ନୂଆଦିଲ୍ଲୀ:ଝିଅଟିଏ ଜନ୍ମହେଲେ ଉଦାସ ହୋଇଯାଏ ମା’ର ମନ । ସମସ୍ତଙ୍କ ଅଗୋଚରରେ ଆଖିରୁ ଝରିପଡେ ଲୁହ । ହେଲେ କାହିଁକି ? ସତରେ କ’ଣ ମା’ କୋଳ ପୁଅଟିଏ ଖୋଜୁଥାଏ ବୋଲି ? ପୁଅଟଏ ନ ହେଲେ କିଏ ତାକୁ ବାର୍ଦ୍ଧକ୍ୟରେ ଆଶ୍ରୟ ଦେବ ଏମିତି କିଛି ଭାବି ? ନା, ନାରୀ ଜୀବନର ଅକୁହା ଯନ୍ତ୍ରଣାକୁ ଅଙ୍ଗେ ନିଭାଉଥିବା ମା’ ନିଜ ଝିଅର ଭବିଷ୍ୟତ ଆକଳନ କରି ଦୁଃଖରେ, ଭୟରେ, ଆଶଙ୍କାରେ ଏମିତି ଅଧିର ହୋଇପଡେ […]
କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି। ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଏକ ମତଦାନ କେନ୍ଦ୍ରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ପିଟିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, CISF ପକ୍ଷରୁ ଏହି କେନ୍ଦ୍ରରେ ଫୁଟିଛି […]
ଟ୍ରି ମ୍ୟାନ ନରୋତ୍ତମ ଦାସ। ଘର ମୟୂରଭଞ୍ଜି ଜିଲ୍ଲା ନାବରା ଗ୍ରାମରେ । ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ ନରୋତ୍ତମ ସାର। ତାଙ୍କ ପ୍ରଚେଷ୍ଟାରେ ଖାଲି ପଡିଥିବା ଟାଙ୍ଗରା ପଡିଆ ଆଜି ସବୁଜିମାରେ ହସୁଛି।
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ ।କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦର୍ଶାଇଛନ୍ତି, କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବା ପାଇଁ କିଛି ନେତାଙ୍କ ଏଭଳି […]
ଭୁବନେଶ୍ୱର: ଲାଲ ଟହ ଟହ କଙ୍କଡ଼ା ଝୋଳ… ବାମ୍ବୋ ଚିକେନ୍ .. ନାରିୟଲ ଚିକେନ୍। ଆଃ ! ଦେଖୁ ଦେଖୁ ଜିଭ ବୁଲିଲାଣି ଯିଏ ଖାଇଛି ସେ ପାଇଛି ଏହାର ମଜା। ଓଡ଼ିଆ ଷ୍ଟାଇଲର ସେଇ ପାଟି ସୁଆଦିଆ ଡିସ୍କୁ ଏବେ ଅର୍ଡର କରିଛନ୍ତି ଖୋଦ୍ ବଲିଉଡ୍ ଷ୍ଟାର ଅଜୟ ଦେବଗନ୍ । ରାଜଧାନୀର ରୋଜିସ୍ କିଚେନ୍ରେ ଏସବୁ ଭଳିକି ଭଳି ତରକାରୀର ରୋଷେଇ ସରିଛି । ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ […]
ବେଜିଂ:ଏକ ବିବାହ ଭୋଜିରେ ମସ୍ଗୁଲ ଥିଲେ ସମସ୍ତେ। ବନ୍ଧୁବାନ୍ଧବଙ୍କ ଗହଣରେ ଚାଲିଥିଲା ବାହାଘର। ବରକନ୍ୟା ବସିଥାନ୍ତି । ପାରମ୍ପରିକ ରୀତିରେ ଚାଲିଥାଏ ବାହାଘର। ହଠାତ୍ ଶାଶୂମା’ଙ୍କ ନଜର ଭାବି ବୋହୂ ଉପରେ ପଡ଼ିଲା। ବୋହୂର ହାତକୁ ଦେଖିବା କ୍ଷଣି ଶାଶୂମା’ଙ୍କ ହୋସ ଉଡ଼ିଗଲା। ଭୋ ଭୋ କାନ୍ଦି ଉଠିଲେ ମା’। ମହତ୍ସୋବର ମାହୋଲ କିଛି ସମୟ ପାଇଁ ନିରବି ଗଲା। ସମସ୍ତ ଥିଲେ ଚୁପ୍। କାହା ମୁହଁରେ ଭାଷା ନ ଥିଲା। ଶାଶୂମା’ ବୋହୂର ହାତ ଦେଖି […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର […]
ବିଜାପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ । କୁହାଯାଉଛି, ମାଓବାଦୀମାନେ ତାଙ୍କୁ ନିଜ କବ୍ଜାରେ ରଖିଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ମଧ୍ୟ ଲାଲବାହିନୀ ତରଫରୁ ଫୋନ୍ କରି କୁହାଯାଇଥିଲା ଯେ, ନିଖୋଜ ସିଆରରପିଏଫ୍ କୋବ୍ରା ଯବାନଙ୍କୁ ସେମାନେ ନିଜ କବ୍ଜାରେ ରଖିଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସର କୋବ୍ରା କମାଣ୍ଡୋ ରାକେଶ୍ୱର […]
ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ […]
ଇସ୍ଲାମବାଦ୍:ପାକିସ୍ତାନରେ ରେପ୍ ଘଟଣା ଲଗାତାର ବଢି ଚାଲିଛି। ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଜାଣି ନ ଥିଲେ, ନିଜେ ଦେଇଥିବା ପରାମର୍ଶକୁ ନେଇ ଏମିତି ଫସିଯିବେ ବୋଲି। ଏବେ ଇମ୍ରାନଙ୍କର ଏକ ଉପଦେଶକୁ କଡା ଜବାବ ଦେଇଛନ୍ତି ୟୁଜର୍ସ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପାକିସ୍ତାନରେ ରେପ୍ ଘଟଣା ବଢୁଥିବାରୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ ମିହଳାଙ୍କୁ ପର୍ଦ୍ଦା ପ୍ରଥାକୁ ଫେରିବାକୁ କହିଥିଲେ। ଏହି ବୟାନ […]
ଯାଜପୁର: ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ନାଚଗୀତରେ ମସଗୁଲ୍ ହୋଇଯାଇ ଥିଲେ ପୋଲିସ ବାବୁ। ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡ ସମସ୍ତେ ମିଶି ନାଚୁଥିଲେ। ଛୋଟ..ବଡ..ସବୁ ଭୁଲି ଯାଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଭିଡିଓଟି ହୋଲିର। ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣା […]
ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ହେଉଛି ଭୋଟଗ୍ରହଣ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆଜି ଗୋଟିଏ ଦିନରେ ମତଦାନ ସରିବ। ତେବେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେଉଛି । ସେହିପରି ଆସାମରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । କେରଳର ୧୪୦ ଆସନ, ତାମିଲନାଡୁର ୨୩୪ ଆସନ, ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦ ଆସନ, ପଶ୍ଚିମବଂଗର ତୃତୀୟ ପର୍ଯ୍ୟାୟରେ […]
ଲକ୍ଷ୍ନୌ:ନବଜାତ ଶିଶୁକୁ ଦେଖି ବାପା-ମା’ଙ୍କ ଖୁସିରେ ଉଛୁଳି ପଡ଼ିଥିଲେ। ହେଲେ ଏବେ ସେଇ ଶିଶୁର ନୀରିହ ମୁହଁକୁ ଚାହିଁଦେଲେ ତାଙ୍କର ଛାତି ଫାଟି ଯାଉଛି। ନିଜର ପାରିବା ପଣିଆ ପ୍ରତି ଧିକ୍କାର ଆସୁଛି। ଆଖି ଆଗରେ ତାଙ୍କର ସନ୍ତାନ ଯନ୍ତ୍ରଣାରେ ଛଟପଟ ହେଉଛି। ହେଲେ ସେ କିଛି ବି କରି ପାରୁନାହାନ୍ତି। ଏମିତି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାରୁ। ୪ ମାସର ଏକ ଶିଶୁ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି। ଶିଶୁଟିର […]
ରାୟପୁର:ବିଜାପୁରରେ ମାଓବାଦୀ ଆକ୍ରମଣରେ ୨୪ ଯବାନ ସହିଦ ହେବା ପରେ ସାରା ଦେଶରେ ଶାକର ଲହରୀ ଖେଳି ଯାଇଛି।ଛତିଶଗଡର ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଘଟିଥିବା ଏହି ବର୍ବର କାଣ୍ଡ ରଚିଥିଲେ ୪୦୦ରୁ ଅଧିକ ମାଓବାଦୀ । ଅବଶ୍ୟ ଆମ ଯବାନମାନେ ମାଓବାଦୀଙ୍କୁ ଏହି ଇଲକାରୁ ହଟାଇବାରେ ସଫଳ ହୋଇଛନ୍ତି। ତେବେ ଏହି ଘଟଣାରେ ୧୩ ଜଣ ଯବାନ ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଯେଉଁ ଯବାନଙ୍କ ଦେହରେ ଗୁଳି ବାଜିଛି ସେମାନଙ୍କ ପ୍ରତିବଦ୍ଧତା […]
ୱାଶିଂଟନ୍: ଆମେରିକାର ୱାଶିଂଟନ୍ କ୍ୟାପିଟଲ ହିଲ୍ କମ୍ପ୍ଲେକ୍ସ ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚା ଥମିନି। ଏଥିରେ ଜଣେ କ୍ୟାପିଟଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗାଡିରେ ଆସିଥିଲେ। ଗାଡି କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା। ଦୁଇ ଗୁୁରୁତରଙ୍କ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣଙ୍କର ସେଠାରେ ମୃତ୍ୟୁ […]
ନୂଆଦିଲ୍ଲୀ: ଏଣ୍ଟିଲିଆ କେସ୍ରେ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ କେଳେଙ୍କାରୀର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଚିନଙ୍କ ପାଇଁ ମରିନ ଡ୍ରାଇଭ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର ରୁମ୍ ୧୦୦ ଦିନ ପାଇଁ ବୁକ୍ କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା NIA କୁ ମିଳିଥିବା ତଥ୍ୟ ଅନୁଯାୟୀ, ସଚିନ ବଜେ ମୁମ୍ବାଇ ସ୍ଥିତ ଏହି ହୋଟେଲର ରୁମ୍ […]
ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଟ୍ରେନ୍ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ […]
ନୂଆଦିଲ୍ଲୀ: ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଲହର। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜନ୍ମ ପରେ ପରେ ଦୁଇ ନବଜାତକ ହଇଜା ଆକ୍ରାନ୍ତ ହୋଇଥିଲେ । ପରେ ପରୀକ୍ଷଣରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଦୁହିଁଙ୍କର ଏସ୍ଏସ୍ଜି ହସ୍ପିଟାଲରେ ଏଯାଏ ଚିକିତ୍ସା ଜାରି ରହିଛି। ଗତ […]
ଆଜି ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦେଖନ୍ତୁ, କିଛି ଝଲକ ଫଟୋରେ। ନାଗାଓଁରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି
ପଶ୍ଚିମବଙ୍ଗରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତଙ୍କ ନଜର ଆଜିର ମତଦାନ ଉପରେ। ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କର ଘନିଷ୍ଠ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ବନ୍ଦୀ ହେବ ଭୋଟ ବାକ୍ସରେ। ଦେଖନ୍ତୁ, ନିର୍ବାଚନୀ ଖବରର କିଛି ଝଲକ ଫଟୋରେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଲମ୍ବା ଡିଆଁ। ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୩ଟି ଜିଲ୍ଲାର ୩୦ଟି ସିଟ୍ରେ ମତଦାନ ହେଉଛି । ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛିଅ। ସଂଧ୍ୟା ୬ଟା ଯାଏଁ ଚାଲିବ। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ […]
ଇସ୍ଲାମବାଦ: ପୁଣି ଭାରତକୁ ମୁହଁ ଫେରାଇଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ ୩୦ ତାରିଖ ସୁଦ୍ଧା ଭାରତରୁ କଟନ ଆମଦାନୀ କରିବ। ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଭାରତରୁ ଚିନି ଆମଦାନୀ କରିବା ପାଇଁ ମଧ୍ୟ ଘରୋଇ କ୍ଷେତ୍ରକୁ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ନେତା ଏଚ୍ ଡି ଦେବଗୌଡ଼ା ଏବଂ ତାଙ୍କ ପତ୍ନୀ ଚେନ୍ନମା କରୋନା ସଂକ୍ରମିତ ହୋଇଛନ୍ତି। ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବୁଧବାର ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେବଗୌଡ଼ା ଟୁଇଟ କରି କହିଛନ୍ତି, ‘ମୋ ପତ୍ନୀ ଚେନ୍ନମା ଏବଂ ମୋର ଟେଷ୍ଟ ରିପେ।ର୍ଟ ପଜିଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆମେ ଦୁଇଜଣ ଆଇସୋଲେସନରେ ଅଛୁ। ଗତ […]