• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi 11
ଦିଲ୍ଲୀରେ ମୋଦି ଲହର, ୭ରୁ ୬ଟି ସିଟ୍‌ରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି ଆଗରେ ରହିଛି। ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡ଼ିଛି।

  • Saturday, 10 July 2021
bjp and opposition party
ମୋଦିଙ୍କ ଯାଦୁ ନା ବିରୋଧୀଙ୍କ ମେଣ୍ଟ କାମ କରିବ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ଦେଶରେ ପୁଣି କିଏ ସରକାର ଗଢ଼ିବ ତାହା ଉପରେ ସସ୍ତଙ୍କ ନଜର। ବିଜେପିର ମ୍ୟାଜିକ୍‌ ମ୍ୟାନ୍‌ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ କାମ କରିବ ନା ତାଙ୍କୁ ପୁଣି ଥରେ କ୍ଷମତା ଗାଦିରେ ନ ବସାଇବା ପାଇଁ ବିରୋଧୀଙ୍କ ମେଣ୍ଟ ଭାରି ପଡ଼ିବ ! ଆଜିର ଫଳାଫଳରୁ ବିଜେପି ଯଦି ଲୋକସଭା ଆସନରେ ମ୍ୟାଜିକ୍ ନମ୍ବର ଛୁଏଁ, ତା’ହେଲେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ପୂର୍ଣ୍ଣସଂଖ୍ୟା […]

  • Saturday, 10 July 2021
Khabar-Live-Update
ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ, ବିଜେପି ଆଗରେ

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ଚମ୍ପୁଆ ବିଧାନସଭା ଆସନରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜୟୀ, ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଲେ। ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି […]

  • Saturday, 10 July 2021
counting vote
ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ, ବିଜେପି ଆଗରେ ଚାଲିଛି

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ଅନ୍ୟପକ୍ଷେ, ଭୋଟ୍‌ ଗଣତିକୁ ନେଇ ସମସ୍ତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର […]

  • Saturday, 10 July 2021
pm modi....
ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଫଳାଫଳ ଆସିବା ପୂର୍ବରୁ ଆସନ୍ତୁ ଜାଣିବା– ଯଦି ଏପରି ହୁଏ, ଯଦି ସେପରି ହୁଏ–ଏମିତି କିଛି ସମ୍ଭାବନା, ସମୀକରଣ ଉପରେ। ବିଜେପିର ମ୍ୟାଜିକ୍ ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ। ଆଜିର ଫଳାଫଳରୁ ବିଜେପି ଯଦି […]

  • Saturday, 10 July 2021
vote
ରେକର୍ଡ ଭାଙ୍ଗିଲା ୨୦୧୯ ସାଧାରଣ ନିର୍ବାଚନର ମତଦାନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦେଶରେ ରେକର୍ଡ ମତଦାନ ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନର ମତଦାନ ହାରର ରେକର୍ଡ ଚଳିତ ବର୍ଷ ଭାଙ୍ଗିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ପିଟିଆଇ ଏହି ତଥ୍ୟ ଦେଇଛି। ସୋମବାର ସକାଳ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରୁ ମିଳିଥିବା ସୂଚନାକୁ ଭିତ୍ତିକରି ପିଟିଆଇ ତଥ୍ୟ ଦେଇଛି ଯେ, ଚଳିତ ନିର୍ବାଚନରେ ସର୍ବାଧିକ ୬୭.୧୧ ପ୍ରତିଶତ ମତଦାନ ହୋଇଛି।  ଅର୍ଥାତ୍‌ ଏଥର ନିର୍ବାଚନରେ ୯୧ କୋଟି […]

  • Saturday, 10 July 2021
share market
ଏକଜିଟ୍‌ ପୋଲ୍‌ର ଆକଳନ ପରେ ଶେଆର୍‌ ମାର୍କେଟ୍‌ରେ ଉତ୍ସାହ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ଶେଆର୍‌ ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳିବା ନେଇ ଭବିଷ୍ୟବାଣୀ ହେବା ପରେ ମାର୍କେଟ୍‌ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରାୟ ସବୁ ଗଣମାଧ୍ୟମର ଏକଜିଟ୍‌ ପୋଲ୍‌ ଆକଳନ କରିଛି।  ଆଜି ଶେଆର୍‌ ମାର୍କେଟ୍‌ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensex ରେ ଉତ୍ସାହ ଜନକ […]

  • Saturday, 10 July 2021
exit poll results in andhrapradesh
ଆନ୍ଧ୍ରରେ କିଏ ମାରିବ ବାଜି?

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ଫଳାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ YSR କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଛି। ଆନ୍ଧ୍ରରେ ଥିବା ମୋଟ୍ ୧୭୫ଟି ବିଧାନସଭା ଆସନରୁ YSR କଂଗ୍ରେସକୁ ୧୩୦-୧୩୫ଟି ସିଟ୍ ମିଳୁଥିବା ବେଳେ ଟିଡିପିକୁ ୩୭ରୁ ୪୦ଟି ସିଟ୍ ମିଳିପାରେ। ସେହିପରି ରାଜ୍ୟରେ କଂଗ୍ରେସ ଓ ବିଜେପି ଖାତା ଖୋଲିପାରିବନି […]

  • Saturday, 10 July 2021