କାଶ୍ମୀରରେ ଏକାଠି ହେଲେ ୨୩ ବରିଷ୍ଠ ନେତା ୨୩ ନେତା ନେତୃତ୍ୱ ପରିବର୍ତ୍ତନ ନେଇ ଚିଠି ଲେଖିଥିଲେ ଗୁଲମନବୀଙ୍କ ନେତୃତ୍ୱରେ ଏକାଠି ହେଲେ ପୁରୁଖା ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହିବ ? ନୂଆଦିଲ୍ଲୀ: ଦିନ କେଇଟା ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଦୋଦୁଲ୍ୟମାନ ସ୍ଥିତିରେ ଥିବା କଂଗ୍ରେସ ବଳ ଲଗାଇ ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା। ତେବେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଜମ୍ମୁରେ ୨୩ ବରିଷ୍ଠ କଂଗ୍ରେସ […]
ଫାସଟ୍ୟାଗ୍ ମାଧ୍ୟମରେ ୟୁଜର୍ ଫି ସଂଗ୍ରହରେ ୨୭% ଅଭିବୃଦ୍ଧି ଗତ ଦୁଇ ସପ୍ତାହରେ ଯୋଡ଼ି ହୋଇଛନ୍ତି ଦୁଇ ଲକ୍ଷରୁ ଅଧିକ ନୂତନ ଫାସଟ୍ୟାଗ୍ ବ୍ୟବହାରକାରୀ ୬୪ ଲକ୍ଷରୁ ଅଧିକ କାରବାର ହୋଇଛି ନୂଆଦିଲ୍ଳୀ: ଫାସଟାଗ ମାଧ୍ୟମରେ ଟୋଲ ସଂଗ୍ରହ ରେକର୍ଡ଼ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଫାସଟାଗ ଜରିଆରେ ୧୦୦ କୋଟି ଟଙ୍କାରୁ ଅଧିକ ଟୋଲ ସଂଗ୍ରହ କରାଯାଉଛି। ସାରା ଦେଶରେ ୧୫ ଫେବୃଆରୀରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ କରିଥିବା ବେଳେ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ଏନେଇ […]
ନୂଆଦିଲ୍ଲୀ: ଭାରତୀୟ ଆଇନ୍କାନୁନ୍କୁ ପାଳନ କରିବାକୁ ଭାରତ ସରକାର ଟ୍ୱିଟରକୁ ତାଗିଦ୍ କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ହିଂସା ପାଇଁ ଉସୁକାଇଥିବା ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍ କରିଥିଲେ। କିନ୍ତୁ ଏହାକୁ ଟ୍ୱିଟର ପକ୍ଷରୁ ପାଳନ କରାଯାଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଭାରତୀୟ ଆଇନ୍କାନୁନ୍କୁ ମାନିବାକୁ ପଡ଼ିବ ଓ ଏହାକୁ ତତକ୍ଷଣାତ୍ ସମସ୍ତେ ପାଳନ କରିବା ଦରକାର। ଯଦି ଏହା ବିଳମ୍ବରେ କାର୍ଯ୍ୟକାରୀ ହୁଏ […]
ଜୟପୁର: ଚୋରି କରିବାକୁ ମାଷ୍ଟର ପ୍ଲାନ୍। ଚୋରି କରିବାକୁ ୯୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଲେ, ଆଉ ତା’ପରେ ଡାକ୍ତରଙ୍କୁ ଲୁଟିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୨୦ ଫୁଟ୍ ଲମ୍ୱର ସୁଡ଼ଙ୍ଗ ଖୋଳି ଚୋର ଗ୍ୟାଙ୍ଗ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଇଛନ୍ତି। ଘର ବେସମେଣ୍ଟରେ ଥିବା ଥିବା କୋଟି କୋଟି ଟଙ୍କାର ତିନୋଟି ରୁପା ବାକ୍ସକୁ ଧରି ଛୁ ମାରିଛନ୍ତି ଅଭିଯୋଗ ପରେ ଏବେ ପୋଲିସ ମାମାଲାର […]
ଗାନ୍ଧିନଗର: ହୋଟେଲ୍ରେ ବୁଲୁଛି ସିଂହ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଗୁଜରାଟ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍ ଭିତରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବେଫିକର୍ ଭାବେ ସିଂହଟି ହୋଟେଲ୍ ଭିତରେ ବୁଲି, ସେଠାରୁ ଫେରି ଯାଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ସିଂହ ହାବୁଡ଼ରେ କୌଣସି ଲୋକେ ପଡ଼ିନଥିଲେ। ଗତ ୮ ତାରିଖ ଭୋର୍ ୫ଟାରେ ଜୁନାଗଡ଼ ନିକଟରେ ଥିବା […]
ହରିୟାଣା ଜିନ୍ଦରେ ୬୦ ଦିନରୁ ଅଧିକ ସମୟ ଧରି ଟୋଲ ପ୍ଲାଜାରେ ଆନ୍ଦୋଳନ କରୁଥିବା କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏମଏସପି ପାଇଁ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ଦୁଃଖ ଜଣାଇଛନ୍ତି। ଜିନ୍ଦ: କୃଷି ଆଇନ୍ ରଦ୍ଦ ପାଇଁ ରକ୍ତରେ ଚିଠି। ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ନରୀନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲଖିଛିନ୍ତି। କଳା ଆଇନକୁ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ […]
କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି ନିକଟସ୍ଥ କଡାପରାରେ ବିଜେପିର ଗୋଦାମରେ ନିକଟରେ ଛିଡ଼ା ହୋଇଥିବା ପ୍ରଚାର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣା ପାଇଁ ସମ୍ପର୍କରେ ବୁଝାବୁଝି କରିବାକୁ […]
ଲଣ୍ଡନ: ପିଏନବି ମହାଘୋଟାଲାର ମୁଖ୍ୟ ଖଳନାୟକଙ୍କୁ ଭାରତ ଅଣାଯିବ। ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାଣ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନିରବଙ୍କୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା ସିବିଆଇ, ଇଡି। ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ […]
ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ଆଜି ସକାଳ ୧୦ଟାରେ Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୯ ଟଙ୍କା ବୃଦ୍ଧି ସହ ୪୮,୦୬୭ ଟଙ୍କାରେ କାରବାର ଚାଲିଥିଲା। ରୂପା ଦର ପ୍ରତି କିଲୋଗ୍ରାମକୁ ୧୬୯ ଟଙ୍କା ବୃଦ୍ଧି ସହ ୬୯,୮୬୫ ଟଙ୍କାରେ କାରବାର ଚାଲିଥିଲା। ଆନ୍ତର୍ଜାତୀୟ ବଜାରରେ ଆଜି ସୁନା ଦର ପ୍ରତି Ounceକୁ ବୃଦ୍ଧି ପାଇ […]
ନୂଆଦିଲ୍ଲୀ: OTT ପ୍ଲାଟଫର୍ମ , ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଛି, ଆଉ ଏସବୁ […]
କୋଲକାତା: ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ। କୋଲକାତାର ମେୟର ଫିରହାଦ ହକିମଙ୍କ ଇ-ବାଇକ ପଛରେ ବସି ମମତା ବାନାର୍ଜୀ ଗଳାରେ ଏକ ମହଙ୍ଗା ମାଡ଼ର ପୋଷ୍ଟର ଲଟକାଇ ରାଲିରେ ଯୋଗଦେଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ହରିସ ଚାଟାର୍ଜୀ ଷ୍ଟ୍ରିଟ ଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟ […]