• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

supreme-court
ଅଯୋଧ୍ୟା ମାମଲା: ୫ ଦିନିଆ ଶୁଣାଣିକୁ ସମର୍ଥନ କଲାନି ମୁସଲିମ୍ ବୋର୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସାରିବା ପାଇଁ ସପ୍ତାହକରେ ୫ ଦିନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ମୁସଲିମ୍ ବୋର୍ଡ୍ ସମର୍ଥନ କରିନାହିଁ। ସୁପ୍ରିମକୋର୍ଟରେ ମୁସଲିମ୍‌ ପକ୍ଷର ଓକିଲ ରାଜୀବ ଧାୱନ କହିଛନ୍ତି ଏହା କେବେ ସପ୍ତାହକର ମାମଲା ନୁହେଁ। ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଚାଲିବ। ପ୍ରତିଦିନ ଅନେକ କାଗଜ ପତ୍ର ପଢ଼ିବା ସହ ଅନ୍ୟ କାମ ମଧ୍ୟ ରହିଛି । […]

  • Monday, 12 July 2021
bjp
ଧାରା ୩୭୦କୁ ନେଇ ସାରା ଦେଶରେ ବିଜେପି କରିବ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବ।ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ସମସ୍ତ ରାଜ୍ୟର ଦଳୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଗାମୀ ଦୁଇ ତିନ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କରିବ ବିଜେପି। ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ […]

  • Monday, 12 July 2021
flood
କେରଳରେ ବନ୍ୟା ବିଭୀଷିକା; ଚାଲିଗଲା ୨୨ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁର ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି। ତେବେ ସବୁଠାରୁ କେରଳ ଅଧିକ ପ୍ରଭାବିତ ହୋଇଛି। କୋଚିନ୍ ଏୟାରପୋର୍ଟ ଜଳମଗ୍ନ ହୋଇଥିବାରୁ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ବିମାନ ବନ୍ଦର ନିକଟରେ ଥିବା ପେରିୟାର ନଦୀ ଏବଂ କେନାଲର ଜଳସ୍ତର ବୃଦ୍ଧି ପାଉଛି। କେରଳର ବିଭିନ୍ନ […]

  • Monday, 12 July 2021
BeFunky-collage
ପାକିସ୍ତାନ୍‌ ଚଳାଇଛି ନୂଆ ଷଡ଼ଯନ୍ତ୍ର ; ଏଲ୍‌ଓସିରେ ନିର୍ମାଣ କରୁଛି ସୁଡ଼ଙ୍ଗ

ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ପାକିସ୍ତାନ ଏକ ପ୍ରକାର ବିଭ୍ରାନ୍ତ ହୋଇଯାଇଛି। ଏହି ଘଟଣା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ରାଗରେ ବିଳିବିଳେଇ ହେଉଛି। ଏପରିକି ଭିତରେ ଭିତରେ ଷଡ଼ଯନ୍ତ୍ର ରଚିବାରେ ଲାଗି ପଡ଼ିଛି। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ପାକିସ୍ତାନ ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିପଡ଼ିଛି। ଏନେଇ ଗୃହ ମନ୍ତ୍ରାଳୟକୁ ସୁରକ୍ଷା ଏଜେନ୍ସି ରିପୋର୍ଟ ପ୍ରଦାନ କରିଛନ୍ତି। […]

  • Monday, 12 July 2021
Capture
କାଶ୍ମୀର ପ୍ରସଙ୍ଗରେ ପାକ୍‌ର ଆବେଦନକୁ ଜାତିସଂଘର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆବେଦନକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରି ଦେଇଛି। ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଜାତିସଂଘ ପରାମର୍ଶ ଦେଇଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା ପରେ ସେଠାକାର ସ୍ଥିତି ଗମ୍ଭୀର ରହିଛି। ତେଣୁ ଏପରି ପରିସ୍ଥିତିରେ  ଉଭୟ ଦେଶ ଯଥା ସମ୍ଭବ ସଂଯମତା ରଖିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍‌ସ୍‌ ପରାମର୍ଶ ଦେଇଛନ୍ତି। ତେବେ କାଶ୍ମୀର ମାମଲାରେ କୌଣସି ଅନ୍ତର୍ଜାତୀୟ ଭୂମିକା ବା […]

  • Monday, 12 July 2021
jammu
୧୪୪ ଧାରା ଲାଗୁ ସତ୍ତ୍ୱେ ସ୍ୱାଭାବିକ ହେଉଛି ଜମ୍ମୁ ଓ କଶ୍ମୀରର ସ୍ଥିତି

ଶ୍ରୀନଗର: ଧୀରେ ଧୀରେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ଦିନ ଧାରା ୩୭୦ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ବିଲ୍ ଆଗତ ପୂର୍ବରୁ  ସାରା ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିଲା। ତେବେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ଜମ୍ମୁରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଲୋକମାନେ ଘରୁ ବାହାରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଲୋକମାନେ ପନିପରିବା, କ୍ଷୀର ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ […]

  • Monday, 12 July 2021
sushma-swaraj
ସୁଷମାଙ୍କ କିଛି ଅଭୁଲା ସ୍ମୃତି....

ନୂଆଦିଲ୍ଲୀ: ସମସ୍ତଙ୍କୁ ପ୍ରେମ, ସ୍ନେହ, ଶ୍ରଦ୍ଧାରେ ବାନ୍ଧିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ତାଙ୍କ ବିୟୋଗରେ ଆଜି କାନ୍ଦୁଛି ସାରା ଦେଶ। ପ୍ରତ୍ୟେକ ଭାରତୀଙ୍କ ହୃଦୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଯାଇଛନ୍ତି। ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋନ୍ ନମ୍ୱର ବଦଳରେ ସୋଶାଲ ମିଡିଆ ଟ୍ଵିଟରକୁ ହେଲ୍ପ ଲାଇନ ଭାବରେ ବ୍ୟବହାର କରୁଥିଲେ। ସେହିପରି ତାଙ୍କ ସହ ଯୋଡ଼ି ହେବା […]

  • Monday, 12 July 2021
pm modi
ସୁଷମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ଭାବପ୍ରବଣ ହୋଇଗଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରୋଡ୍‌ରେ ଥିବା ସୁଷମାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନୋମହନ ସିଂ ପ୍ରମୁଖ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି […]

  • Monday, 12 July 2021
sushma swaraj 1
ଜାଣନ୍ତୁ କେଉଁ ରୋଗରେ ପୀଡ଼ିତ ଥିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। କାର୍ଡିଆକ୍ ଆରେଷ୍ଟ୍ (ଯେତେବେଳେ ହଠାତ୍ ହୃତ୍‌ପିଣ୍ଡ ଶରୀରକୁ ରକ୍ତପଠାଇବା ବନ୍ଦ କରି ଦିଏ) ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦେଶିକ […]

  • Monday, 12 July 2021