ବିଶାଖାପାଟଣା: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଏସି ବସ୍। ଆଶ୍ୱସ୍ତିକର କଥା, ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆନ୍ଧ୍ରପ୍ରଦେଶ କାକିନାଡା ସହରରେ ଏହି ଅଘଟଣ ଘଟିଛି। ଇନ୍ଦ୍ରା ନାମକ ଏହି ବସ୍ଟି କାକିନାଡାରୁ ବିଜୟଓ୍ୱାଡା ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ସମୟରେ ବସ୍ରେ ୧୫ ଜଣ ଯାତ୍ରୀ ଥିଲେ। ଗାଡ଼ି ଭିତରୁ କିଛି ପୋଡ଼ି ଯିବାର […]
ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟ ହୋଇଥିବା ଡିପ୍ରେସନ୍ ଗତ ୬ ଘଣ୍ଟା ମଧ୍ୟରେ ୧୨ କି.ମି. ବେଗରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା Port Blair(ଆଣ୍ଡାମାନ ଦ୍ୱୀପପୁଞ୍ଜ)ର ପୂର୍ବ ଉତ୍ତର-ପୂର୍ବ ଦିଗରୁ ୫୪୦ କି.ମି. ଦୂର ଓ Yangon (ମ୍ୟାନ୍ମାର୍)ର ଦକ୍ଷିଣ ଦକ୍ଷିଣ-ପୂର୍ବରୁ ୪୪୦ କି.ମି. ଦୂରରେ ଅବସ୍ଥାପିତ ଥିବା ଜଣାପଡ଼ିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଏରିଆରେ ପରିଣତ ହେବାସହ ଦୁର୍ବଳ […]
ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ […]
କପଡ଼ା ଧୋଉଥିବା ସମୟରେ ହଠାତ୍ ଫାଟିଗଲା ୱାଶିଂମେସିନ୍। କିଛି ସମୟ ଭିତରେ ଧୂଆଁମୟ ହୋଇଯାଇଥିଲା ଘର ଓ ନଷ୍ଟ ହୋଇଯାଇଥିଲା ରୋଷେଇ ସାମଗ୍ରୀ। ଏମିତି କିଛି ଘଟଣାର ଦୃଶ୍ୟ ସୋସିଆଲ୍ ମିଡିଆରେ ଶେଆର କରିଛନ୍ତି ସ୍କଟ୍ଲ୍ୟାଣ୍ଡର ମହିଳା ଲୌରା ବିରେଲ୍। ଫେସ୍ବୁକ୍ରେ ଫଟୋ ଶେଆର କରି ଲୌରା ଲେଖିଛନ୍ତି, ‘ୱାଶିଂମେସିନ୍ର ଡ୍ରମ୍ ଫାଟି ଯିବା ଫଳରେ ରୋଷେଇ ଘରେ ଥିବା ଜିନିଷ ନଷ୍ଟ ହୋଇଯିବା ସହ ପାଇପ୍ ଇତ୍ୟାଦି ଫାଟି ଯାଇଥିଲା। ଏହାସହ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା […]