• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ସଂକ୍ରମଣ ବଢ଼ାଉଛି, କିନ୍ତୁ ଘାତକ ନୁହେଁ କରୋନାର ନୂଆ ଷ୍ଟ୍ରେନ୍‌

ଲଣ୍ଡନ: ବ୍ରିଟେନରେ  କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ  ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍‌ରୁ  ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖିବା ସହ […]

  • Tuesday, 13 July 2021
bothra
‘ଅଭିଯୁକ୍ତ ଦୋଷ ମାନିଛି; ଆମ ପାଖରେ ଅଡିଓ, ଭିଡିଓ ରେକର୍ଡିଂ ଅଛି’

ବଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାର ଗୁମର ଆଜି ଖୋଲିଛନ୍ତି ତଦନ୍ତକାରୀ ଟିମ୍‌ SITର ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକା  ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛନ୍ତି। ସରୋଜ ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା। ପଛପଟ ଘରକୁ ନେଇ  ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକା ବିରୋଧ କରିବାରୁ ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ […]

  • Tuesday, 13 July 2021
bothra-2
ଜାମୁ କୋଳି ଦେବା ପାଇଁ ନାବାଳିକାକୁ ଘରକୁ ନେଇଥିଲା, ହତ୍ୟା ପରେ ଦୁଷ୍କର୍ମ କରିଥିଲା

ଭୁବନେଶ୍ୱର: ‘ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା ସରୋଜ। ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା।’ ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଏମିତି ବିସ୍ତୃତ ବିବରଣୀ ଆଜି ପ୍ରେସ ମିଟ୍‌ରେ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ […]

  • Tuesday, 13 July 2021
Capture 99
ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୪ ମାସର ଶିଶୁ

ବିଶାଖାପାଟନମ୍‌: ମହାମାରୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲା ୪ ମାସର ଶିଶୁ। ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ହସ୍ପିଟାଲ୍‌ରେ ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ଶିଶୁଟି ସୁସ୍ଥ ହୋଇଛି। ଚିକିତ୍ସା ପରେ କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ପୂର୍ବ ଗୋଦାବରୀ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ୪ ମାସର ଶିଶୁ କନ୍ୟା ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମେ’ ୨୫ରେ […]

  • Tuesday, 13 July 2021
Anganwadi-vigilane-probe-10-am
ଅଙ୍ଗନୱାଡି କର୍ମୀଙ୍କ ଘରେ ଏତେ ସମ୍ପତ୍ତି !

ବ୍ରହ୍ମପୁର: ଅଙ୍ଗନୱାଡି କର୍ମୀଙ୍କ ଘରେ ପୁଣି ଏତେ ସମ୍ପତ୍ତି ? କେଉଁଠୁ ଆସିଲା ? ଖାଲି ସେତିକି ନୁହେଁ, ଭିଜିଲାନ୍ସ ପାଖରେ ମଧ୍ୟ ପହଞ୍ଚିଗଲା କଥା। ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସଂପୃକ୍ତ ଅଙ୍ଗନୱାଡି କର୍ମୀ। ବ୍ରହ୍ମପୁରର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢଉ କରିଛି। ଭିଜିଲାନ୍ସ ଟିମ୍‌ […]

  • Tuesday, 13 July 2021
kolkata
ପତ୍ନୀ ଦଳ ଛାଡ଼ିବା ପରେ ମିଡିଆ ସାମ୍ନାରେ କାନ୍ଦିଲେ ବିଜେପି ଏମ୍‌ପି, କହିଲେ-‘ସମ୍ପର୍କ ଶେଷ’

କୋଲକାତା: ଆଉ ୪ ମାସ ପରେ ହେବ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ନିର୍ବାଚନରେ ୨୯୪ ଆସନରୁ ୨୦୦ରୁ ଅଧିକ ଆସନ ଜିତିବେ ବୋଲି ଦୃଢ ଆଶା ରଖିଛନ୍ତି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଲାଗି ପଡ଼ିଛନ୍ତି। ଏଥିପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରି ସାରିଲାଣି। ରାଜ୍ୟକୁ ୫ଟି ନିର୍ବାଚନୀ ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ପାଇଁ ଜଣେ ପର୍ଯ୍ୟବେକ୍ଷକ […]

  • Tuesday, 13 July 2021
dl test
ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ, ଲର୍ଣ୍ଣର ଲାଇସେନ୍ସ ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(DL) ଓ ଲର୍ଣ୍ଣର ଲାଇସେନ୍ସ(LL) ପାଇଁ ଆବେଦନ କରି ହେବନି। କିନ୍ତୁ ପୂର୍ବରୁ ଆବେଦନ କରିଥିବା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢ଼େଇ ଲକ୍ଷ ଆବେଦନକାରୀଙ୍କ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଜୁନ୍‌ ୧୧ରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି।  ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ […]

  • Tuesday, 13 July 2021
EXjQ3H-WAAAniMw
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଆଉ ଗୋଟିଏ ଲୋକାଲ କେସ୍। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ […]