• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

punjab-rafel
ରାଫେଲରେ ବସି ସ୍କୁଲ ଗଲେ କୁନି କୁନି ପିଲା

ନୂଆଦିଲ୍ଲୀ: ଆପଣ ଆକାଶରେ ଉଡୁଥିବା ଓ ପାଣିରେ ଭାସୁଥିବା ଜାହାଜ ଦେଖିଥିବେ । କେବେ ରାସ୍ତାରେ ଗଡ଼ୁଥିବା ଜାହାଜ ଦେଖିଛନ୍ତି ? ବୋଧହୁଏ ଦେଖି ନ ଥିବେ। ଏମିତି ଜାହାଜ ଦେଖିବାକୁ ମିଳିଛି ପଞ୍ଜାବ ଭଠିଣ୍ଡା ରାସ୍ତାରେ। ଏଇ ଜାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ସଉକ ପାଇଁ ଜଣେ ବ୍ୟକ୍ତି ତିଆରି କରିଛନ୍ତି ଫାଇଟର୍ ଜେଟ୍ ଭଳି ଦେଖାଯାଉଥିବା ଗାଡ଼ି । ଆଉ ଏହାର ନାଁ ରଖିଛନ୍ତି ପଞ୍ଜାବ ରାଫେଲ୍ । କଥାଟା […]

  • Tuesday, 13 July 2021
Govt employees
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୨୫ ପ୍ରତିଶତ ବଢିପାର DA

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଅରନେସ ଆଲାଉନ୍ସ ବା DA ବୃଦ୍ଧି କରି ପାରନ୍ତି ସରକାର। ଯଦି ଏହି ଗୁଜବ ସତ ହୁଏ ତେବେ 7th ପେ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କର  ୫ ପ୍ରତିଶତ DA ବୃଦ୍ଧି ଆଶା କରାଯାଉଛି। ଏହି ବର୍ଦ୍ଧିତ ଭତ୍ତା ଆସନ୍ତା ମାସ ଅର୍ଥାତ ଏପ୍ରିଲରୁ  ଲାଗୁ କରାଯାଇପାରେ। କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% DA ପାଉଛନ୍ତି। ତେବେ DA ବୃଦ୍ଧିକୁ […]

  • Tuesday, 13 July 2021
petrol price
୧୬ ଟଙ୍କା କମିପାରେ ପେଟ୍ରୋଲ, ଡିଜେଲ ଦର, କେମିତି ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି। ପ୍ରାୟ ଅଧିକାଂଶ ଜାଗାରେ ତୈଳ ଦର ୯୦ ଟଙ୍କା ଉପରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୮୧.୪୭ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୭.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୮.୬୦ ରହିଛି।   ମଧ୍ୟପ୍ରଦେଶର ଭୋପାଲ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ରହିଛି। ଏପରି […]

  • Tuesday, 13 July 2021
bride
ବିୟୁଟି ପାର୍ଲର ଭିତରେ ଦୁଲ୍‌ହନକୁ ହତ୍ୟା

ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍‌ […]

OTVForesight2021
ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜନୀତିକୁ ଆସିଲି-ଗମ୍ଭୀର

ଭୁବନେଶ୍ୱର: ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ ବିଶ୍ୱକପ ଦଳରେ ଖେଳିବ, ଜିତିବ।  ମୁଁ ଭାଗ୍ୟବାନ ଯେ,  ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଟିମ୍‌ରେ ମୁଁ ଥିଲି।  ମାତ୍ର ପଦାର୍ପଣ ବିଶ୍ୱକପ ମ୍ୟାଚରେ ମୁଁ ଶୂନରେ ଆଉଟ ହୋଇଥିଲି।’ ଆଜି OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍-୨୦୨୧ରେ ଯୋଗଦେଇ ନିଜର ଏମିତି ଅନୁଭୂତି ବାଣ୍ଟିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‌ନର  ତଥା ଇଷ୍ଟ ଦିଏଲ୍ଲୀର ସାଂସଦ ଗୌତମ ଗମ୍ଭୀର। ସେ କହିଥିଲେ, ମୋ ଜୀବନ ଉତ୍‌ଥାନ ପତନ ଦେଇ […]

  • Tuesday, 13 July 2021