• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ias
ଡାକ୍ତରଖାନାରେ କରୋନା ଆକ୍ରାନ୍ତ ଯୁବକଙ୍କ ଉତ୍ସର୍ଗୀକୃତ ମନୋଭାବ ଦେଖି ପ୍ରଶଂସା କଲେ ଜିଲ୍ଲାପାଳ

ବ୍ରହ୍ମପୁର:ଯୋଗ୍ୟତା, ଆତ୍ମବିଶ୍ୱାସ ଏସବୁ ସଫଳତାର ଗୋଟିଏ ଗୋଟିଏ ଚାବିକାଠି। ଏକଥାକୁ ଅସ୍ୱୀକାର କରାଯାଇ ନ ପାରେ। ହେଲେ ଏସବୁ ସହିତ ସଫଳତାର ଆଉ ଏକ ସତ୍ୟ ହେଉଛି କରୁଥିବା କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ। ଯଦି କୌଣସି କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ ରହିବ ତେବେ ସଫଳତା ହାତ ପାହାନ୍ତାରେ ମିଳିପାରିବ। ଏମିତି ଉତ୍ସର୍ଗ ମନୋଭାବ ଜଣେ ଯୁବକଙ୍କଠାରେ ଦେଖି ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ। କରୋନାର ତା’ର କାୟା ସାରା […]

  • Tuesday, 13 July 2021
covid vaccine.JPG27
ମେ’ ପହିଲାରେ ଭାରତକୁ ମିଳିବ ଋଷିଆ ଟିକା

ନୂଆଦିଲ୍ଲୀ:ଭାରତରେ କୋଭିଡ ସ୍ଥିତି ଦିନକୁ ଦିନ ବିଗୁଡୁଛି। ହେଲେ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଚେଷ୍ଟା ଚଲାଇଛନ୍ତି। ଟିକାର ଅଭାବ ଯୋଗୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ରାଜ୍ୟରେ ସଙ୍କଟ ଦେଖା ଦେଲାଣି। ଏପରି ସ୍ଥିତିରେ ଆଶ୍ୱାସନର ଖବର ଆସିଛି।  ମେ’ ପହିଲାରେ ଭାରତକୁ ମିଳିବ ସ୍ପୁଟନିକ୍ -ଭି ଟିକା। ଋ଼ଷିଆ ତାର ନିଜସ୍ୱ ଭାକ୍ସିନ ସ୍ପୁଟନିକ ଭି ପ୍ରଥମ ଫେଜ୍ ଭ୍ୟାକସିନ୍ ଭାରତକୁ ଯୋଗାଇ ଦେବ । ଋ଼ଷିଆ  ଡାଇରେକ୍ଟ ଇନଭେଷ୍ଟମେଣ୍ଟ […]

  • Tuesday, 13 July 2021
election commissioner
କରୋନା ସ୍ଥିତିକୁ ଦେଖି କଡ଼ା ନିର୍ଦ୍ଦେଶ ଜାରି କଲେ ଇଲେକ୍ସନ କମିଶନ

ନୂଆଦିଲ୍ଲୀ: ଶେଷରେ କଠୋର ହେଲେ ନିର୍ବାଚନ କମିଶନ।  କରୋନାର ଭୟଙ୍କର ସ୍ଥିତିକୁ ଦେଖି କଡ଼ା ନିିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ମେ’ ୨ ଭୋଟ ଗଣତି ପରେ କେହି ବିଜୟ ଶୋଭାଯାତ୍ରା କରି ପାରିବେ ନାହିଁ । କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ଏହି ନିର୍ଦ୍ଦେଶ ଦିଆଯାଇଛି । ମେ’ ୨ ତାରିଖରେ ୫ ବିଧାନସଭା ନିର୍ବାଚନର ଗଣତି ହେବ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରି ବିଧାନସଭାରେ ନିର୍ବାଚନ […]

  • Tuesday, 13 July 2021
5
ଦେଶରେ ଦିନକରେ ବାହାରିଲେ ୩ ଲକ୍ଷ ୨୩ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଦିନକରେ ୨୭୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ […]

  • Tuesday, 13 July 2021