• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

airlines
‘ଯଦି ପାକିସ୍ତାନ ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା’

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ […]

  • Monday, 12 July 2021
pratap sarangi
ସଂସଦରେ ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ଦେଲେ ପ୍ରତାପ

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି […]

  • Monday, 12 July 2021
lightning death
ବଜ୍ରପାତ ନେଇଗଲା ୭୦ ଜୀବନ

ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

china
କରୋନାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରେ ଥିଲେ ଚୀନ୍‌ ରାଷ୍ଟ୍ରପତି

ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ଏକ ଖବର ମିଳିଛି ଯେ, ଚୀନରେ କରୋନା ଭୟାବହତା ଲାଗି ରହିଥିବାବେଳେ ଦେଶର କମ୍ୟୁନିଷ୍ଟ ପାର୍ଟିର ଟପ୍‌ ନେତା ପେଇଚିଙ୍ଗର ଏକ ସିକ୍ରେଟ ରିସୋର୍ଟରେ […]

  • Monday, 12 July 2021
white house
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟ୍ୱିଟରରେ ଅନ୍‌ଫଲୋ କଲା White House

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। ଅଳ୍ପ  କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫୋଲ କରି ଦିଆଯାଇଛି। ତେବେ ଏମାନଙ୍କୁ କାହିଁକି ଅନଫଲୋ କଲା White […]

  • Monday, 12 July 2021
amerika death toll
ଆମେରିକାରେ କରୋନା; ୨୪ ଘଣ୍ଟାରେ ୨୦୫୨ ମୃତ

ୱାଶିଂଟନ:ଆମେରିକାର ଚିନ୍ତା ବଢାଇଛି କରୋନା। ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ରବିବାର ଓ ସୋମବାର ୨ ଦିନ ମୃତ୍ୟୁ ସଂଖ୍ୟା କମିବା ପରେ ପୁଣି ମୃତକ ସଂଖ୍ୟା ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା ଜନ୍ସ ହପ୍‌କିନ୍ସ ବିଶ୍ୱବଦ୍ୟାଳୟ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ବଲ୍‌ଟିମୋର ସ୍ଥିତ ବିଶ୍ୱବିଦ୍ୟାଳୟ ଦେଇଥିବା ତଥ୍ୟ  ଅନୁସାରେ ଆମେରିକାରେ ଏହି ସଂକ୍ରାମକ ରୋଗରେ ବର୍ତ୍ତମାନ ସୁଦ୍ଧା ୬୦, […]

  • Monday, 12 July 2021
borish-1
ବାହାଘର ପୂର୍ବରୁ ବାପା ହେଲେ ବୋରିସ୍ ଜନସନ୍‌‌

ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍‌ ମା’ ହେବାର  ସୌଭାଗ୍ୟ ଲାଭ କରିଛନ୍ତି । ବୁଧବାର ଲଣ୍ଡନର ଏକ ସରକାରୀ ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଏହି ସନ୍ତାନ ଜନ୍ମ ଦେଇଥିଲେ ହେଁ ଉଭୟା ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ପୁତ୍ର ସନ୍ତାନକୁ ନେଇ ଉଭୟ ବୋରିସ୍ ଜନସନ୍‌ଓ ସାଇମଣ୍ଡସ୍‌ ଖୁସି ଅଛନ୍ତି । ଏ ନେଇଢ ଉଭୟ ଏନ୍‌‌ଏଚ୍‌‌ଏମ […]

  • Monday, 12 July 2021
kedarnath-1
ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରଥମ ପୂଜା

ଚମୋଲି:ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର ଦୀର୍ଘ ୬ ମାସ ଧରି ବନ୍ଦ ରହିବା ପରେ ବୁଧବାର ସକାଳେ ଏହାକୁ ଖୋଲା ଯାଇଛି।  ଆଜି ୬ଟା ୧୦ ମିନିଟ୍‌ରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ଏହି ଅବସରରେ ମନ୍ଦିରକୁ ୧୦ କୁଇଣ୍ଟାଲ ଫୁଲରେ ସଜା ଯାଇଥିଲା। ଦୀର୍ଘଦିନ ପରେ ଆଜି ସକାଳୁ ବାବାଙ୍କର ପ୍ରଥମ ପୂଜା ହୋଇଥିଲା ଏବଂ ଏହି ପୂଜା ପ୍ରଧାନମନ୍ତ୍ରୀଙ୍କ ତରଫରୁ ହୋଇଥିଲା। କରୋନା ଭାଇରସ […]

  • Monday, 12 July 2021