• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

IMRAN
ଇମ୍ରାନଙ୍କ ହାତରୁ ଚାଲିଯାଇପାରେ କ୍ଷମତା

ଇସଲାମବାଦ୍‌: ପାକିସ୍ତାନରେ କାୟା ମେଲାଇ ଚାଲିଛି କରୋନା । ଏ ନେଇ ଇମ୍ରାନ ସରକାରକୁ ଦାୟୀ କରାଯାଇଛି । ଲକ୍‌‌ଡାଉନ ନିଷ୍ପତ୍ତି ନେବାରେ ଇମ୍ରାନ ସରକାର ବିଳମ୍ବ କରିବାରୁ ଏପରି ସ୍ଥିତି ସୃଷ୍ଟି ହେଲାବୋଲି ଅଭିଯୋଗ କରି ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବାକୁ ଯୋଜନା କରାଯାଉଛି । ଇମ୍ରାନଙ୍କ ହାତରୁ କ୍ଷମତା ନେଇ ସେନାକୁ ତ୍ତା ସମ୍ଭାଳିବାକୁ ଦାୟିତ୍‌: ଦିଆଯିବ । ଇମ୍ରାନଙ୍କ ଉପରେ ସେନା ଅସନ୍ତୁଷ୍ଟ ଥିବା ଜଣାଯାଇଛି । ତେଣୁ ତାଙ୍କୁ କ୍ଷମତାରୁ ହଟାଇବା […]

  • Monday, 12 July 2021
11111
ବଢିପାରେ ଲକ୍‌ଡାଉନ ଅବଧି-ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ହେଲେ ତା‘ପରେ ଲକ୍‌ଡାଉନ ଅବଧି ବଢିବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କାରଣ ଏ ପର୍ଯ୍ୟନ୍ତ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ଲକ୍‌ଡାଉନ ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।  ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା […]

  • Monday, 12 July 2021
11111
ବଢିପାରେ ଲକ୍‌ଡାଉନ ଅବଧି-ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ହେଲେ ତା‘ପରେ ଲକ୍‌ଡାଉନ ଅବଧି ବଢିବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କାରଣ ଏ ପର୍ଯ୍ୟନ୍ତ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ଲକ୍‌ଡାଉନ ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।  ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା […]

  • Monday, 12 July 2021
boris jonshon
କରୋନା ଯୁଦ୍ଧରେ ଜିତିଲେ ବୋରିସ, ଫେରିଲେ କାର୍ଯ୍ୟାଳୟ

ଲଣ୍ଡନ: ଶେଷରେ ହାରିଲା କରୋନା। ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ। ବୋରିସ ଜୋନସନ ଆଜିଠାରୁ କାମରେ ଯୋଗ ଦେଇଛନ୍ତି।  କରୋନାରୁ ସୁସ୍ଥ ହେବା ପରେ ଆଜି ସେ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଗତକାଲି ସେ ନିଜ ଲଂଲଣ୍ଡ ସ୍ଥିତ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କରୋନା ମୁକାବିଲା ନେଇ ସମୀକ୍ଷା କରିବା ସହ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିବା ୟୁକେ ବିଦେଶ ସଚିବ ଡୋମିନିକ୍ ରାବ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୋରିସ୍ […]

  • Monday, 12 July 2021
badruddin
କରୋନାରେ ବରିଷ୍ଠ କଂଗ୍ରେସ ନେତାଙ୍କ ମୃତ୍ୟୁ

 ଅହମ୍ମଦାବାଦ: ଅହମ୍ମଦାବାଦର ଜଣେ କର୍ପୋରେଟର ତଥା ବରିଷ୍ଠ କଂଗ୍ରେସ ନେତା ବଦ୍‌ରୁଦ୍ଦିନ ଶେଖଙ୍କର ରବିବାର ରାତିରେ କରୋନାରେ ମୃତ୍ୟୁ ଘଟିଛି।  ବଦ୍‌ରୁଦ୍ଦିନ ଗୁଜୁରାଟ କଂଗ୍ରେସରେ ଜଣେ ପୁରୁଖା ନେତା ଓ ପ୍ରବୀଣ ରାଜନୀତିଜ୍ଞ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ  ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]

  • Monday, 12 July 2021
child
UNICEFର ଚେତାବନୀ- ଶିଶୁଙ୍କ ଜୀବନ ପ୍ରତି ଘନେଇ ଆସୁଛି ବିପଦ

ସଂଯୁକ୍ତ ରାଷ୍ଟ୍ର:କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବିଶ୍ୱାସ  କରାଯାଉଥିଲା,  ଛୋଟ ପିଲାଙ୍କ ପାଖରେ କରୋନା ରିସ୍କ କମ୍‌ । କିନ୍ତୁ ୟୁନିସେଫ ପକ୍ଷରୁ ଚେତାବନୀ ଦିଆଯାଇଛି, କରୋନାର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଏକ ଭୟଙ୍କର ବିପଦ ନେଇ ଆସୁଛି। ସଂଯୁକ୍ତ ରାଷ୍ଟ୍ର ଚିଲ୍‌ଡ୍ରେନ୍ସ ଫଣ୍ଡ ପକ୍ଷରୁ କୁହାଯାଇଛି, କୋଭିଡ଼ -୧୯ ମହାମାରୀ ଯୋଗୁ ଛୋଟ ପିଲାମାନେ ମିଜିଲ୍‌ସ, ଡିପ୍‌ଥେରିଆ ଏବଂ ପୋଲିଓ ପରି ଜୀବନରକ୍ଷକ ଟୀକା ନେବାରୁ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ସେମାନଙ୍କ […]

  • Monday, 12 July 2021
gover
ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ୪ କରୋନା ପଜିଟିଭ

ବିଜୟୱାଡ଼ା:ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିକ୍ୟୁରିଟି ଅଫିସର ଏବଂ ଜଣେ ଷ୍ଟାଫ ନର୍ସ ମଧ୍ୟ ଅଛନ୍ତି। ଏ ନେଇ ସ୍ୱତନ୍ତ୍ର ଚିଫ ସେକ୍ରେଟେରୀ (ହେଲଥ୍‌) KS Jawahar Reddy  ସୂଚନା ଦେଇଛନ୍ତି। ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏଥିସହିତ ରାଜଭବନକୁ ବି‌ଶୋଧିତ କରାଯାଉଛି। ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଡ୍ରୋନ ସାହାଯ୍ୟରେ ସ୍ପ୍ରେ କରି ରାଜଭବନ ପରିସରକୁ ବିଶୋଧିତ କରୁଛନ୍ତି। ମିଳିଥିବା ଶେଷ […]

  • Monday, 12 July 2021
onion
ମୁମ୍ବାଇରୁ ଆଲାହାବାଦ-ରାସ୍ତା ଖର୍ଚ୍ଚ ୩ ଲକ୍ଷ !

ମୁମ୍ବଇ: କରୋନା ଭାଇରସର ସଂକ୍ରମଣରୁ ମୁକ୍ତି ପାଇଁ ସାରା ଦେଶ ଆଜି ଲକ୍‌ଡାଉନ୍‌। ପ୍ରଥମେ ୨୧ ଦିନଆ ଲକ୍‌ଡାଉନ୍‌, ତା’ପରେ ଏହାର ଅବଧି ବୃଦ୍ଧି ପାଇ ଘୁଞ୍ଚିଲା ମେ’ ୩ ତାରିଖକୁ। ଦେଶବାସୀଙ୍କ ସୁରକ୍ଷା ପାଇଁ ଏହି ଲକ୍‌ଡାଉନ୍‌‌ର ଆବଶ୍ୟକତାକୁ ଏଡାଇ ଦେଇ ହେବନି। କିନ୍ତୁ ଲକଡାଉନ୍‌ରେ ଶ୍ରମିକ, ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ଅସ୍ୱିକାର କରି ହେବନି। ଏପରିକି ନିଜର […]

  • Monday, 12 July 2021
nijamuddin
ମୌସୁମୀରେ ବଢିପାରେ କରୋନା ସଂକ୍ରମଣ ହାର

ନୂଆଦିଲ୍ଲୀ: ସୂର୍ଯ୍ୟକିରଣ କରୋନା ଭାଇରସ ସଂକ୍ରମଣକୁ କମାଇବ। ଏପରି ଏକ ଆଶ୍ୱାସନାମୂଳକ ତଥ୍ୟ ସାମ୍ନାକୁ  ଆସିବା ପରେ ଏବେ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।  ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି, ମୌସୁମୀର ଆଗମନ ସହ କରୋନା କମବ୍ୟାକ କରିପାରେ। ବିଶେଷଜ୍ଞମାନେ ଏହାକୁ ସେମାନେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ, ବିଳମ୍ବିତ ଜୁଲାଇ-ଅଗଷ୍ଟରେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ତେବେ ସେତେବେଳେ କରୋନା ଆକ୍ରାନ୍ତଙ୍କ […]

  • Monday, 12 July 2021
Untitled-1
ଲକ୍‌ଡାଉନ ନିୟମ କୋହଳ; ତାଲିକାରେ ଅଛି କି ମଦଦୋକାନ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ କରାଯାଇଛି। ଇତି ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଛୋଟ ଛୋଟ ଦୋକାନ ଖୋଲିବା ପାଇଁ ଇତି ମଧ୍ୟରେ ଅନୁମତି ମିଳିଛି। ତେବେ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଦୋକାନବଜାର ଖୋଲିବ ନାହିଁ। ଲକ୍‌ ଡାଉନ ପାଇଁ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦିଆଯାଇଥିଲା । କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନ ଯେପରି ଫଳ, ପନିପରିବା, ଔଷଧ ଦୋକାନ ଖୋଲିବାକୁ […]

  • Monday, 12 July 2021
Untitled-1
କିମ୍‌ ଜୋଙ୍ଗଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର

ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି  ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା କୁହାଯାଇଛି। ଚାଇନାର ଏହି ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ତେଣୁ ଏହି ଖବରକୁ କେହି କେହି ବିଶ୍ୱାସ କରୁଥିଲେ ହେଁ […]

  • Monday, 12 July 2021
kim-jong
ଚୀନ ପଠାଇଲା ଡାକ୍ତରୀ ଟିମ୍‌ ! ସୁସ୍ଥ ଅଛନ୍ତି ତ କିମ୍‌ ଜୋଙ୍ଗ ?

ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ କିଛି ଦିନ ତଳେ ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ ବ୍ରେନ ଡେଡ ଥିବା ମିଡିଆରେ କୁହାଯାଉଥିବାବେଳେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କିମ୍‌ ଜୋଙ୍ଗଙ୍କ […]

  • Monday, 12 July 2021
border-india-soldier524355
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ଅୱନ୍ତିପୁରାରେ ସୁରକ୍ଷାକର୍ମଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏଥିସହିତ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଘଜୱତ-ଇ-ହିନ୍ଦର କିଛି ଆତଙ୍କୀ ସ୍ଥାନୀୟ ଗୋରିପୁରାରେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ଓ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ୍‌ କମାଣ୍ଡର ରହିଛି। କରୋନା ମୁକାବିଲା ପାଇଁ […]

  • Monday, 12 July 2021
Untitled-1
ଲକ୍‌ଡାଉନ ପ୍ରଭାବ: ସଂକ୍ରମଣ ହାର ୨୧.୬%ରୁ ୮.୧ %କୁ ହ୍ରାସ

ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ।  ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସେତେବେଳେ  ଅର୍ଥାତ୍‌ ଲକଡାଉନ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିଲା। ୨୪ ମାର୍ଚ୍ଚରେ ଦେଶରେ କରୋନା ରୋଗୀଙ୍କ ଦୈନକ ବୃଦ୍ଧି […]

  • Monday, 12 July 2021
modi
କଠିକ ପରିସ୍ଥିତିରେ କେମିତି ରହିବ, ଗାଁ ଲୋକ ଶିଖାଇଲେ-ମୋଦି

ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ  ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]

  • Monday, 12 July 2021