• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

11111111
ଜନ୍ମବେଳେ ମରି ଯାଇଥିବା ଶିଶୁ ୩୦ ବର୍ଷ ପରେ ଫେରିଲା ! ଆଶ୍ଚର୍ଯ୍ୟ ହେଲେ ମା’....

ନୂଆଦିଲ୍ଲୀ: ସନ୍ତାନକୁ  ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ  ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ । ମା’ଟିଏ  […]

  • Saturday, 10 July 2021
111111
ପାର୍ସଲ ଉଠାଇବାବେଳେ ଭୟଙ୍କର ବିସ୍ଫୋରଣ

ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍‌ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି […]

  • Saturday, 10 July 2021
22222222
ଗଳାକାଟି ହିନ୍ଦୁ ମହାସଭା ନେତାଙ୍କୁ ହତ୍ୟା

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଗୁଳି  କରିବା ପରେ ଗଳାକାଟି ହତ୍ୟା କରିଛନ୍ତି। ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ କମଲେଶଙ୍କ ନିଜ ଘରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତି ପ୍ରଥମେ ତାଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। […]

  • Saturday, 10 July 2021
4554544554
ବାଘୁଣୀ ନୁର ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଜବରଦସ୍ତ ଲଢେଇ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ।  ଦୁଇଟି ବାଘ ଲଢୁଛନ୍ତି। ଏକଦମ୍‌ ଜୀ-ଜାନ୍‌ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି। ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍‌ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍‌ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ […]

  • Saturday, 10 July 2021
11111
୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି […]

  • Saturday, 10 July 2021
12111
କାଶ୍ମୀରରେ ବିଶାଳ ବିକ୍ଷୋଭ, ଓମାର ଓ ଫାରୁକଙ୍କ ଭଉଣୀ ଅଟକ

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା ଅବଦୁଲ୍ଲା ଭାଗ ନେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଛନ୍ତି। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବାଶିର ଅହମ୍ମଦ […]

  • Saturday, 10 July 2021
43434334
ଅଯୋଧ୍ୟା ମାମଲାରେ କୋର୍ଟରେ ଏମିତି ଯୁକ୍ତି ଉପସ୍ଥାପନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ପୂର୍ବରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଅକ୍ଟୋବର ୧୭ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ ବୋଲି କହିଥିଲେ। ସେହିପରି ସିଜେଆଇ […]

  • Saturday, 10 July 2021
1
ସଇଦ୍‌ଙ୍କ ଟାର୍ଜନ ବାଇକ...ଯାହା ଚାଲେ ଇଶାରାରେ

ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍‌ଦମ ହାଇଟେକ୍‌ ବାଇକ୍‌। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍‌ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ରହିଛି। କହିବାକୁ ଗଲେ, ଏଇ ଗାଡ଼ି ଯେମିତି ତାଙ୍କ ଇଶାରାରେ କାମ କରୁଛି। ଏହି ହାଇଟେକ ଇଞ୍ଜିନିୟର ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ବରେଲି ଅଞ୍ଚଳର ମହମ୍ମଦ ସଇଦ। […]

  • Saturday, 10 July 2021
sura000-750x430
ସଚିବଙ୍କ ଜିଲ୍ଲା ଗସ୍ତ ଖାଲି ନାଟକ..ଅନ୍ନପୂର୍ଣ୍ଣା ଥିଏଟର

ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କାହିଁ ଆଗରୁ ତ ସଚିବମାନେ ଏମିତି ଗସ୍ତରେ ଯାଉ ନ ଥିଲେ ?  ଆଗରୁ କିଛି କରୁନଥିଲେ ବୋଧହୁଏ ! ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି, ଫାଇଭ-T […]

  • Saturday, 10 July 2021
43434343
ଓଡ଼ିଶାରେ ବାଂଲା ଆତଙ୍କବାଦୀଙ୍କ ଗତିବିଧି ବଢୁଛି

ନୂଆଦିଲ୍ଲୀ: ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଓଡ଼ିଶା.ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ଏହି ରାଜ୍ୟ ମାନଙ୍କୁ ଦିଆସରିଛି। ଏନଆଇଏ ମହାନିର୍ଦ୍ଦେଶକ ଆଲୋକ ମିତ୍ତଲ କହିଛନ୍ତି ୨୦୧୪-୧୮ ମଧ୍ୟରେ ଜେଏମବି ବାଙ୍ଗାଲୋରରେ ୨୦-୨୨ଟି ସ୍ଥାନରେ ନିଜର ସଂସ୍ଥା ଲୁଚେଇ […]

  • Saturday, 10 July 2021
fire
କପଡ଼ା ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ର ପୁନେରେ ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଗୋଦାମ ଭିତରେ ଥିବା କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଣେର ଉରୁଲି ଦେଭାଚିରେ ଥିବା କପଡ଼ା ଗୋଦାମରେ ଆଜି ଭୋରରୁ ହଠାତ୍ ନିଆଁ ଲାଗିଯିବାରୁ ଗୋଦାମରେ ଥିବା ୫ଜଣ ଶ୍ରମିକ ଜୀବନ୍ତ […]

  • Saturday, 10 July 2021
1121121
ଜମ୍ମୁ-କାଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍‌ ମୋବାଇଲ ସେବା

ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ପ୍ରିପେଡ ମୋବାଇଲେ […]

  • Saturday, 10 July 2021
54545454
ଋଣ ବୋଝ; ବିଷ ପିଇଲେ ପରିବାରର ୭ ସଦସ୍ୟ

ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି […]

  • Saturday, 10 July 2021