• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

keniya
୨୦୦ ଟଙ୍କା ଫେରାଇବାକୁ କେନିଆରୁ ଭାରତ ଆସିଲେ ସାଂସଦ

ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ। ସେ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କା ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି। ରିଚାର୍ଡ ଏତେ […]

  • Monday, 12 July 2021
anil ambani
ଋଣ ପରିଶୋଧ ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ରାଫେଲ ଡିଲ୍‌ର ଅଫଶୋର୍ ପାର୍ଟନର ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ବୋଝ ବଢ଼ିବାରେ ଲାଗିଛି। ଏହାକୁ ପରିଶୋଧ କରିବା ପାଇଁ ଅନୀଲ ଅମ୍ବାନୀ ଏବେ ତାଙ୍କ ପାଖରେ ଥିବା ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି। ରିଲାଏନ୍ସ ଗ୍ରୁପ୍‌ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ରିଲାଏନ୍ସ ଭିତ୍ତିଭୂମି ଲିଃ ତା’ ପାଖରେ ଥିବା ୯ଟି ରାସ୍ତା ପ୍ରକଳ୍ପ ବିକ୍ରି କରିବ। ଏହାର ମୂଲ୍ୟ ୯ ହଜାର […]

  • Monday, 12 July 2021
bjp mlas daughter
ବିଜେପି ବିଧାୟକଙ୍କ ଝିଅଙ୍କ ଗୁହାରି- ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’

ନୂଆଦିଲ୍ଲୀ: ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’। ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ ବରଂ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଥିବା ଜଣେ ବିଧାୟକଙ୍କ ଝିଅ ନିଜ ବାପାଙ୍କୁ ଏଭଳି ଗୁହାରି କରୁଥିବା ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଯୁବତୀ ଜଣକ ହେଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା। ସୂଚନା ଅନୁସାରେ, ସାକ୍ଷୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଅଭି […]

  • Monday, 12 July 2021
water bottle
ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ

ନୂଆଦିଲ୍ଲୀ: ଟ୍ରେନ୍‌ରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ଥିବା ଜଳ ବିଶୁଦ୍ଧ  ନୁହେଁ। ବିଭିନ୍ନ ବ୍ରାଣ୍ଡ୍‌ର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଖାପାଖି ୩୦୦ଟି ସ୍ଥାନରେ ଚଢ଼ାଉ କରାଯାଇ ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଟ୍ରେନ୍‌ରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାର୍‌ର ମ୍ୟାନେଜରଙ୍କ ହାତ […]

  • Monday, 12 July 2021
robot
ରୋବଟ୍‌ କରୁଛି କ୍ୟାନ୍ସର ଚିକିତ୍ସା

ବିଶାଖାପାଟଣା: ଏଣିକି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ରୋବଟ୍‌ ମାଧ୍ୟମରେ ହୋଇପାରୁଛି। ପୂର୍ବରୁ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅପରେସନ ପାଇଁ ୭ରୁ ୮ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ରୋବଟ୍‌ ମାଧ୍ୟମରେ ମାତ୍ର ୧ ଘଣ୍ଟାରେ ଅପରେସନ୍‌ ହୋଇପାରୁଛି। ଫଳରେ ରୋଗୀଙ୍କୁ ଅଧିକ ଦିନ ମେଡିକାଲ୍‌ରେ ରହିବାକୁ ପଡ଼ିବନି। ବିଶାଖାପାଟଣାର ମହାତ୍ମାଗାନ୍ଧୀ କ୍ୟାନ୍ସର ହସ୍ପିଟାଲ୍‌ ଓ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ନୂତନ ଅପେରସନ ପଦ୍ଧତିର ଶୁଭାରମ୍ଭ ହୋଇଛି। ସାରା ଦେଶର କ୍ୟାନ୍ସର ବିଶେଷଜ୍ଞଙ୍କୁ […]

  • Monday, 12 July 2021