଙ୍ଗରେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ଜଣେ ଯୁବତୀ ଭୟଙ୍କର କାଣ୍ଡ ଘଟାଇଛି। ଝିଅର ଏଭଳି ପ୍ରେମ ସମ୍ପର୍କକୁ ମା’ ବିରୋଧ କରିଥିଲେ। ହେଲେ ଝିଅ ଜଣଙ୍କ ତା’ ବୟଫ୍ରେଣ୍ଡ ସହ ମିଶି ମା’କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛି। ଖାଲି ସେତିକି ନୁହେଁ, ମା’ର ଶବ ପାଖରେ ଝିଅ ଓ ତା’ର ବୟଫ୍ରେଣ୍ଡ ୩ ଦିନ କାଳ ରହିଥିଲେ। ହାୟଥନଗର ବ୍ଲକ […]

  • Saturday, 10 July 2021
Capture12
ଅନ୍ୟମାନଙ୍କ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ

ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍‌ର ସ୍ଥିତ ଇଣ୍ଟର୍ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍‌ ଆଟଲାସ୍‌ ଦ୍ୱାରା ଅଲ୍‌ଜାଇମର୍‌ ଓ ଡିମେନ୍‌ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗବେଷଣାରେ ପ୍ରକାଶ ପାଇଥିବା […]

  • Saturday, 10 July 2021
mp england
ଏଇ ବ୍ରିଟିଶ୍‌ ସାଂସଦଙ୍କୁ କାଶ୍ମୀର ଭ୍ରମଣରୁ କାହିଁକି ବାଦ୍‌ ଦିଆଗଲା ?

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ୨୭ ଜଣିଆ ୟୁରୋପୀୟ ସାଂସଦ ମଣ୍ଡଳୀ ଉପତ୍ୟକା ଗସ୍ତରେ ଯାଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା ଭାରତ ସରକାର ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। ହେଲେ ପ୍ରଥମେ କଶ୍ମୀର ଗସ୍ତରେ ଯିବାକୁ ନିମନ୍ତ୍ରଣ ପାଇଥିବା ଜଣେ ୟୁରୋପୀୟ ସାଂସଦ ସାଂଘାତିକ ବୟାନ ଦେଇଛନ୍ତି। ୟୁରୋପିଆନ ସଂସଦରେ ନର୍ଥ ୱେଷ୍ଟ ଇଂଲଣ୍ଡକୁ ପ୍ରତିନିଧିତ୍ୱ କରୁଥିବା କ୍ରିସ୍‌ […]

  • Saturday, 10 July 2021
election
ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର।  ଆଜି ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ମାରାଥନ ରାଲି ଓ ରୋଡ୍‌ ଶୋ’ କରି ଭୋଟ୍‌ ଭିକ୍ଷା କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଆସନ୍ତା ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ୍‌ […]

  • Saturday, 10 July 2021
maharastra-12JPG
ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି-ଜିଦ୍‌ରେ ଅଟଳ ଫଡନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ସେ ଶିବସେନାର ୫୦: ୫୦ ଫର୍ମୁଲାକୁ କୌଣସି ପ୍ରକାରରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ଏବଂ ସେ ପୁଣିଥରେ […]

  • Saturday, 10 July 2021
sp-1
କୋହଲି ଓ ଟିମ୍‌ ଇଣ୍ଡିଆକୁ ଆତଙ୍କବାଦୀ ଧମକ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍‌ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍‌ ଇଣ୍ଡିଆ ଉପରେ ହମ୍‌ଲା କରିବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିବା ଏକ ଚିଠି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ମିଳିଛି। ଏଥିରେ ଟିମ୍‌ ଇଣ୍ଡିଆ ଓ ବିରାଟ କୋହଲି ଆତଙ୍କୀଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଛି। ଏହି […]

  • Saturday, 10 July 2021
bagdadi
ଅପରେସନ ପୂର୍ବରୁ ଚୋରି ହୋଇଗଲା ବାଗ୍‌ଦାଦିର ଅଣ୍ଡର୍‌ୱେୟାର୍

ୱାଶିଂଟନ୍‌: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍‌ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ। ଏଥିପାଇଁ ବାଗଦାଦି ବିସ୍ଫୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର […]

  • Saturday, 10 July 2021
dog
ଅପରେସନ୍ ବାଗ୍‌ଦାଦିର ଅସଲି ହିରୋ ‘ଓ୍ୱାଣ୍ଡରଫୁଲ୍ ଡଗ୍’

ୱାଶିଂଟନ୍‌:ସାମ୍ନାକୁ ଆସିଲା ଆମେରିକା ସେନାର ଘାତକ ଅପରେସନ୍ ‘କାଇଲା ମୁଲର୍’ ର ଅସଲି ହିରୋ । ଇଏ ସେହି ଲଢୁଆ ଡଗ୍ ସ୍କାଡର ସଦସ୍ୟ ଯିଏ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦି ନିପାତର ଶ୍ରେୟ ମୁଣ୍ଡାଇଛି।  ଏବେ ଚର୍ଚ୍ଚାରେ ଥିବା ଆମେରିକା ସେନାର ଏହି ଲଢୁଆ କୁକୁରର ଫଟୋ ଟ୍ୱିଟରରେ ସେୟାର କରି ଓ୍ୱାଣ୍ଡରଫୁଲ୍ ଡଗ୍ ବୋଲି ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦୀଙ୍କ ଆଡ୍ଡାରୁ  ବାଗ୍‌ଦାଦିକୁ ନିପାତ ପାଇଁ […]

  • Saturday, 10 July 2021
7
ଅଟୋକୁ ଧକ୍କା ଦେଇ ନଦୀକୁ ଖସି ପଡ଼ିଲା କାର୍‌, ଦେଖନ୍ତୁ ଭିଡ଼ିଓ

ଭୋପାଲ: ମଧ୍ୟପ୍ରଦେଶ ଓର୍ଚ୍ଛାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଇ ନଦୀଗର୍ଭକୁ ଖସିପଡିଛି ଏକ କାର୍ । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି।  ଦୁର୍ଘଟଣାଟି ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଯାହାର ଦୃଶ୍ୟ  ସିସିଟିଭିରେ କଏଦ ହୋଇଛି । ଦ୍ରୁତଗତିରେ ଆସୁଥିଲା ଏକ୍ କାର୍। ଏକ ବ୍ରିଜ୍‌ ଉପରେ ବିପରୀତ ଦିଗକୁ ଆସୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଛି ଆଉ  ତା ପରେ ବ୍ରିଜ୍‌ରେ ପିଟି ହୋଇ ନଦୀ ତଳକୁ ଖସି ପଡ଼ୁଛି । […]

  • Saturday, 10 July 2021
232223
ଆଜିଠୁ ବସ୍‌ରେ ଯିବା ପାଇଁ ମହିଳାଙ୍କୁ ମିଳିବ ମାଗଣା ଟିକେଟ୍‌

ନୂଆଦିଲ୍ଲୀ: ଆଜି ଭାଇ ଦୁତିଆ। ଦିଲ୍ଲିରେ କେଜରିୱାଲ ସରକାର ଭାଇ ଦୁତିଆ ଅବସରରେ ମହିଳାମାନଙ୍କୁ ଦେଇଛନ୍ତି  ସ୍ୱତନ୍ତ୍ର ଉପହାର। ଆଜିଠୁ ଦିଲ୍ଲୀରେ ମହିଳାମାନେ ବସ୍‌ରେ ମାଗଣା ଯାତ୍ରା କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଫ୍ରି ରାଇଡ୍‌ ଯୋଜନା ଅନୁସାରେ ଆଜିଠୁ ମହିଳାମାନେ ଡିଟିସି(ଦିଲ୍ଲୀ ପରିବହନ ନିଗମ) ଏବଂ କ୍ଲଷ୍ଟର ବସ୍‌ରେ ମାଗଣା ଯାତ୍ରା କରିପାରିବେ। ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଦେବା ପାଇଁ ଘୋଷଣା କରିଥିଲେ। ଏହି […]

  • Saturday, 10 July 2021
1234567
ଅପରେସନ ବାଗ୍‌ଦାଦି: ମାତ୍ର ୪୦ ଘଣ୍ଟା ପୂର୍ବରୁ ହୋଇଥିଲା ଯୋଜନା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ଖେଳ ଖତମ ହୋଇଛି। ଆମେରିକା ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଅପରେସନ ବାଗଦାଦିକୁ ସଫଳତା ଦେବା ପାଇଁ ବଛାବଛା କମାଣ୍ଡୋମାନେ ସରିଆର ଇଦଲିବକୁ ଯାଇଥିଲେ। ତେବେ ଦୀର୍ଘ ୬ ହଜାର କିମି ବାଟ ଯାଇ ସଫଳତା ପୂର୍ବକ ବାଗଦାଦି ଭଳି ଜଣେ କୁଖ୍ୟାତ ଆତଙ୍କୀଙ୍କୁ ହତ୍ୟା କରିବା ପାଇଁ ଆମେରିକା ୪୮ ଘଣ୍ଟା ପୂର୍ବରୁ […]

  • Saturday, 10 July 2021